ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ରାୟପୁର,୨୧ା୧: ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି। ଏଥିରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ...

ଡ୍ର ମ୍ୟାଚରେ ଶୁଭ୍ରାଂଶୁଙ୍କ ଶତକ

ଭୁବନେଶ୍ୱର,୨୧।୧(କ୍ରୀଡ଼ା ପ୍ରତିନିଧି): ମିରୁଟରେ ଶୁକ୍ରବାର ଶେଷ ହୋଇଥିବା ଓଡ଼ିଶା-ଉତ୍ତର ପ୍ରଦେଶ ରଣଜୀ ଟ୍ରଫି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଶତକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ ୯୧ ରନର...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ କରି ୨-୦ରେ ଅଗ୍ରଣୀ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ...

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୩୧ରେ ବାର୍ସିଲୋନାସ୍ଥିତ ଏକ ନାଇଟ୍‌ କ୍ଲବରେ ଘଟିଥିଲା। ଆଲ୍‌ଭେସ୍‌ଙ୍କୁ କୋର୍ଟରେ...

ସାଇବର କ୍ରାଇମ୍‌: ଆଇସିସି ହରାଇଛି ୨.୫ ନିୟୁତ ଡଲାର

ନୂଆଦିଲ୍ଲୀ, ୨୧।୧ (ପି.ଟି.): ସାଇବର କ୍ରାଇମ୍‌ର ଶିକାର ହୋଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପାଖାପାଖି ୨.୫ ନିୟୁତ ଆମେରିକୀୟ ଡଲାର ହରାଇଛି। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗତବର୍ଷ ଏହି ଘଟଣା ଘଟିଛି। ଆର୍ଥିକ ଘୋଟାଲା କରିବା...

ମେଡଭେଡେଭଙ୍କୁ ହରାଇଲେ କୋର୍ଡା

ମେଲବୋର୍ନ,୨୧।୧(ଏପି): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ଆମେରିକାର ଯୁବ ଖେଳାଳି ସେବାଷ୍ଟିଆନ କୋର୍ଡା ଏଠାରେ ଦୁଇଥର ରନରଅପ୍‌ ଡାନିଲ ମେଡଭେଡେଭଙ୍କୁ ୭-୬ (୭), ୬-୩, ୭-୬ (୪) ରେ ହରାଇ ଦେଇଛନ୍ତି। ଏଠାରେ...

୪ ଦଳର ଅଭିଯାନ ଶେଷ

ଭୁବନେଶ୍ୱର, ୨୧।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟ ପରେ ୪ ଦଳର ଅଭିଯାନ ଶେଷ ହୋଇଛି। ଅର୍ଥାତ୍‌ ପ୍ରତି ଗ୍ରୁପ୍‌ର ୪ର୍ଥ ସ୍ଥାନୀୟ ଦଳ ଏଣିକି ପୋଜିଶନ ପାଇଁ କେବଳ କ୍ଲାସିଫିକେଶନ ମ୍ୟାଚ ଖେଳିବେ। ଏହି...

ବିର୍ସା ମୁଣ୍ଡାରେ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରୀଛାତ୍ର

ରାଉରକେଲା ଅଫିସ, ୨୧।୧: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୧୬ ଜଣ ଛାତ୍ରୀଛାତ୍ର ଶୁକ୍ରବାର ରାଉରକେଲା ଆସି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ ଦେଖିଛନ୍ତି। ସେମାନେ ବିମାନ ଯୋଗେ ଆସିଥିଲେ ଏବଂ ବେଶ୍‌ ଉତ୍ସାହିତ ଥିଲେ। ଏହି...

ଭାରତ ପାଇଁ କଷ୍ଟସାଧ୍ୟ ପଥ

(ତପନ ସ୍ବାଇଁ) ଭୁବନେଶ୍ୱର, ୨୧।୧: ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଆରମ୍ଭରୁ ମାନ୍ଦା ଖେଳ ପାଇଁ ଘରୋଇ ଭାରତର ପଥ କଷ୍ଟସାଧ୍ୟ ହୋଇଯାଇଛି।...

ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା: ଟିମ୍‌ରୁ ବାଦ୍‌ ପଡିଲେ ହାର୍ଦ୍ଦିକ ସିଂ

ଭୁବନେଶ୍ୱର,୨୧।୧: ଓଡିଶାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ରେ ଭାରତୀୟ ହକି ଟିମ୍‌କୁ ବଡ଼ ଝଟକା। ଦଳର ପ୍ରମୁଖ ଖେଳାଳି ହାର୍ଦ୍ଦିକ ସିଂ ଆହାତ ଯୋଗୁ ଟିମ୍‌ରୁ ବାଦ ପଡିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ କ୍ରସ୍‌ ଓଭର ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ...

କ୍ରସ୍‌ ଓଭରରେ ଆର୍ଜେଣ୍ଟିନା, ଫ୍ରାନ୍ସ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା (୯ମ) ତୁଳନାରେ ଫ୍ରାନ୍ସ (୧୧ଶ) ର଼୍ୟାଙ୍କିଙ୍ଗ୍‌ରେ ନିମ୍ନରେ ଥିଲେ ହେଁ ଏହି ମ୍ୟାଚରେ...

କୋରିଆକୁ ୭-୨ରେ ହରାଇଲା ଜର୍ମାନୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ହକି ବିଶ୍ୱକପର ଶେଷ ଗ୍ରୁପ୍‌ ମ୍ୟାଚରେ ଶୁକ୍ରବାର ଦକ୍ଷିଣ କୋରିଆକୁ ୭-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ମାତ୍ର ଏହି ବଡ଼ ବିଜୟ ଜର୍ମାନୀକୁ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଦେଇ ପାରିନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri