ଖେଳ

ଆଇପିଏଲ୍‌ର ଏହି ଟିମ୍‌ ସହ କାମ କରିବେ ମନ୍ଦିରା

ନୂଆଦିଲ୍ଲୀ,୪।୧: ସର୍ବଦା ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଆସିଛି ରାଜସ୍ଥାନ ରୟାଲ୍ସ ଟିମ୍‌। ଏବେ ଫ୍ରାଞ୍ଚାଇଜ୍‌ ନୂଆ ପ୍ରତିଭା ଖୋଜିବା ଲାଗି ଏକ ଶୋ’ ଆଣିବାକୁ ଯାଉଛି। ଏଥିରେ ଦେଶର ଭିନ୍ନ ଭିନ୍ନ ସହରର ଖେଳାଳିମାନଙ୍କୁ ବଛାଯିବ। ତେବେ ଏହି ଶୋ’କୁ...

ଦ୍ୱିତୀୟ ଟି୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୪।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପୁଣେରେ ଗୁରୁବାର ଖେଳାଯିବ। ଏହାପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ସଞ୍ଜୁ ସାମସନ୍‌ ଆହତ ହୋଇଥିବାରୁ ସେ ଏହି ମ୍ୟାଚ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଇଛି। ରିପୋର୍ଟ ମୁତାବକ, ସାମସନ୍‌ଙ୍କ...

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେବେ। ୩୦ ଡିସେମ୍ବର ସକାଳେ ଏକ...

ବର୍ଷକୁ ଏତିକି ଟଙ୍କା ରୋଜଗାର କରିବେ ରୋନାଲ୍ଡୋ, ଭାରତର ସବୁଠୁ ମହଙ୍ଗା ଖେଳାଳିଙ୍କୁ ସେତିକି ଟଙ୍କା ରୋଜଗାର କରିବାକୁ ଲାଗିଯିବ ୧୫୦ ବର୍ଷ

ନୂଆଦିଲ୍ଲୀ,୪।୧: ଦୁନିଆର ସବୁଠାରୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ରୋଜଗାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରୋନାଲ୍ଡୋ ୟୁରୋପର ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ ଛାଡି ସାଉଦି ଆରବର ଫୁଟବଲ କ୍ଲବ ଅଲ ନସରରେ ଯୋଗ...

‘ଏବେଠୁ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜ,ନଚେତ…’ ଭାରତୀୟ ଟିମକୁ ଗମ୍ଭୀରଙ୍କ ଚେତାବନୀ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌। ଏହାକୁ ନେଇ ଭାରତୀୟ ଟିମ୍‌କୁ ଚେତାଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଦଳକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜିବାର ବହୁତ ଆବଶ୍ୟକତା ରହିଛି। ଯଦି ସେ ପୁଣିଥରେ ଆହତ...

‘୬ ବର୍ଷ ହେବ ଏହି ମୁହୂର୍ତ୍ତକୁ କରିଥିଲି ଅପେକ୍ଷା’

ମୁମ୍ବାଇ,୪।୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦ୍ରୁତ ବୋଲର ଶିବମ ମାଭି ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୨ ରନ ଦେଇ ଚାରିଟି ଉଇକେଟ ନେଇଥିଲେ। ଏହି ଡ୍ରିମ୍‌ ଡେବ୍ୟୁ...

ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ ଏହି ଦମ୍ପତି ନିମ କରୋଲି ଆଶ୍ରମ ପହଞ୍ଚି ବାବାଙ୍କ ଆଶୀର୍ବାଦ ନେଇଛନ୍ତି। ବାବା...

ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଲେ ଉମରାନ୍‌

ମୁମ୍ବାଇ,୪।୧: ଭାରତ ବିଜୟର ସହ ବର୍ଷ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୨ ରନରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଶ୍ରୀଲଙ୍କା ଦଳ ୧୬୨ ରନ ଲକ୍ଷ୍ୟ...

ରିଷଭ ପନ୍ତକୁ କରାଯିବ ମୁମ୍ବାଇ ସ୍ଥାନାନ୍ତର

ମୁମ୍ବାଇ,୪।୧: ଡିସେମ୍ବର ୩୦ରେ ଏକ କାର ଦୁର୍ଘଟଣାରେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ପନ୍ତକୁ ମୁମ୍ବାଇ ସ୍ଥାନାନ୍ତର...

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ଖେଳାଳି ଭାବରେ ସେ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଓଭରରେ ହାଟ୍ରିକ...

ନେକ୍ରୋପୋଲ ଏକୁମେନ୍ସିଆରେ ପେଲେଙ୍କ ଶେଷକୃତ୍ୟ

ସାଣ୍ଟୋସ, ୪।୧(ପି.ଟି.): ବିଶ୍ୱ ଫୁଟବଲର ଯାଦୁକର ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମଙ୍ଗଳବାର ସମ୍ପନ୍ନ ହୋଇଛି। ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିବା ବେଳେ ବ୍ରାଜିଲରେ ଲାଗିରହିଥିଲା ଶୋକରଛାୟା। ଲକ୍ଷାଧିକ ପ୍ରଶଂସକଙ୍କ ଭିଡ ମଧ୍ୟରେ ପେଲେଙ୍କ ମରଶରୀର ଭିଲା ବେଲ୍‌ମିରୋ...

ଭାରତୀୟ ଦିନିକିଆ ଦଳରେ ବୁମ୍‌ରା ସାମିଲ

ମୁମ୍ବାଇ, ୪।୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ମଙ୍ଗଳବାର ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୦ରୁ ଆରମ୍ଭ ହେବାକୁଥିବା ଏହି ସିରିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri