ଖେଳ

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ ମିର୍ଜା ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି।...

ବାଦ୍‌ ପଡ଼ିପାରନ୍ତି ଅର୍ଶଦୀପ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ନିର୍ଣ୍ଣାୟକ ମୁକାବିଲା ୭ଜାନୁୟାରୀ, ଶନିବାର ରାଜକୋଟରେ ଖେଳାଯିବ। ସିରିଜରେ ଉଭୟ ଦଳର ସ୍ଥିତି ୧-୧ ଥିବାରୁ ଏହି ମ୍ୟାଚ୍‌ କର ଅଥବା ମର ମ୍ୟାଚ୍‌ ହେବାକୁ...

ପନ୍ତଙ୍କ ହେବ ଲିଗାମେଣ୍ଟ ସର୍ଜରୀ

ନୂଆଦିଲ୍ଲୀ,୬।୧: ଛଅ ଦିନ ପୂର୍ବେ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ପ୍ରଥମେ ଡେରାଡୁନ୍‌ ପରେ ଏବେ ଅଧିକ ଚିକିତ୍ସା ଲାଗି ମୁମ୍ବାଇ ଅଣାଯାଇଛି। ତେବେ ତାଙ୍କର ଲିଗାମେଣ୍ଟ...

ନୋ-ବଲ ପକାଇବା ଅପରାଧ: ହାର୍ଦ୍ଦିକ

ପୁଣେ,୬।୧: ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲାରେ ୧୬ ରନ୍‌ରେ ପରାଜିତ ହୋଇଛି। ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ନୈରାଶ୍ୟଜନକ ବୋଲିଂ ଯୋଗୁ ମ୍ୟାଚ୍‌ ଭାରତ ହାତରୁ ଚାଲି ଯାଇଥିବା କୁହାଯାଉଛି।...

କୋହଲି-ରୋହିତଙ୍କ ପାଇଁ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ? କୋଚ୍‌ ଦ୍ରାବିଡଙ୍କ ବଡ଼ ସଙ୍କେତ…

ପୁଣେ,୬।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଲାଗି ଏବେ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ ହେଉଥିବା ନଜର ଆସୁଛି। ଗତ ବର୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ...

ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା, କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ ୧-୧, ବରାବର ସ୍ଥିତିରେ ରହିଛି। ଏଣୁ ଶନିବାର ରାଜକୋଟରେ ଖେଳାଯିବାକୁ ଥିବା ଅନ୍ତିମ ଟି୨୦ ନିର୍ଣ୍ଣାୟକ ହେବ। ପୂର୍ବ...

ପ୍ରସିଦ୍ଧ ପେନାଲ୍‌ଟି କର୍ନର ଓ ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ

ଗତ ଡିସେମ୍ବର ୧୬ ତାରିଖରେ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ଖ୍ୟାତିସମ୍ପନ୍ନ ହକି କୋଚ୍‌ ଏବଂ କ୍ରୀଡ଼ା ବିଜ୍ଞାନୀ ଡ. ଜାସୁ ଜୋସେଫଙ୍କର ଇଂଲିଶ ପୁସ୍ତକ ”ସିଜିଙ୍ଗ ଦି ଅପର୍ଚୁନିଟି“ (ହକି...

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି ସହର ଭୁବନେଶ୍ୱର ଏବଂ ରାଉରକେଲାରେ ୨୯ ତାରିଖ ପର୍ଯ୍ୟନ୍ତ ହେବ ଏହି ମେଗା...

ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ ଏୟାର ଲିପ୍ଟ କରାଯାଇ ମୁମ୍ବାଇ ଲିଗାମେଣ୍ଟ ସର୍ଜରି ପାଇଁ ସିପ୍ଟ କରାଯାଇଛି ।...

କାମ ଦେଲାନି ସୂର୍ଯ୍ୟକୁମାର, ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ

ପୁଣେ,୫ା୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ବିଜୟ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା କୁଶାଲ ମେଣ୍ଡିସ୍‌ ୫୨ ଓ ଦାଶୁନ...

ଭାରତ ଆଗରେ ୨୦୭ ରନ୍‌ର ଟାର୍ଗେଟ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା। ଶ୍ରୀଲଙ୍କାର...

ବିଶ୍ୱକପ୍‌ରୁ ବାଦ୍‌ ପଡିପାରନ୍ତି ପନ୍ତ

ନୂଆଦିଲ୍ଲୀ,୫।୧: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପନ୍ତଙ୍କ ଏହି ଦୁର୍ଘଟଣା ପରେ ସେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri