ଖେଳ

ନିଜ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୪।୧: ଆଇସିସି ୨୦୨୨ ବର୍ଷ ପାଇଁ ପୁରୁଷ ଟି-୨୦ ଦଳ ଘୋଷଣା କରିଛି। ପାକିସ୍ତାନର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ତେବେ ରିଜୱାନଙ୍କ ସମୟ ଏବେ ଭଲ ଚାଲିନାହିଁ। ସେ ସବୁ...

ସାବାଲେଙ୍କା, ଶେଲ୍‌ଟନ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୪ା୧ : ପଞ୍ଚମ ସିଡ୍‌ ଆରିନା ସାବାଲେଙ୍କା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଅଷ୍ଟ୍ରେଲିଆନ ଓପନରେ...

ମେରୀ କମ୍‌ ନିରୀକ୍ଷଣ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୪ା୧:ଭାରତୀୟ ବକ୍ସିଂ କିମ୍ବଦନ୍ତୀ ଏମ୍‌ସି ମେରୀ କମ୍‌ଙ୍କୁ ୫ ଜଣିଆ ନିରୀକ୍ଷଣ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମରେ ମହିଳା ଆଥ୍‌ଲେଟଙ୍କୁ ଯୌନ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଇନ୍ଦୋର,୨୪ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୨-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ରେ ନିଜର ମିଡଲ ଅର୍ଡର ସୁଧାରିବାକୁ ପ୍ରୟାସ କରିବ। ସେହିପରି ବୋଲିଂ ଲାଇନ୍‌ ଅପ୍‌ରେ...

ଇଂଲଣ୍ଡକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୪।୧: ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ମ୍ୟାଟ୍ସ...

ଆଜିଠୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ସ୍ପେନ୍‌ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ୨୫...

କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର, ୨୪।୧ (କ୍ରୀଡ଼ା ପ୍ରତିନିଧି): ଦକ୍ଷିଣ କୋରିଆ ଅନ୍ତିମ ଦଳଭାବେ ଚଳିତ ହକିି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ଦଳ ଶୁଟଆଉଟରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ...

ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଖେଳାଯିବ। ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି...

ମହମ୍ମଦ ଶାମିଙ୍କୁ ବଡ଼ ଝଟ୍‌କା: ସ୍ତ୍ରୀଙ୍କୁ ମାସିକ ଦେବେ ଏତିକି ଟଙ୍କା ଖର୍ଚ୍ଚ

କୋଲକାତା,୨୪।୧: ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ କୋଲକାତା କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଅଲଗା ରହୁଥିବା ସ୍ତ୍ରୀ ହସିନ ଜାହାନଙ୍କୁ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

ସୌରଭ ଗାଙ୍ଗୁଲିଙ୍ଗ ବାୟୋପିକର ସ୍କ୍ରିପ୍ଟ ପ୍ରସ୍ତୁତ

କୋଲକାତା,୨୪ ।୧: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଅନେକ ଦିନରୁ ଘୋଷଣା ହୋଇ ସାରିଛି । ଏହାର ନିର୍ମାଣ ଲଭ ଫିଲ୍ମସ ଦ୍ୱାରା ହେଉଛି । ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଗତ...

ଆଇସିସିର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ଘୋଷଣା: ଭାରତରୁ କୋହଲି, ସୂର୍ଯ୍ୟକୁମାର, ପାଣ୍ଡ୍ୟା

ନୂଆଦିଲ୍ଲୀ, ୨୩ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଅନ୍ତର୍ଜାତୀୟ ଟି-୨୦ ଦଳ ସୋମବାର ଘୋଷଣା କରାଯାଇଛି। ଏଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଏଥିସହ ପାକିସ୍ତାନରୁ ଦୁଇ...

ପୁରୁଷ ହକି ବିଶ୍ୱକପ୍‌: କ୍ବାର୍ଟର ଫାଇନାଲ୍‌ରେ ଜର୍ମାନୀ

ଭୁବନେଶ୍ବର,୨୩।୧: କଳିଙ୍ଗ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନୀ ବିଜୟ ହୋଇଛି। ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରି ଜର୍ମାନୀ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri