ଖେଳ

ଇତିହାସ ରଚିଲେ ୧୮ ବର୍ଷୀୟ କ୍ରିକେଟର୍‌

କରାଚି,୨୦।୧୨: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଦଳ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଥି ସହିତ ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ନିକଟତର ହୋଇଛି।...

ପଡ଼ିଆ ବାହାରେ ଏକ ବଡ଼ ରେକର୍ଡ ହାସଲ କଲେ ମେସି

ଷ୍ଟାର ଫୁଟବଲର୍‌ ଲିଓନେଲ ମେସି ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହାସହ ଅନେକ ଫିଲ୍ଡ ରେକର୍ଡ ଭାଙ୍ଗିଥିଲେ। ତେବେ ବର୍ତ୍ତମାନ ସେ ପଡ଼ିଆରୁ ବାହାରେ ମଧ୍ୟ ଏକ ରେକର୍ଡ ଭାଙ୍ଗିଛନ୍ତି। ର ସୋମବାର ବିଶ୍ୱକପ ଜିତିବା ପରେ ମେସି ସୋସିଆଲ...

କ୍ଲିନ୍‌ ସୁଇପ୍‌ ପଥରେ ଇଂଲଣ୍ଡ

କରାଚୀ, ୨୦ା୧୨: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ ଜିତିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ। ଲେଗ୍‌ସ୍ପିନର ରେହାନ ଅହମ୍ମଦ ତାଙ୍କ ପଦାର୍ପଣ ମ୍ୟାଚରେ ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ୫ ଉଇକେଟ...

ବିଶ୍ଳେଷଣ ଅନାବଶ୍ୟକ

୧୯୭୮ରେ ମୁଁ ବାହାରେ ରହି ଦେଖିଛି। ୧୯୮୬ରେ ମୁଁ ବିଶ୍ୱକପ୍‌କୁ ସ୍ପର୍ଶ କରିଛି ଏବଂ ଚୁମ୍ବନ ମଧ୍ୟ ଦେଇଛି। ମାତ୍ର ୨୦୨୨ରେ ପ୍ରଥମେ ଷ୍ଟାଣ୍ଡରୁ, ପରେ ଦଳ ସହିତ ଉପଭୋଗ କରିଛି ଏବଂ ଟ୍ରଫିକୁ ପୁଣିଥରେ ସ୍ପର୍ଶ କରିବା ସୁଯୋଗ...

ବିଶ୍ୱକପ୍‌ ଏକାଦଶରେ ମେସି, ଏମ୍‌ବାପେ

କାତାରରେ ଫିଫା ବିଶ୍ୱକପ୍‌ର ପରିସମାପ୍ତି ଘଟିଛି। ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୨ (ନିର୍ଦ୍ଧାରିତ ସମୟ ଖେଳ ୨-୨ ଓ ଅତିରିକ୍ତ ସମୟରେ ୧-୧) ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ଏଥିସହ ପ୍ଲେ-ମେକର ଲିଓନେଲ ମେସିଙ୍କ ବିଶ୍ୱକପ ବିଜୟ...

ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ: ମେସି

ଦୋହା,୧୯।୧୨: ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ରବିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅଧିନାୟକ ତଥା ତାରକା ଫୁଟ୍‌ବଲର୍‌ ଲିଓନେଲ ମେସି ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ...

ସରିଲା ଫିଫା ବିଶ୍ୱକପ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଦୋହା,୧୯।୧୨:ଫିଫା ବିଶ୍ୱକପ୍‌ର ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରି ଟ୍ରଫି ଜିତିଛି। ମ୍ୟାଚରେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଆର୍ଜେଣ୍ଟିନା ଦ୍ୱିତୀୟାର୍ଦ୍ଧରେ ପଛରେ ପଡ଼ିଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସକୁ...

ଫିଫା ୱାର୍ଲଡ କପ ୨୦୨୨: ଟ୍ରଫି ଅନାବରଣରେ ଗର୍ଜିୟସ ଲୁକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ସାରା ବିଶ୍ୱରେ ଏବେ ଫିଫା ୱାର୍ଲଡ କପ ୨୦୨୨ର ଧୁମ ଚାଲିଛି । ଏହି ଟ୍ରଫିରେ ଭାରତର ଯୋଗଦାନ ବି ଯୋଡି ହୋଇଯାଇଛି । କାରଣ ଏଥିପାଇଁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଟ୍ରଫି ଅନାବରଣ କରିଥିଲେ ।...

ଓଡ଼ଗାଁ କପ୍‌: ରାମଧୁନ କ୍ଲବ ଚାମ୍ପିୟନ

ଓଡ଼ଗାଁ, ୧୯ା୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ କମିଟି ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ୪ର୍ଥ ରାଜ୍ୟସ୍ତରୀୟ ଓଡ଼ଗାଁ କପ ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ସୋନପୁରର ରାମଧୁନ କ୍ଲବ ୨-୧...

ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି । ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ଭାରତରେ ବି ଉତ୍ସବର ମାହୋଲ ଦେଖିବାକୁ...

ମେସି କଲେ ବଡ଼ ଘୋଷଣା

ଦୋହା,୧୯।୧୨: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ନିଜ ଜୀବନର ସ୍ବପ୍ନକୁ ପୂରଣ କରିଚନ୍ତି। ସେ ଦେଶକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହି ବିଜୟ ପରେ ସେ ନିଜ ଦେଶ ପାଇଁ ଖେଳିବା ଜାରି ରଖିବାକୁ ଶପଥ ନେଇଛନ୍ତି। ମେସି କହିଛନ୍ତି,...

ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ମୋଦି

ଦୋହା,୧୯।୧୨: କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଏହା ସହିତ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା। ୧୯୭୮ ଏବଂ ୧୯୮୬ ପରେ ଆର୍ଜେଣ୍ଟିନା ତୃତୀୟ ଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri