ଖେଳ

ପ୍ରଶଂସକଙ୍କ ଲାଗି ଖୁସି ଖବର: ପନ୍ତଙ୍କ ଡିସଚାର୍ଜକୁ ନେଇ ଏଭଳି ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧: ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ସେ ସୁସ୍ଥ ହେଉଥିବା ବେଳେ...

ବିଶ୍ୱ ବିଜେତା ମହିଳା ଦଳକୁ ସମ୍ମାନୀତ କରିବେ ସଚିନ

ନୂଆଦିଲ୍ଲୀ,୩୧।୧: ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ଏବଂ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ଅଧିକାରୀମାନେ ବୁଧବାର ପ୍ରଥମ ଆଇସିସି ଅଣ୍ଡର-୧୯ ମହିଳା ମହିଳା ଦଳକୁ ସମ୍ମାନୀତ କରିବେ। ଦକ୍ଷିଣ ଆଫ୍ରିକାରେ ଅହମ୍ମଦାବାଦରେ ଟି-୨୦ ବିଶ୍ୱକପ ରବିବାର...

ରାଜ୍ୟ ସିନିୟର କରାଟେ: ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୪ ତମ ରାଜ୍ୟ ସିନିୟର ଓ ୨୧ ବର୍ଷରୁ କମ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ୧୯ ଜିଲ୍ଲାରୁ ମୋଟ ୧୫୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉତରାଖଣ୍ଡରେ...

ଟିମ୍‌ ଇଭେଣ୍ଟରେ ଓଡ଼ିଶା ବାଳିକା ରନରଅପ୍‌

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଟାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଜାନୁଆରୀ ୨୭ରୁ ୨୯ ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲିଠାରେ ୩୯ ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ...

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୬...

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ...

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ,...

ତୀର୍ଥଯାତ୍ରାରେ ବାହାରିଲେ ବିରୁଷ୍କା

ନୂଆଦିଲ୍ଲୀ,୩୧।୧: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ମା’ ସରୋଜା କୋହଲିଙ୍କ ସହ ତୀର୍ଥଯାତ୍ରାରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ପୂର୍ବରୁ କୋହଲି ଏବଂ ଅନୁଷ୍କା ଋଷିକେଶରେ ପହଞ୍ଚିଥିଲେ। ଏହି ସମୟରେ...

ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୦ା୧: ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି।...

ହକି ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା

ନୂଆଦିଲ୍ଳୀ,୩୦ା୧: ଗ୍ରାହାମ ରିଡ୍‌ ଭାରତୀୟ ହକି ଦଳର ମୁଖ୍ୟ କୋଚ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ହକି ବିଶ୍ୱକପରେ ଆୟୋଜକ ଭାରତୀୟ ଦଳର ଖରାପ ପ୍ରଦର୍ଶନ କାରଣରୁ ରିଡ୍‌ ଏହି ପଦରୁ ଓହରି ଯାଇଥିବା ଜଣାପଡିଛି। ୨୦୧୯ ଏପ୍ରିଲରେ ରିଡ୍‌...

ଅବସର ଘୋଷଣା କଲେ ମୁରଲୀ ବିଜୟ

ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ବିଜୟ ୬୧ ଟେଷ୍ଟରୁ ୧୨ଟି ଟେଷ୍ଟ ଶତକ...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ଭାଙ୍ଗିଲା ପୁରୁଣା ରେକର୍ଡ

ଲକ୍ଷ୍ନୌ,୩୦।୧: ଲକ୍ଷ୍ନୌରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ୬ ଉଇକେଟରେ ଜିତିଛି। ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ମାତ୍ର ୯୯ ରନ ସ୍କୋର କରିପାରିଥିଲା। ତେବେ ୧୦୦ ରନ୍‌ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri