ଖେଳ

୩-୦ ଗୋଲରେ ଜାପାନକୁ ହରାଇଲା ଜର୍ମାନୀ…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଜାପାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ପୁଲ ବି ମ୍ୟାଚରେ ଜର୍ମାନୀ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାଜିତ କରିଛି।...

ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍‌ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ତୁମୁଳକାଣ୍ଡ ଘଟିଛି। ଏସବୁ ମଧ୍ୟରେ ପାକିସ୍ତାନୀ କ୍ରିକେଟର ଶାହାନାଓ୍ବାଜ ଡାହାନୀଙ୍କ ଏକ...

କିଏ ସେହି ସରଫରାଜ, ଯାହାଙ୍କୁ ଟିମ୍‌ ଇଣ୍ଡିଆରେ ଚୟନ କରା ନ ଯିବାକୁ ନେଇ ହେଉଛି ହଙ୍ଗାମା !

ନୂଆଦିଲ୍ଲୀ,୧୪।୧: ଭାରତରେ ଜନ୍ମିତ ନୁହନ୍ତି, ହେଲେ ଆଜି ସେ ଭାରତର ପରିଚୟ ପାଲଟିଛନ୍ତି। ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଗତ ୩ ବର୍ଷ ଧରି ତାଙ୍କ ବ୍ୟାଟ୍‌ ଗର୍ଜୁଛି। କେବଳ ତାଙ୍କର ଗୋଟିଏ ସ୍ବପ୍ନ ରହିଛି,...

୫-୦ ଗୋଲରେ ଦକ୍ଷିଣ କୋରିଆକୂ ହରାଇଲା ବେଲଜିୟମ୍‌…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଦକ୍ଷିଣ କୋରିଆ ଏବଂ ବେଲଜିୟମ୍‌ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଉଭୟ ପକ୍ଷ...

୫୦୮ ରନ୍‌ର ଅପରାଜିତ ଇନିଂସ ଖେଳି ଚର୍ଚ୍ଚାରେ ୟଶ

ନୂଆଦିଲ୍ଲୀ,୧୪।୧: ୧୩ ବର୍ଷ ବୟସରେ କ୍ରିକେଟ ମଇଦାନରେ ଚମକିଛନ୍ତି ୟଶ ଚାଭଡେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୟଶ ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଣ୍ଟର-ସ୍କୁଲ(ଅଣ୍ଡର ୧୪) କ୍ରିକେଟ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୮୧ ଚୌକା ଏବଂ ୧୮ ଛକା...

ମାଲେସିଆକୁ ୪-୦ରେ ପରାଜିତ କଲା ନେଦରଲାଣ୍ଡ…

ରାଉରକେଲା,୧୪।୧: ଶନିବାର ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଶ୍ୱକପର ପୁଲ ସି ମ୍ୟାଚରେ ନେଦରଲାଣ୍ଡ ମାଲେସିଆକୁ ୪-୦ ଗୋଲରେ ପରାଜିତ କରିଛି। ଥିଜ ଭ୍ୟାନ ଡ୍ୟାମ ବିଂଶତମ ମିନିଟରେ ଏକ ଗୋଲ ଦେଇ ଡଚ ଟିମ୍‌ ନେଦରଲାଣ୍ଡକୁ ଆଗୁଆ ରଖିଥିଲେ।...

ଟେଷ୍ଟ ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ; ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ହେଲେ ଶୁକ୍ରବାର ବିସିସିଆଇ ଅଷ୍ଟ୍ରେଲିଆ ସିରିଜ ଲାଗି ଦଳ ଘୋଷଣା କରିଛି। ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଘୋଷଣା କରାଯାଇଥିବା ଟିମ୍‌ରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିଛି। ହେଲେ...

ବିଶ୍ରାମ ନା ବିଦାୟ…ଟି୨୦ ଦଳରୁ ପୁଣି ବାଦ୍‌ ପଡ଼ିଲେ ରୋହିତ-କୋହଲି

ନୂଆଦିଲ୍ଲୀ,୧୪।୧: ବର୍ତ୍ତମାନ ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ଏହାପରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ବାଇଟ୍‌ ବଲ୍‌ ଫର୍ମାଟରେ ସିରିଜ ଖେଳିବ। ବିସିସିଆଇ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ-ଟି୨୦ ସିରିଜ ଲାଗି ଦଳ ଘୋଷଣା...

ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ହରାଇଲା…

ରାଉରକେଲା,୧୪।୧: ହକି ବିଶ୍ୱକପ ୨୦୨୩ ର ପୁଲ ସି ମ୍ୟାଚ ରେ ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ପରାସ୍ତ କରିଛି। ଓଡ଼ିଶାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ସାମ ହେହା ଦୁଇଟି ଗୋଲ ସ୍କୋର...

କଳିଙ୍ଗରେ ହକି କମ୍ପନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି): ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ଦମ୍‌ଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଟମ୍‌ କ୍ରେଗ୍‌ ଓ ଜେରେମି ହଓ୍ବୋର୍ଡଙ୍କ ହ୍ୟାଟ୍ରିକ ଗୋଲ ବଳରେ ଫ୍ରାନ୍ସକୁ ୮-୦...

ବିନ୍ନିଙ୍କ ବିରୋଧରେ ଅଭିଯୋଗ ଖାରଜ

ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର ଭିନିତ୍‌ ସରଣ (ଅବସରପ୍ରାପ୍ତ) ଖାରଜ କରିଦେଇଛନ୍ତି। ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ।...

ହିମାଚଳ ନିକଟରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧୪।୧(ସ୍ପୋଟର୍‌ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍‌ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍‌ସିଙ୍କ ଅପରାଜିତ ଶତକ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri