ଖେଳ

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ରାଜକୋଟ,୮।୧: ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇଂନିସ ଖେଳିଥିଲେ। ସେ ୫୧ ବଲରୁ ଅପରାଜିତ ୧୧୨ ରନ କରିଥିଲେ। ତାଙ୍କ ଇନିଂସ ଯୋଗୁ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୯୧...

ହାର୍ଦ୍ଦିକଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’: ଏହି ୫ ଖେଳାଳି ପାଲଟିଲେ ସିରିଜର ହିରୋ…

ନୂଆଦିଲ୍ଲୀ,୮।୧: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’। ରାଜକୋଟରେ ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲା ବିଜୟ ସହ ୨-୧ରେ ସିରିଜକୁ ଜିତିଛି ଦଳ। ତେବେ ଏହି ସିରିଜରୁ ଅନେକ...

ତୃତୀୟ ଟାଇଟଲ ଲକ୍ଷ୍ୟରେ ଜର୍ମାନୀ

ଭୁବନେଶ୍ୱର,୮ା୧ (ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ଅଂଶଗ୍ରହଣ କରିବା ପାଇଁ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି ଦୁଇ ଦୁଇ ଥର ବିଶ୍ୱ ଚାମ୍ପିୟନ ଜର୍ମାନୀ। ଓଡ଼ିଶାରେ ଖେଳାଯାଇଥିବା ପୂର୍ବ ସଂସ୍କରଣରେ ଜର୍ମାନୀ ୫ମ ସ୍ଥାନରେ...

ରାଉରକେଲାରେ ପହଞ୍ଚିଲା ନ୍ୟୁଜିଲାଣ୍ଡ, ମାଲେସିଆ ହକି ଦଳ

ରାଉରକେଲା ଅଫିସ,୮।୧:ପୁରୁଷ ହକି ବିଶ୍ୱକପ୍‌କୁ ଆଉ ୫ଦିନ ବାକି ଥିବାବେଳେ ରାଉରକେଲାରେ କେବଳ ଭାରତୀୟ ହକି ଦଳର ଖେଳାଳିମାନେ ପହଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଛନ୍ତି। ଶନିବାର ଦୁଇଟି ଚାର୍ଟାଡ୍‌ ପ୍ଲେନ ଯୋଗେ ନ୍ୟୁଜିଲାଣ୍ଡ ଓ ମ୍ୟାଲେସିଆ ଦଳର...

୨୦୨୬ ଯାଏ ବଢ଼ିଲା ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ

ପ୍ୟାରିସ୍‌,୮ା୧: ଫ୍ରାନ୍ସ ଜାତୀୟ ଫୁଟବଲ ଦଳର ମୁଖ୍ୟ କୋଚ ରହିଥିବା ଡିଡିଏର ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ ଶନିବାର ବୃଦ୍ଧି କରାଯାଇଛି। ଆସନ୍ତା ବିଶ୍ୱକପ୍‌ ଯାଏ ଡେଶ୍ଚାମ୍ପଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ନେଇ ଫ୍ରେଞ୍ଚ ଫୁଟବଲ ଫେଡେରେଶନ ପକ୍ଷରୁ କୁହାଯାଇଛି। ୧୯୯୮ରେ ବିଶ୍ୱକପ୍‌...

ଶିବସୁନ୍ଦର ଜାତୀୟ ଦଳର ଚୟନକର୍ତ୍ତା

ଭୁବନେଶ୍ୱର,୮।୧ (ସ୍ପୋଟର୍‌ସ ବ୍ୟୁରୋ): ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ଶନିବାର ୫ ଜଣିଆ ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡ଼ିଶା ଖେଳାଳି ଶିବସୁନ୍ଦର ଦାସଙ୍କୁ ସିନିୟର ଦଳର ଚୟନକର୍ତ୍ତା...

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ ଜିତି...

ତଳେ ପଡ଼ିଗଲେ, ତଥାପି ମାରିଲେ ଛକା

ରାଜକୋଟ,୭।୧: ଫୁଲ୍‌ଟସ୍‌ ବଲ୍‌ ଖେଳିବାକୁ ଯାଇ ତଳେ ପଡ଼ିଗଲେ, ତଥାପି ଛକା ମାରିଲେ କ୍ରିକେଟର। କିଛି ଏଭଳି ଦୃଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟି୨୦ ମୁକାବିଲାରେ ଦେଖିବାକୁ ମିଳିଛି। ଭାରତୀୟ ଇନିଂସର ୧୩ତମ ଓଭରର ଦ୍ୱିତୀୟ...

୪୫ ବଲ୍‌ରେ ଶତକ

ରାଜକୋଟ,୭।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ ଅନ୍ତର୍ଜାତୀୟ ଫର୍ମାଟରେ ସେ ନିଜର ତୃତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ମାତ୍ର ୪୫ ବଲ୍‌ରେ ୮ ଛକା ଏବଂ ୬...

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୨୯ ରନ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ରାଜକୋଟର ସୌରାଷ୍ଟ୍ର...

ଉସମାନଙ୍କ ସହ ସଚିନଙ୍କ ଭଳି ଅନ୍ୟାୟ: ଦ୍ୱିଶତକ ମାରିବା ପୂର୍ବରୁ ଇନିଂସ ଘୋଷଣା କରିଦେଲେ ଅଧିନାୟକ

ସିଡନୀ,୭।୧: କ୍ରିକେଟ ଇତିହାସରେ ୨୦୦୪ ଘଟଣାର ପୁନରାବୃତ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିୟ ଖେଳାଳି ଉସମାନ ଖ୍ବାଜାଙ୍କ ଅନ୍ୟାୟ କରାଯାଇଛି। ସେ ୧୯୫ ରନ୍‌ରେ ଅପରାଜିତ ଥିଲେ ହେଁ ନିଜର ଦ୍ୱିଶତକ ପୂରଣ କରିପାରିବାରୁ ବଞ୍ଚିତ ହୋଇଛନ୍ତି।...

ଟସ ଜିତିଲା ଭାରତ ,ବ୍ୟାଟିଂ ନିଷ୍ପତ୍ତି…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ରାଜକୋଟର ସୌରାଷ୍ଟ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri