ଖେଳ

ଦ୍ୱିତୀୟ ଦିନିକିଆରେ ବି ମିଳି ନ ପାରେ ସୁଯୋଗ !

ନୂଆଦିଲ୍ଲୀ,୧୧।୧: ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ଭାରତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇଥିବାରୁ ଦଳ ଏହାକୁ ଜିତି ସିରିଜ ଉପରେ କବ୍ଜା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏମିତିରେ ଦଳରେ ସେଭଳି କିଛି ପରିବର୍ତ୍ତନ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,...

ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌କୁ ଚାମ୍ପିୟନ୍‌ କରିପାରନ୍ତି ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୧।୧: ହକି ବିଶ୍ୱକପ୍‌ ୨୦୨୩ ଆରମ୍ଭ ଜାନୁୟାରୀ ୧୩ ଶୁକ୍ରବାରଠାରୁ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଭାରତରେ ଖେଳାଯାଉଛି। ଏଣୁ ଭାରତୀୟ ଟିମ୍‌ ପାଖରେ ସ୍ବଦେଶରେ ଦ୍ୱିତୀୟ ଟାଇଟଲ ଜିତିବାର ସୁବର୍ଣ୍ଣ ଅବସର ରହିବ। ଏହାପୂର୍ବରୁ ଭାରତ...

ପ୍ରତିଟି ମ୍ୟାଚ୍‌କୁ ଶେଷ ମ୍ୟାଚ୍‌ ଭାବି ଖେଳୁଛି: କୋହଲି

ଗୁଆହାଟି,୧୧।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ବ୍ରେକ୍‌ରୁ ଫେରି ସେ ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ୮୭ ବଲ୍‌ରେ ବିସ୍ଫୋରକ ୧୧୩ରନ୍‌ର ଇନିଂସ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌...

କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍‌ଘାଟନ କରିଛନ୍ତି। ବଲିଉଡ୍‌ ସୁପରଷ୍ଟାର ରଣବୀର...

ଗୁରୁବାର ଇଡେନ ଗାର୍ଡେନ୍ସରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଏକଦିବସୀୟ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ସିରିଜରେ ଶ୍ରୀଲଙ୍କା ଦଳ ୦-୧ରେ ପଛୁଆ...

ଇତିହାସ ରଚିଲେ ପୃଥ୍ବୀ ଶ’

ମୁମ୍ବାଇ,୧୧।୧: ଭାରତୀୟ କ୍ରିକେଟର୍‌ ପୃଥ୍ବୀ ଶ’ ଯଦିଓ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ଅଛନ୍ତି, କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷ ମ୍ୟାଚରେ ତ୍ରିଶତକ ହାସଲ କରି ଶ’ ଇତିହାସ...

ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଗୁଆହାଟୀ,୧୧।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ...

ବ୍ରୁକ୍‌, ଗାର୍ଡନର ଶ୍ରେଷ୍ଠ ଖେଳାଳି

ଦୁବାଇ, ୧୧ା୧ (ପି.ଟି.): ହ୍ୟାରି ବ୍ରୁକ୍ସ ପ୍ରଥମ ଥର ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହାୟତାରେ ଇଂଲଣ୍ଡ ପାକିସ୍ତାନରେ ଐତିହାସିକ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ସିରିଜ ବିଜୟୀ...

ହୁଗୋଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ

ପ୍ୟାରିସ, ୧୧ା୧(ଏପି): ଫ୍ରାନ୍ସ ଫୁଟ୍‌ବଲ ଦଳର ଅଧିନାୟକ ହୁଗୋ ଲୋରିସ୍‌ଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୩୬ବର୍ଷୀୟ ଗୋଲ୍‌କିପର ନିଜ ଦେଶ ତରଫରୁ ରେକର୍ଡ ୧୪୫ ମ୍ୟାଚ ଖେଳିଛନ୍ତି। ଲୋରିସ ୨୦୧୮ରେ ବିଶ୍ୱକପ୍‌ ଜିତିଥିଲେ। ତାଙ୍କ ଅଧିନାୟକତ୍ୱରେ ଫ୍ରାନ୍ସ ଗତ...

ଶିବପାଲ୍‌ଙ୍କ ବାସନ୍ଦ ଦଣ୍ଡ ୧ ବର୍ଷକୁ ହ୍ରାସ

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡା)ର ଅପିଲ ପ୍ୟାନେଲ ଭାରତର ଟପ୍‌ ଜାଭେଲିନ ଥ୍ରୋୟର ଶିବପାଲ୍‌ ସିଂଙ୍କ ବାସନ୍ଦ ଦଣ୍ଡକୁ ୪ ବର୍ଷରୁ ୧ ବର୍ଷ କମାଇ ଦେଇଛି। ଏଣିକି ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ।...

ପଦାର୍ପଣ କଲେ ମହିଳା ଅମ୍ପାୟର

ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର, ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଜଣେ ପୂର୍ବତନ ଖେଳାଳି ମଙ୍ଗଳବାର ରଚିଛନ୍ତି ଇତିହାସ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri