ଖେଳ

ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଧାମି ସରକାର

ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର...

ଏହି କାରଣରୁ ଦୁର୍ଘଟଣାର ଶିକାର ହେଲେ ରିଷଭ ପନ୍ତ

ଡେରାଡୁନ,୩୦।୧୨: ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର ରିଷଭ ପନ୍ତ ଶୁକ୍ରବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଦିଲ୍ଲୀରୁ ନିଜ ଘର ରୁର୍‌କୀ ଯାଉଥିବା ସମୟରେ ତାଙ୍କ କାର୍‌ ଏକ ଡିଭାଇଡର୍‌ରେ ପିଟି ହୋଇଯାଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର...

ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ତାଙ୍କ ମୁଣ୍ଡ ଏବଂ ଗୋଡରେ ଆଘାତ ଲାଗିଛି। ଋଷଭଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ପେଲେଙ୍କ ପରଲୋକରେ ଫୁଟ୍‌ବଲ ଜଗତ ସ୍ତବ୍ଧ

ବ୍ରାସିଲା,୩୦।୧୨: କିମ୍ବଦନ୍ତୀ ବ୍ରାଜିଲର ଫୁଟବଲର୍‌ ପେଲେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ଝିଅ କେଲି ନାସିମେଣ୍ଟୋ ଇନଷ୍ଟାଗ୍ରାମରେ ନିଶ୍ଚିତ କରିଛନ୍ତି। ପେଲେ କ୍ୟାନ୍‌ସର ସହିତ ଲଢୁଥିଲେ। ନିକଟରେ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ପେଲେଙ୍କ ମହାପ୍ରସ୍ଥାନ

ସାଓପାଓଲୋ,୩୦ା୧୨(ପି.ଟି.):ବ୍ରାଜିଲ ଫୁଟବଲର ରାଜା ପେଲେଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ବିଶ୍ୱର ସେ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପରିଗଣିତ ହେଉଥିଲେ। ୩ ଥର ଫୁଟ୍‌ବଲ ବିଶ୍ୱକପ୍‌ ଜିତିବା ରେକର୍ଡ ତାଙ୍କ...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ ସରକାର ମହିଳାମାନଙ୍କ ପାଇଁ ହିଜାବ ପରିଧାନକୁ ବାଧ୍ୟତାମୂଳକ କରିଥିବା ବେଳେ ସାରା ଏହାକୁ...

ବାମଣ୍ଡା କପ୍‌: ବ୍ରହ୍ମପୁରକୁ ପରାସ୍ତ କରି ସେମିରେ କଟକ

ଦେବଗଡ଼,୨୯।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ବ୍ରହ୍ମପୁରକୁ ପରାସ୍ତ କରି କଟକ ବିଜୟୀ ହୋଇଛି। ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ବନାମ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ ହୋଇଥିଲା।...

ଟି-୨୦ ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୯।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ ବାର୍ଷିକ ପୁରସ୍କାର ପାଇଁ ଖେଳାଳିଙ୍କ ନାମ ତାଲିକାଭୁକ୍ତ କରିଛି। ଟି-୨୦ ସର୍ଟଲିଷ୍ଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ତିନି ଖେଳାଳିଙ୍କୁ ମଧ୍ୟ ସର୍ଟଲିଷ୍ଟ କରାଯାଇଛି।...

ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର

ମୁମ୍ବାଇ,୨୯।୧୨: ଚଳିତ ବର୍ଷ ଟି-୨୦ରେ ଭାରତ ପାଇଁ ଚମତ୍କାର କରିଥିବା ସୂର୍ଯ୍ୟକୁମାର ଯାଦବ ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ବର୍ତ୍ତମାନ ସେ ଏକ ନୂତନ ଦାୟିତ୍ୱ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ...

ଦକ୍ଷିଣ ଆଫ୍ରିକା ହାରିଲା, ଭାରତକୁ ଫାଇଦା

ନୂଆଦିଲ୍ଲୀ,୨୯।୧୨:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ଦଳ କ୍ରମାଗତ ଦ୍ୱିତୀୟ ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ହରାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାର ଦାବି ଦୁର୍ବଳ ହୋଇଛି। ଏହି ବିଜୟ...

ମେଲବୋର୍ନରେ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେବା ନେଇ ଚର୍ଚ୍ଚା, ଭିକ୍ଟୋରିଆ ସରକାରଙ୍କ ଉଦ୍ୟମ…

ମେଲବୋର୍ନ,୨୯।୧୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର ଦୀର୍ଘତମ ଫର୍ମାଟରେ, ଏହି ଦୁଇ ଦଳ ଶେଷ ଥର ପାଇଁ ୨୦୦୭ ରେ ମୁହାଁମୁହିଁ...

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍‌, ନ୍ୟୁଜିଲାଣ୍ଡର ଫିନ୍‌ ଆଲେଡ୍‌ ଏବଂ ଆଫଗାନିସ୍ତାନର ଇବ୍ରାହିମ୍‌ ଜାଦ୍ରାନଙ୍କ ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri