ଖେଳ

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ...

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ,...

ତୀର୍ଥଯାତ୍ରାରେ ବାହାରିଲେ ବିରୁଷ୍କା

ନୂଆଦିଲ୍ଲୀ,୩୧।୧: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ମା’ ସରୋଜା କୋହଲିଙ୍କ ସହ ତୀର୍ଥଯାତ୍ରାରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ପୂର୍ବରୁ କୋହଲି ଏବଂ ଅନୁଷ୍କା ଋଷିକେଶରେ ପହଞ୍ଚିଥିଲେ। ଏହି ସମୟରେ...

ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୦ା୧: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି।...

ହକି ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା

ନୂଆଦିଲ୍ଳୀ,୩୦ା୧: ଗ୍ରାହାମ ରିଡ୍‌ ଭାରତୀୟ ହକି ଦଳର ମୁଖ୍ୟ କୋଚ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ହକି ବିଶ୍ୱକପରେ ଆୟୋଜକ ଭାରତୀୟ ଦଳର ଖରାପ ପ୍ରଦର୍ଶନ କାରଣରୁ ରିଡ୍‌ ଏହି ପଦରୁ ଓହରି ଯାଇଥିବା ଜଣାପଡିଛି। ୨୦୧୯ ଏପ୍ରିଲରେ ରିଡ୍‌...

ଅବସର ଘୋଷଣା କଲେ ମୁରଲୀ ବିଜୟ

ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବିଜୟ ୬୧ ଟେଷ୍ଟରୁ ୧୨ଟି ଟେଷ୍ଟ ଶତକ...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ

ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୯୯ ରନ ସ୍କୋର କରିପାରିଥିଲା। ତେବେ ୧୦୦ ରନ୍‌ର...

ଜୋକୋଭିଚଙ୍କୁ ୨୨ତମ ଗ୍ରାଣ୍ଡସ୍ଲାମ

ମେଲବୋର୍ନ,୩୦ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ସର୍ବିୟାର ନୋଭାକ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ଗ୍ରୀସ୍‌ର ଷ୍ଟିଫାନସ୍‌ ସିତ୍‌ସିପାସ୍‌ଙ୍କୁ ୬-୩, ୭-୬(୪) ଓ ୭-୬(୫)ରେ ପରାସ୍ତ କରିବା ସହିତ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ...

କିସ୍‌ ପୁରୁଷ ରଗ୍‌ବୀ ଦଳ ବିଜୟୀ

ଭୁବନେଶ୍ୱର, ୩୦ା୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ୟୁନିଭର୍ସିଟିର ରଗ୍‌ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍‌ ମେନ୍‌ ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କିସ୍‌ ପୁରୁଷ ଦଳ ୨୦-୧୭ରେ ବମ୍ବେ ଜିମ୍‌ଖାନା...

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ଙ୍କୁ ‘ଏଫ୍‌ଆଇଏଚ୍‌ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ...

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌...

ମହିଳା କ୍ରିକେଟର୍‌ଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର ୭ ଉଇକେଟ ବିଜୟ ସହ ମହିଳା କ୍ରିକେଟରେ ନିଜର ପ୍ରଥମ ଆଇସିସି ଟାଇଟଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri