ଖେଳ

ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍‌ ହେଲେ ସିରାଜ

ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର ଟେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲଉଡ୍‌ଙ୍କୁ ପଛରେ ପକାଇଛନ୍ତି। ଗତ ୧୨...

ଦୁଃଖ ମଧ୍ୟରେ ଖୁସି ଖବର ପାଇଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୨ ବର୍ଷର ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ଯିଏ ଗତ ବର୍ଷ ଟେଷ୍ଟ କ୍ରିକେଟରେ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି...

ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ଅଧିନାୟକ କହିଲେ ଏଭଳି

ଇନ୍ଦୋର,୨୫।୧: ଭାରତ ବିପକ୍ଷ ଦିନିକିଆ ସିରିଜରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନିକିଆକୁ ୯୦ ରନ ଏବଂ ସିରିଜ୍‌(୦-୩)ରେ ପରାଜିତ ହେବାର ଯନ୍ତ୍ରଣା ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥାମଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଛି। ମ୍ୟାଚ୍‌ ପରେ ଲାଥାମ...

ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ

ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୧୨ ରନ ଓପନିଂ ଭାଗିଦାରୀ କରିଥିଲେ। ଗତ ଚାରିଟି ଦିନିକିଆରେ ଏହା ଗିଲଙ୍କ...

‘ପଠାନ୍‌’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ

ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍‌’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ ଟୁଇଟ୍‌...

ଦିନିକିଆରେ ନଂ-୧ ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୨୫।୧: ନୂତନ ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଭାରତୀୟ କ୍ରିକେଟ ଟିମ୍‌। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ...

ଆଜି ଇଂଲଣ୍ଡ-ଜର୍ମାନୀ, ନେଦରଲାଣ୍ଡ୍ସ-କୋରିଆ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତୃତୀୟ କ୍ୱାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ। ଚତୁର୍ଥ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ...

ୱେଷ୍ଟ ଷ୍ଟାଣ୍ଡରେ ଅଷ୍ଟ୍ରେଲିଆ ଦର୍ଶକ, ଟମ୍‌ଙ୍କ ପରିବାର

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ସ୍ପେନ୍‌ ମଧ୍ୟରେ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱେଷ୍ଟ ଷ୍ଟାଣ୍ଡରେ ବ୍ୟାନର ଧରି ଉପସ୍ଥିତ ଥିଲେ ଅଷ୍ଟ୍ରେଲିଆ ଦର୍ଶକ। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ...

ସେମିରେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଗତ ସଂସ୍କରଣର ଟାଇଟଲ ବିଜେତା ବେଲଜିୟମ ଚଳିତ ହକି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁୁ...

ପ୍ରଥମ ଦିନରେ ଓଡ଼ିଶା ୯୬/୨

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ):କୋଲକାତାର ଇଡେନ ଗାର୍ଡେନରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ୨ ଉଇକେଟ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ଓଡ଼ିଶା ଏହି...

ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍‌ଲରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସରକାର ବିନା ପରାମର୍ଶରେ ନିରୀକ୍ଷଣ କମିଟି ଗଠନ କରିଥିବାରୁ...

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ଇଷ୍ଟ ଲଣ୍ଡନ(ଦକ୍ଷିଣ ଆଫ୍ରିକା), ୨୫ା୧(ପି.ଟି.): ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ମହିଳା ଟି୨୦ ସିରିଜର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୫୬ ରନରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri