ଖେଳ

ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍‌ ନିଲାମି ପରେ ହେଲେ କୋଟିପତି…

ଶ୍ରୀନଗର,୨୪।୧୨: ଆଇପିଏଲ୍‌ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା।...

ନିଲାମ ପୂର୍ବଦିନ ରାତିରେ ଶୋଇପାରି ନ ଥିଲି: ସାମ୍‌ କୁରାନ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୩ ଲାଗି ଶୁକ୍ରବାର ଅନୁଷ୍ଠିତ ମିନି ଅକ୍ସନରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ ଇଂଲଣ୍ଡର ସାମ୍‌ କୁରାନ୍‌। ଅନେକ ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଁ ପଞ୍ଜାବ କିଙ୍ଗ୍ସ ତାଙ୍କୁ...

ବାଂଲାଦେଶ ୨୩୧ରେ ଅଲ୍‌ଆଉଟ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ଢାକା,୨୪।୧୨: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟର ଶନିବାର ତୃତୀୟ ଦିନରେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ପ୍ରଥମ ଇନିଂସରେ ୮୭ ରନ୍‌ର ଆଗୁଆ ଥିବା ଭାରତ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଛି...

ଓଡ଼ିଶା ରଣଜୀ ଦଳରେ ୪ ପରିବର୍ତ୍ତନ

ଭୁବନେଶ୍ୱର,୨୪।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରଣଜୀ ଟ୍ରଫି ଦଳର ଆରମ୍ଭ ଭଲ ହୋଇନାହିଁ। ବରୋଦା ବିପକ୍ଷରେ ଦଳ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିବାବେଳେ ଉତ୍ତରାଖଣ୍ଡ ନିକଟରୁ ଇନିଂସ ପରାଜୟ ବରଣ କରିଛି। ଫଳସ୍ବରୂପ ପରବର୍ତ୍ତୀ ୨ଟି ମ୍ୟାଚ...

କ୍ରୀଡ଼ାର ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ: ପଙ୍କଜ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ଫାଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଅନ୍ତର୍ଜାତୀୟ...

ଶେଫ୍‌ଙ୍କ ଅନଧିକାର ପ୍ରବେଶ: ଫିଫାର ସମୀକ୍ଷା

ଜୁରିଚ୍‌, ୨୪।୧୨(ଏପି): କାତାର ବିଶ୍ୱକପ୍‌ ବେଳେ ଜଣେ ଶେଫ୍‌ (ରୋଷେୟା)ଙ୍କ ‘ଅନଧିକାର ପ୍ରବେଶ’କୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)। ଶେଫ୍‌ ଜଣକ ସଲ୍‌ଟ ବେ’ ନାମରେ ପରିଚିତ। ଜଣେ ସେଲିବ୍ରିଟି...

ବିଶ୍ୱକପ ଦଳ ଘୋଷଣା କଲା ହକି ଇଣ୍ଡିଆ: ହରମନ୍‌ପ୍ରୀତଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୩ା୧୨: ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ହକି ବିଶ୍ୱକପ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟ ପାଇଁ ହରମନ୍‌ପ୍ରୀତ୍‌ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା...

ରୁଟ୍‌-ହାସନ-ମେଣ୍ଡିସ୍‌ ଭଳି ଖେଳାଳିଙ୍କୁ ମିଳିଲେନି କ୍ରେତା, ଜାଣନ୍ତୁ ଆଉ କିଏ ରହିଲେ ‘ଅନ୍‌ସୋଲ୍ଡ’

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୩ ର ମିନି ଅକ୍ସନ(ନିଲାମି) ଜାରି ରହିଛି। କେରଳର କୋଚିରେ ଚାଲିଥିବା ଏହି ମିନି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ମୂଲ୍ୟ ନିର୍ଦ୍ଧାରଣ ହେଉଛି। ଏସବୁ ମଧ୍ୟରେ ଇଂଲଣ୍ଡର ସାମ୍‌ କୁରାନ ସବୁଠାରୁ ମହଙ୍ଗା ଖେଳାଳି...

ଆଇପିଏଲ୍‌ ନିଲାମି: କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍‌, ଦେଖନ୍ତୁ ପୁରା ତାଲିକା…

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ମିନି ଅକ୍ସନ(ନିଲାମି) ଏଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ଦାମ୍‌ ଲଗାଉଛନ୍ତି ସମସ୍ତ ୧୦ ଫ୍ରାଞ୍ଚାଇଜ୍‌। ବିଶେଷକରି ବିଦେଶୀ ଖେଳାଳିଙ୍କ ଉପରେ ମୋଟା ଅଙ୍କର ମୂଲ୍ୟ ଲାଗୁଥିବା ବେଳେ କିଛି...

ମାତ୍ର ୫୦ ଲକ୍ଷରେ ବିକ୍ରି ହେଲେ ରାହାନେ

କୋଚି,୨୩।୧୨: ଅଷ୍ଟ୍ରେଲିଆରେ ଭାରତକୁ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ଭେଟି ଦେଇଥିବା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁକ୍ରବାର ଚାଲିଥିବା ମିନି ଅକ୍ସନରେ ଚେନ୍ନାଇ ମାତ୍ର ୫୦ ଲକ୍ଷ ମୂଲ୍ୟରେ ତାଙ୍କୁ ଦଳରେ ସାମିଲ କରିଛି।...

ଷ୍ଟୋକ୍ସଙ୍କୁ ଚେନ୍ନାଇ, କାମେରନ୍‌ଙ୍କୁ ମୁମ୍ବାଇ, ନିକୋଲାସଙ୍କୁ କିଣିଲା ଲକ୍ଷ୍ନୌ

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସିଜନ୍‌ ଲାଗି ନିଲାମି ପ୍ରକ୍ରିୟା ଶୁକ୍ରବାର ଜାରି ରହିଛି। ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କ ନଜର ଥିବା ଯୋଗୁ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ବେନ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର...

ଢାକା ଟେଷ୍ଟ: ଟିମ୍‌ ଇଣ୍ଡିଆ ୩୧୪ରେ ଅଲଆଉଟ୍‌

ଢାକା,୨୩।୧୨: ଭାରତ-ବାଲାଂଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଏଠାରେ ଖେଳାଯାଉଛି। ଦ୍ୱିତୀୟ ଦିନରେ ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଛି। ବାଲାଂଦେଶ ଟିମ୍‌ ପ୍ରଥମ ଇନିଂସରେ ୨୨୭ ରନ୍‌ କରିଥିବାରୁ ଦଳକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri