ଖେଳ

‘ଓଡ଼ିଶା ହକିର ହବ୍‌ ବୋଲି ଦେଖାଇବାକୁ ପଡ଼ିବ’

ଭୁବନେଶ୍ୱର,୨୬।୧୨(କ୍ରୀଡ଼ା ପ୍ରତିନିଧି): ପୁରୁଷ ବିଶ୍ୱକପ୍‌ ହକି ଟ୍ରଫି ରବିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‌ ପରିସରରେ ପହଞ୍ଚିଥିଲା। କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‌ ଓ କିସ୍‌ର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଟ୍ରଫିକୁ କିଟ୍‌...

ହକି ଟ୍ରଫିକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଉତ୍କଣ୍ଠା ବଢ଼ିଛି। ନୂଆ ରୂପରେ ସଜେଇ ହେଉଛି ଉଭୟ ସହର। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭ୍ରମଣ କରିବା ପରେ ବିଶ୍ୱକପ୍‌ ଟ୍ରଫି ରବିବାର ଭୁବନେଶ୍ୱରରେ...

ବାମଣ୍ଡା କପ୍‌: କଟକକୁ ହରାଇ ସେମିରେ ସମ୍ବଲପୁର

ଦେବଗଡ଼,୨୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ କଟକକୁ ହରାଇ ସମ୍ବଲପୁର ବିଜୟୀ ହୋଇଛି। କଟକ ରାଜିଜିଂ ଷ୍ଟୁଡେଣ୍ଟ ବନାମ ସମ୍ବଲପୁର ଆଭାର ଟାଇଗର ମଧ୍ୟରେ ଖେଳ ହୋଇଥିଲା। ଏଥିରେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍‌ରେ ପହଞ୍ଚିବା ଭାରତ ପାଇଁ ନୁହେଁ ସହଜ: ଜାଣନ୍ତୁ କ’ଣ ରହିଛି ସମୀକରଣ

ଢାକା,୨୫।୧୨: ଭାରତ ବାଂଲାଦେଶକୁ ତିନି ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଆହୁରି ଦୃଢ କରିଛି। ଭାରତ...

ବାଂଲାଦେଶ ମୁହଁରୁ ବିଜୟ ଛଡାଇ ଆଣି ଭାରତ କଲା ଏମିତି ରେକର୍ଡ

ଢାକା,୨୫।୧୨: ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ଜିତି ନେଇଛି। ଏହି ମ୍ୟାଚରେ, ଆର ଅଶ୍ୱିନ ଏବଂ ଶ୍ରେୟସ ଆୟରଙ୍କ ଦମ୍‌ଦାର ଇନିଂସ ଯୋଗୁ ଟିମ ଇଣ୍ଡିଆ ବାଂଲାଦେଶର...

ବିଶ୍ୱ ରେକର୍ଡ ହାସଲ କଲେ ଅଶ୍ୱିନ-ଆୟର ଯୋଡି

ଢାକା,୨୫।୧୨: ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଭାରତ ପାଇଁ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ବିଜୟର ହିରୋ ଥିଲେ। ଉଭୟ ଏହି ମ୍ୟାଚରେ ୭୧ ରନର...

ମହାନ ଫୁଟବଲର୍‌ ପେଲେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବ୍ରାସିଲା,୨୫।୧୨: କ୍ୟାନ୍‌ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଦେଖି ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପେଲେଙ୍କ...

ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…

ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା। ସପ୍ତମ ୱିକେଟ...

ଓଡ଼ିଶାର ଆଧିପତ୍ୟ ଜାରି

ଭୁବନେଶ୍ୱର, ୨୫ା୧୨: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚାଲିଥିବା ଅଲ୍‌ ଇଣ୍ଡିଆ ଓପନ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଧାନ୍ୟ ଅବ୍ୟାହତ ରହିଛି। ୧୧ବର୍ଷ ମହିଳା କାଟା ପୁଲ୍‌ରେ ଗୁଜରାଟର ବଂଶୀ ପଟେଲ ଏକ ସ୍ବର୍ଣ୍ଣ ପଦକ ଶନିବାର ଫଇସଲା...

ପୁଣି ପାକିସ୍ତାନ କ୍ରିକେଟକୁ ଫେରିଲେ ଆଫ୍ରିଦି, ମିଳିଲା ଏହି ଗୁରୁ ଦାୟିତ୍ୱ

ଇସଲାମାବାଦ,୨୪।୧୨: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶନିବାର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ତାଙ୍କୁ ଜାତୀୟ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶାହିଦ ଏହି ୪ ଜଣିଆ କମିଟିର ନେତୃତ୍ୱ ନେବେ। ଆଫ୍ରିଦିଙ୍କ...

ଆଉଟ୍‌ ହେବା ପରେ ଖୁସି ମନାଇଲେ ବାଲାଂଦେଶ ଖେଳାଳି, ରାଗରେ ନିଆଁବାଣ ହେଲେ କୋହଲି…

ଢାକା,୨୪।୧୨: ପୁଣି ରାଗରେ ନିଆଁବାଣ ହୋଇଛନ୍ତି ବିରାଟ କୋହଲି। ବାଲାଂଦେଶ ବିପକ୍ଷରେ ଜାରି ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏଭଳି ରୂପ ଦେଖିବାକୁ ମିିଳିଛି। ଆଉଟ୍‌ ହେବା ସମୟରେ ସେ ବାଲାଂଦେଶର ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି...

ରୋମାଞ୍ଚକର ସ୍ଥିତିରେ ଢାକା ଟେଷ୍ଟ: ୫୦ ନପୂରୁଣୁ ୪ ଉଇକେଟ ହରାଇଲା ଭାରତ

ଢାକା,୨୪।୧୨: ରେମାଞ୍ଚକର ସ୍ଥିତିରେ ପହଞ୍ଚିଛି ଢାକା ଟେଷ୍ଟ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ଲାଗି ୧୪୫ ରନ୍‌ର ଟାର୍ଗେଟ ମିଳିଛି। ତେବେ ଶନିବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୪ ଉଇକେଟ ହରାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri