ଖେଳ

ହକି ବିଶ୍ୱକପ୍‌କୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ, ସାଦରରେ ଗ୍ରହଣ କଲେ ଶିବରାଜ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ ଆୟୋଜନ କରୁଥିବାରୁ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ...

୧୭ଜଣ ପିସିବି ଅଫିସକୁ ପଶି ଆସିଲେ, ଜିନିଷପତ୍ର ବି ନେବାକୁ ଦେଲେନି: ରମିଜ

ଇସଲାମାବାଦ,୨୭।୧୨: ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ପଦରୁ ରମିଜ ରାଜାଙ୍କୁ ହଟାଯାଇ ନଜମ ସେଠୀଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ଚୟନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏସବୁ ପରିବର୍ତ୍ତନ...

ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୧୨: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି -୨୦ ଅନ୍ତର୍ଜାତୀୟ ଅଧିନାୟକ ଫରହାନ୍‌ ବେହେରଡିଏନ୍‌ ମଙ୍ଗଳବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ଅବସର ନେବାକୁ ତାଙ୍କ...

ଇତିହାସ ରଚିଲେ ଓ୍ବାର୍ନର

ମେଲବୋର୍ନ,୨୭।୧୨:ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ନର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ୱାର୍ନର ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି। ସେ ତାଙ୍କ ଇନିଂସରେ ୨୫୪ ବଲରେ ୨୦୦ ରନ କରିଥିଲେ। ଏହି...

୧୦୦ତମ ଟେଷ୍ଟରେ ଖାସ୍‌ ଉପଲବ୍ଧି ହାସଲ କଲେ ଓ୍ବାର୍ନର

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ଏକ ବିଶେଷ ସଫଳତା ହାସଲ କରିଛନ୍ତି। ସେ ନିଜର ୧୦୦ତମ ଟେଷ୍ଟରେ ଏକ ଶତକ ହାସଲ କରିଛନ୍ତି। ସେ ଏହା କରିବାରେ...

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର...

‘ଦ୍ୱିତୀୟ ବୁଷ୍ଟର ଡୋଜ୍‌ ପାଇଁ ଦିଆଯାଉ ଅନୁମତି’

ନୂଆଦିଲ୍ଲୀ,୨୭।୧୨:କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ପ୍ରତିନିଧୀ, ବରିଷ୍ଠ ଡାକ୍ତର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କୋଭିଡଙ୍କ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ବିଶେଷ କରି ଚାଇନା, ଜାପାନ,...

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ନ,୨୭ା୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ପୁଣି ଥରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ। ପେସ୍‌ ବୋଲର କାମେରନ୍‌ ଗ୍ରୀନ୍‌ଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ସାଉଥ୍‌ ଆଫ୍ରିକା ୧୮୯ ରନ୍‌ରେ ଅଲଆଉଟ ହୋଇଥିବା ବେଳେ...

ଓ୍ବର୍ନଙ୍କ ନାମରେ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର

ମେଲବୋର୍ନ, ୨୭ା୧୨: କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବର୍ନଙ୍କୁ ସମ୍ମାନିତ କରିବାକୁ ଯାଇ ଏଣିକି ତାଙ୍କ ନାମରେ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦିଆଯିବ। ଦେଶର କ୍ରିକେଟ ବୋର୍ଡ ସୋମବାର ଏହା ଘୋଷଣା କରିଛି। ଶେନ୍‌...

ବାବରଙ୍କ ଶତକ: ପାକିସ୍ତାନ ୩୧୭/୫

କରାଚୀ, ୨୭ା୧୨: ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ଶୁଷ୍କ ଓ ଧିମା...

ପଣ୍ଡିଚେରୀକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ୍‌ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ୫-୦ ଗୋଲ୍‌ରେ ପଣ୍ଡିଚେରୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍‌ରେ ଦୀନବନ୍ଧୁ ଦାସଙ୍କ...

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌। ଗୋଲ ବରଣ କରିବା ପରେ ସେହି କ୍ଷଣରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri