ଖେଳ

୨୫ ରନ୍‌ରେ ଅଲଆଉଟ୍‌

ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ...

‘ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଓଡ଼ିଶା’

ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ ଆନନ୍ଦିତ ରାଜ୍ୟର ଖେଳାଳି ଓ ସାଧାରଣ ଜନତା। ସମଗ୍ର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ।  ତେଣୁ ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବର...

ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ

ଭୁବନେଶ୍ୱର,୧୬ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌-୨୦୨୩। ବିଶ୍ୱକପ୍‌କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର ଏନ୍ତୁଡ଼ିଶାଳ ରାଉରକେଲାର ବିର୍ସାମୁଣ୍ଡା ଇଣ୍ଟରନ୍ୟାଶନାଲ ହକି ଷ୍ଟାଡିୟମ ମଧ୍ୟ ପ୍ରାୟ ହାଉସ୍‌ଫୁଲ୍‌ ରହିଛି।...

‘ଓଡ଼ିଶାରେ ହକି ଆୟୋଜନ ପ୍ରଶଂସନୀୟ’

ରାଉରକେଲା ଅଫିସ,୧୬।୧: ଓଡ଼ିଶା ବିଶ୍ୱକପ୍‌ ହକିକୁ ଅତି ସୁନ୍ଦର ଭାବେ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଆଜି ବିଶ୍ୱସ୍ତରରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି ବୋଲି...

୮ ବର୍ଷରୁ ହକି ଖେଳିବା ଆରମ୍ଭ କରିଥିଲେ ନିକୋଲସ୍‌

ରାଉରକେଲା ଅଫିସ, ୧୬।୧: ମାତ୍ର ୮ ବର୍ଷ ହୋଇଥିବା ବେଳେ ଇଂଲଣ୍ଡର ଖେଳାଳି ନିକୋଲସ ବାଣ୍ଡୁରକ ହକି ଖେଳ ଆରମ୍ଭ କରିଥିଲେ। ନିକୋଲସଙ୍କ ମା’ ଫିଲ ବାଣ୍ଡୁରକ ଜଣେ ହକି ଖେଳାଳି ହୋଇଥିବାରୁ ସେ ତାଙ୍କ ପୁଅକୁ ହକି ଖେଳିବା...

ୱେଲ୍ସ ଦଳ, ପୁଅକୁ ସମର୍ଥନ ପାଇଁ ରାଉରକେଲାରେ ମା’ବାପା

ରାଉରକେଲା ଅଫିସ,୧୬।୧: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରବିବାର ପ୍ରଥମ ମ୍ୟାଚ୍‌ ସ୍ପେନ ଓ ୱେଲ୍ସ ଦଳ ମଧ୍ୟରେ ଖେଳାଯାଇଥିଲା। ୱେଲ୍ସ ଦଳ ତାର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ରବିବାର ଦ୍ୱିତୀୟ...

ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିମାଚଳ ୮୫ ଓଭର ଖେଳି ୩୦୦...

ଶ୍ରଦ୍ଧାଞ୍ଜଳି ଜାତୀୟ ଚୟନକର୍ତ୍ତା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପାଇଁ ଆସିଛି ଆଉ ଏକ ଗୁରୁଦାୟିତ୍ୱ। ରାଜ୍ୟ ଏବଂ ଜାତୀୟ ସ୍ତରରେ ପୂର୍ବରୁ ଅନେକଥର କୋଚ୍‌, ଜଜ୍‌, ଚୟନକର୍ତ୍ତା ଦାୟିତ୍ୱକୁ ସଫଳତାର ସହ...

ରେକର୍ଡକୁ ନେଇ ହୃଦୟଛୁଆଁ କଥା କହିଲେ କୋହଲି

ଥିରୁଭାନନ୍ତପୁରମ୍‌,୧୬।୧: ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ସିରିଜ ୩-୦ରେ ଜିତିଛି। ଓପନର୍‌ ଶୁଭମାନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଭାରତୀୟ ଦଳ ପାଇଁ ଏକ ଚମତ୍କାର ଶତକୀୟ ଇନିଂସ...

ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍‌ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଡ୍ର ହୋଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ...

ପୁରୁଷ ହକି ବିଶ୍ବକପ: ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ

ରାଉରକେଲା,୧୫।୧: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ବକପର ଏକ ମ୍ୟାଚ୍‌ରେ ସ୍ପେନ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ

ଥିରୁଭାନନ୍ତପୁରମ୍‌,୧୫।୧: ଥିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri