ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୧: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ବେଦା କୃଷ୍ଣମୂର୍ତ୍ତି ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିବଂଗତ ମା’ଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କର୍ନାଟକ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ହାତ ଧରିଛନ୍ତି। ଏହାପରେ ସୋସିଆଲ ମିଡିଆରେ କିଛି...

ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା,୧୩।୧: ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଦଳ ୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ଭାରତ...

ସନ୍ନ୍ୟାସ ନେଇ ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆନୁଷ୍ଠାନିକ ଭାବେ ବୃତ୍ତିଗତ ଟେନିସରୁ ବିଦାୟ ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହା ଘୋଷଣା କରିଛନ୍ତି। ସାନିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି,...

ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌: ୮-୦ ଗୋଲରେ ଅଷ୍ଟ୍ରେଲିଆର ଦମ୍‌ଦାର ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଫ୍ରାନ୍ସ ଖେଳାଳୀଙ୍କ ଉପରେ ଚାପ ସୃଷ୍ଟି...

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା...

୨ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷର ପୁରସ୍କାର ଘୋଷଣା

ଭୁବନେଶ୍ବର,୧୩।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅମିତ୍‌ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମ୍‌ରେ...

ଇଶାନଙ୍କ ସହ ମନଖୁସିରେ ନାଚିଲେ କୋହଲି

କୋଲକାତା,୧୩।୧: ସେଲିବ୍ରେଶନ ମୁଡ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ ପରେ ସେ ଓପନର୍‌ ଇଶାନ କିଶନଙ୍କ ସହ ନାଚିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନରଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅକ୍‌ଲାଣ୍ଡ,୧୩ା୧: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନର ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଏପରିକି ଦଳରେ ବାମହାତୀ ବୋଲର ବେନ୍‌ ଲିଷ୍ଟର ନୂତନ...

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ...

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଅନ୍ତିମ ଦିନିକିଆ ପୂର୍ବରୁ ବେଙ୍ଗାଲୁରୁ ଫେରିଲେ…

କୋଲକାତା,୧୩।୧: ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରୁଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ ଆଗୁଆ କବ୍ଜା କରିଛି। ଏବେ ଦୁଇ ଟିମ୍‌ ମଧ୍ୟରେ ଅନ୍ତିମ ମୁକାବିଲା...

ପ୍ରଥମ ମ୍ୟାଚ୍‌ ଶେଷ: ଆର୍ଜେଣ୍ଟିନା ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଶେଷ ହୋଇଛି। ଏଥିରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରିଛି।  

ଭାରତୀୟ ଦଳର ‘ସିକ୍ସର କିଙ୍ଗ୍‌’ କିଏ ଜାଣନ୍ତି

କୋଲକାତା,୧୩।୧: ରୋହିତ ଶର୍ମା ‘ହିଟମ୍ୟାନ’ ଭାବରେ ଜଣାଶୁଣା।ସେ ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦୦ରୁ ଅଧିକ ଛକା ମାରିଛନ୍ତି। ବର୍ତ୍ତମାନ ସେ କେବଳ ୱେଷ୍ଟଇଣ୍ଡିଜ ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କଠାରୁ ପଛରେ ଅଛନ୍ତି। କ୍ରିସ ଗେଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri