ଖେଳ

ନୀରଜଙ୍କ ବିଶ୍ୱବିଦ୍ୟାଳୟ ରେକର୍ଡ ଭାଙ୍ଗିଲେ ବିକ୍ରାନ୍ତ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଆୟୋଜକ ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ବୁଧବାର ଦ୍ୱିତୀୟ ଦିବସରେ କିଟ୍‌ ପ୍ରତିଯୋଗୀଙ୍କୁ ୩ ସ୍ବର୍ଣ୍ଣ ଏବଂ...

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ ରାଜଧାନୀ ରାବାଟରେ ବିମାନରୁ ଅବତରଣ କରିବା ପରେ ଫ୍ୟାନମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା...

ଜୁନିୟର ବ୍ୟାଡ୍‌ମିଣ୍ଟନ: ତାମିଲନାଡ଼ୁ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଦଳଗତ ପ୍ରତିଯୋଗିତା ବୁଧବାର ଶେଷ ହୋଇଛି। ଏହାର ଫାଇନାଲରେ ହରିୟାଣାକୁ ହରାଇ ତାମିଲନାଡ଼ୁ ଚାମ୍ପିୟନ ହୋଇଛି।...

ସର୍ବଭାରତୀୟ ଓପନ କରାଟେ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ୪ ରାଜ୍ୟରୁ ୮୦୦ରୁ...

ଓଡ଼ିଶା ଏଫ୍‌ସି ଓଡବ୍ଲ୍ୟୁଏଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍‌ସି। ଇଷ୍ଟକୋଷ୍ଟ ରେଲଓ୍ବେ ଦ୍ୱିତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଫଳରେ ଓଡ଼ିଶା ଏଫ୍‌ସି ମହିଳା ଦଳ ଇଣ୍ଡିଆନ ଓମେନ୍ସ...

ଉତ୍ତରାଖଣ୍ଡ ଅଗ୍ରଣୀ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଡେରାଡୁନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିଛି। ଅଧିନାୟକ ଜିଓ୍ବନଜୋତ ସିଂଙ୍କ ଅପରାଜିତ ଶତକ ସହାୟତାରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀଲାଭ କରିଛି। ଅଭିମନ୍ୟୁ କ୍ରିକେଟ ଏକାଡେମୀ ପଡ଼ିଆରେ...

ଆଇପିଏଲ୍‌ ୨୦୨୩ରେ ଏହି ୩ ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୨: ଡିସେମ୍ବର ୨୩ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ ପାଇଁ ନିଲାମ ଅନୁଷ୍ଠିତ ହେବ। କୋଚିରେ ହେବାକୁ ଥିବା ଏହି ନିଲାମ ସମୟରେ ଅନେକ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜର ନଜର ରହିବ। କିଛି ଦଳ ମଧ୍ୟ ଆଇପିଏଲ୍‌ ପାଇଁ ନୂତନ...

ରମିଜଙ୍କ ମୁହଁ ବନ୍ଦ କଲେ ବାବର, କହିଲେ-ଦିନକରେ ବଦଳି ପାରିିବୁ ନାହିଁ

କରାଚି,୨୧।୧୨: ଘରୋଇ ମଇଦାନରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ପାକିସ୍ତାନ ଟିମ୍‌ । ଟେଷ୍ଟ ଇତିହାସରେ ପ୍ରଥମ ଥର ଲାଗି ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି ଇଂଲଣ୍ଡ। ଏହି ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ହଲଚଲ ସୃଷ୍ଟି...

ଆର୍ଜେଣ୍ଟିନା ଖେଳାଳିଙ୍କ ବସ୍‌ ଉପରକୁ ଡେଇଁଲେ ପ୍ରଶଂସକ

ବୁଏନ୍ସ ଏୟାର୍ସ,୨୧।୧୨: ଆର୍ଜେଣ୍ଟିନାରେ ଫିଫା ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଉଛି। ଅଧିନାୟକ ଲିଓନେଲ ମେସିଙ୍କ ସମେତ ସମସ୍ତ ଖେଳାଳି ଖୋଲା ବସ ପରେଡରେ ଅଂଶଗ୍ରହଣ କରିଥିଲେ। ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଏୟାର୍ସରେ ହଜାର ହଜାର ଲୋକ ଏକତ୍ରିତ ହୋଇ...

୩ ବର୍ଷ ପରେ ଫେରିଲେ, ତଥାପି ଗର୍ଜିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୨୧।୧୨: ରଣଜୀ ଟ୍ରଫି ମ୍ୟାଚ୍‌ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରାୟ ୩ ବର୍ଷ ପରେ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳି ସେ ୮୦ ବଲ୍‌ରେ ୯୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଚୌକା ଏବଂ ୧...

ପାକିସ୍ତାନ ହାରିଲା, ରମିଜ ରାଜାଙ୍କ ପଦ ଗଲା

ଇସଲାମାବାଦ୍‌,୨୧।୧୨: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ନଜାମ ସେଠୀ ତାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନଜାମ ସେଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତିନିଟି ଟେଷ୍ଟ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ଢାକା,୨୧।୧୨: ଭାରତୀୟ ଟେଷ୍ଟ ଦଳର ବର୍ତ୍ତମାନର ଅଧିନାୟକ କେ.ଏଲ ରାହୁଲ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ପ୍ରଥମ ଟେଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri