ଭୁବନେଶ୍ୱର,୨୬ା୧୨(ସ୍ପୋଟର୍ସ ବ୍ୟୁରୋ): ପ୍ରଥମ ପ୍ରସନ୍ନ କୁମାର ମଲ୍ଲିକ ଶିଶୁ ସ୍ମୃତି ଚେସ୍ ଚାମ୍ପିୟନଶିପ୍ରେ ବିଭିନ୍ନ ବୟସ ବର୍ଗରେ ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ୭ ବର୍ଷରୁ କମ୍ ବୟସ ବର୍ଗରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଦିତି...
ଅନୁଗୋଳ ଅଫିସ, ୨୬ା୧୨ : ଅନୁଗୋଳ ଜିଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଅନୁଗୋଳ କ୍ରିକେଟ୍ କ୍ଲବକୁ ହରାଇ କଟକର ୟୁନିୟନ ସ୍ପୋର୍ଟିଂ...
ଭୁବନେଶ୍ୱର,୨୬ା୧୨(ସ୍ପୋଟର୍ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍କୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସମଗ୍ର ବିଶ୍ୱର ନଜର ଏହି ଟୁର୍ନାମେଣ୍ଟ ଉପରେ ରହିଛି। ବିଶ୍ୱର ୧୬ଟି...
Archives
Model This Week
ପିଲାଙ୍କ ଧରିତ୍ରୀ