ଖେଳ

ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ: ରାହୁଲଙ୍କ ଅର୍ଦ୍ଧଶତକ ରଖିଲା ସମ୍ମାନ

କୋଲକାତା,୧୨।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ...

ଶୁକ୍ରବାର ହକି ବିଶ୍ୱକପ୍‌: ସ୍ପେନ୍‌କୁ ଭେଟିବ ଭାରତ

ରାଉଲକେଲା ଅଫିସ,୧୨।୧: ଶୁକ୍ରବାରଠାରୁ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ। ଉପଅଧିନାୟକ ଭାବେ ଭାରତୀୟ ହକି ଟିମ୍‌ରେ ଓଡ଼ିଆ ଖେଳାଳୀ ଅମିତ୍‌ ରୋହିଦାସ ସ୍ଥାନ ପାଇଛନ୍ତି। ତେବେ ହକି ବିଶ୍ୱକପ୍‌ର ପ୍ରଥମ...

ଭାରତକୁ ୨୧୬ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କୋତକାତା,୧୨।୧: ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଭାରତକୁ ୨୧୬ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୩୯.୪ ଓଭରରେ ୨୧୫ ରନରେ ଅଲଆଉଟ୍‌ ହୋଇଛି। ମହମ୍ମଦ ସିରାଜ ୫.୪ ଓଭରରେ ୩୦ ରନ ଦେଇ...

ବାଦ୍‌ ପଡ଼ିଲେ ଚହଲ, ସୂର୍ଯକୁମାର-ଇଶାନଙ୍କୁ ମିଳିଲାନି ସୁଯୋଗ

କୋଲକାତା,୧୨।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଗୁରୁବାର ଇଡେନ୍‌ ଗାଡେନ୍ସ ମଇଦାନରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଏକ ପରିବର୍ତ୍ତନ କରାଯାଇଛି। ଦଳରୁ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ତାଙ୍କ...

ଯେଉଁମାନେ ମୋତେ ଜାଣି ନାହାନ୍ତି, ସେମାନେ ହିଁ ମୋ’ ବିଷୟରେ ଅନେକ କିଛି କହୁଛନ୍ତି: ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୨।୧: ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଜାତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ୨୩ ବର୍ଷୀୟ ପୃଥ୍ବୀ ଶ’। ବୁଧବାର ସେ ମୁମ୍ବାଇ ପକ୍ଷରୁ ୩୭୯ରନ୍‌ର ଇନିଂସ ଖେଳି ସର୍ବାଧିକ ରନ୍‌ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌...

ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଅନଫିଟ୍‌ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଚୟନ ହେବା ପରେ ବୁମ୍‌ରାଙ୍କୁ ସାମିଲ କରାଯାଇଥିଲା। ତେବେ ଏହା ପରେ...

ଟସ୍‌ ଜିତିଲା ଶ୍ରୀଲଙ୍କା

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି କୋଲକତାରେ ଖୋଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର...

ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!

ଭାରତୀୟ କ୍ରିକେଟର୍‌ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହ ଉତ୍ସବ ୩ ଦିନ ଧରି ଚାଲିବ।...

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆଇସିସି ସୁପର ଲିଗର ଏକ ଅଂଶ ଭାବରେ ସଂଯୁକ୍ତ...

ଗୋଡରେ ବଲ୍‌ ବାଜିବାରୁ ରାଗିଗଲେ ଅମ୍ପାୟାର, କଲେ ଏମିତି କାମ

କରାଚି,୧୨।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭୯ ରନ୍‌ରେ ଜିତି ନେଇଛି। ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ରେ ହୋଇଛି। ଏହି ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ...

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୨ା୧(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁଠାରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ରାଜସ୍ଥାନକୁ ୧୨୨ ରନରେ ପରାସ୍ତ କରିବା ସହ ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ ପର୍ଯ୍ୟାୟରେ ଦଳର ଏହା ହେଉଛି...

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

କୋଲକତା,୧୨।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri