ଖେଳ

ଓଡ଼ିଶା ବାଳିକା ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ ପରେ ବାଳିକା ଦଳକୁ ଏହି ସଫଳତା ମିଳିଛି। ସେମିଫାଇନାଲରେ କୋହ୍ଲାପୁରକୁ ହରାଇଥିବା ଓଡ଼ିଶା...

ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ ଚାମ୍ପିୟନ

ଟାଙ୍ଗୀ (ଖୋର୍ଦ୍ଧା),୩୧ା୧୨ (ଡି.ଏନ୍‌.ଏ.): ମହାବୀର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ କୁହୁଡ଼ି ଜନତା ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୬୩ତମ ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ...

ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ୯୦କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ପ୍ରଥମ...

ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ସିକିମକୁ ପରାସ୍ତ କରିଛି। କ୍ୟାପିଟାଲ ଫୁଟବଲ ଆରୋନାରେ...

ପନ୍ତଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ଫୋନ୍‌ ବାର୍ତ୍ତାଳାପରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ...

୩ ବିବାହ କରିଥିଲେ ପେଲେ, ରହିଛନ୍ତି ୭ ସନ୍ତାନ; କିଛି ଏଭଳି ଥିଲା ମହାନ ଫୁଟବଲରଙ୍କ ବ୍ୟକ୍ତିଗତ ଜୀବନ

ସାଓପାଓଲା,୩୦।୧୨: ବ୍ରାଜିଲର ମହାନ ଫୁଟବଲର ରାଜା ପେଲେଙ୍କ ୮୨ ବର୍ଷରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲେ ହେଁ ପେଲେଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ତାଙ୍କର...

ଜନ୍ମ ସହର ସାଣ୍ଟୋସରେ ହେବ ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା

ସାଓପାଉଲୋ,୩୦।୧୨: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଯେଉଁଠାରେ ସେ ତାଙ୍କ କ୍ୟାରିୟର ୩ଟିି ଶ୍ରେଷ୍ଠ ମ୍ୟାଚ ଖେଳିଛନ୍ତି। ବ୍ରାଜିଲରେ ପେଲେ ସାଣ୍ଟୋସ କ୍ଲବରେ ଖେଳିଥିଲେ। ଏହାକୁ ଦୃଷ୍ଟିରୁ ରଖି ସାଓପାଉଲୋ ଉପକଣ୍ଠସ୍ଥ ଭିଲା ବେଲ୍‌ମିରୋ ଷ୍ଟାଡିୟମରେ...

ବାମଣ୍ଡା କପ୍‌: କଟକକୁ ହରାଇ ଝାରସୁଗୁଡ଼ା ଫାଇନାଲରେ

ଦେବଗଡ଼,୩୦।୧୨:(ଡି.ଏନ୍‌.ଏ.): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଳିଥିବା ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ପ୍ରୋଗ୍ରେସିଭ ଝାରସୁଗୁଡ଼ା ଏବଂ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଝାରସୁଗୁଡ଼ା ଦଳ କଟକକୁ ୭୦ ରନ୍‌ରେ ପରାସ୍ତ କରି...

ସାମ୍ନାକୁ ଆସିଲା ଦୁର୍ଘଟଣାର ଲୋମଟାଙ୍କୁରା ଭିଡିଓ, ରାସ୍ତାରେ ଫୁଙ୍ଗୁଳା ହୋଇ ପଡ଼ିଛନ୍ତି ପନ୍ତ…

ନୂଆଦିଲ୍ଲୀ,୩୦।୧୨: କାର୍‌ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଶୁକ୍ରବାର ସକାଳ ୫.୩୦ରେ ତାଙ୍କ ଗାଡ଼ିଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡିଭାଇଡରରେ ପିଟିହୋଇ ହୁତୁ ହୁତୁ ହୋଇ ଜଳି...

ପନ୍ତଙ୍କୁ ନେଇ ଚିନ୍ତାରେ କ୍ରିକେଟଜଗତ: ସଚିନ-ସେହ୍ବାଗ-ବିରାଟ ଲେଖିଲେ…

ନୂଆଦିଲ୍ଲୀ,୩୦।୧୨: ଭାରତର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମସ୍ତେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଆରୋଗ୍ୟ ହେବାର କାମନା...

ପନ୍ତଙ୍କୁ ନେଇ ବିସିସିଆଇ ଜାରି କଲା ବିିଜ୍ଞପ୍ତି

ମୁମ୍ବାଇ,୩୦।୧୨: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ନିଜ ସହର ରୁର୍‌କି ଯାଉଥିବା ପନ୍ତଙ୍କ କାର ସକାଳ ୫.୩୦ରେ ଡିଭାଇଡରକୁ ଧକ୍କା ଦେଇଥିଲା।...

ପନ୍ତଙ୍କ ଲାଗି ଦେବଦୂତ ସାଜିଥିଲେ ଏହି ବସ୍‌ ଡ୍ରାଇଭର: ଜଳନ୍ତା ଗାଡ଼ି ନିକଟରୁ ଦୂରକୁ ନେଇଥିଲେ, ଚାଦର ଢ଼ାଙ୍କି…

ନୂଆଦିଲ୍ଲୀ,୩୦।୧୨: କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଶୁକ୍ରବାର ବଡ଼ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କର ମୁଣ୍ଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ସେହିଭଳ ପିଠିରେ ଏବଂ ଗୋଡର କିଛି ଅଂଶରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ପନ୍ତଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri