ଖେଳ

ଆର୍ଜେଣ୍ଟିନା ଚାମ୍ପିୟନ

ଦୋହା, ୧୮।୧୨: ତାରକା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଜିତିଛି ଫିଫା ବିଶ୍ୱକପ୍‌। ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ୨-୨ ଓ...

ଆର୍ଜେଣ୍ଟିନା-ଫ୍ରାନ୍ସ ସଂଘର୍ଷପୂର୍ଣ୍ଣ

ଦୋହା, ୧୮।୧୨: ଲୁସେଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫ୍ରାନ୍ସ-ଆର୍ଜେଣ୍ଟିନା ବିଶ୍ୱକପ ଫାଇନାଲ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଲିଓନେଲ ମେସି ଓ ଆଞ୍ଜେଲ ଡି’ ମାରିଆଙ୍କ ମାଧ୍ୟମରେ ୨ଟି ଗୋଲ ଦେଇଥିବାବେଳେ ଦ୍ୱିତୀୟାର୍ଦ୍ଧର ୯୭ ସେକେଣ୍ଡ ମଧ୍ୟରେ ଫ୍ରାନ୍ସର କିଲିଆନ...

ମେସିଙ୍କ ବିଶ୍ୱରେକର୍ଡ

ଦୋହା,୧୯।୧୨: କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପଡ଼ିଆରେ ଅବତରଣ କରିବା ମାତ୍ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି...

୨ ଦିନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶେଷ

ବ୍ରିସ୍‌ବେନ,୧୮ା୧୨: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଦୁଇ ଦିନରେ ଶେଷ ହୋଇଛି। ଗାବାରେ ଅନୁଷ୍ଠିତ ଏହି ମ୍ୟାଚରେ ଦୁଇ ଦିନ ଭିତରେ ୩୪ ଉଇକେଟର ପତନ ଘଟିଛି। ଅଷ୍ଟ୍ରେଲିଆ ୬ ଉଇକେଟରେ ବିଜୟ ହୋଇ...

ଫିଫା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବେ ଭାରତୀୟ ଦଳ: ଜାଣନ୍ତୁ କାହାକୁ କରିବେ ସପୋର୍ଟ

ଚଟ୍ଟଗ୍ରାମ,୧୮।୧୨: ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୮୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏଥି ସହିତ, ଏହି ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ୨୨ ଡିସେମ୍ବରରୁ ମିରପୁରରେ ଖେଳାଯିବ। ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ...

ଦ୍ୱିତୀୟ ଟେଷ୍ଟରେ ଦଳକୁ ଫେରିବେ କି ରୋହିତ ଶର୍ମା: ରାହୁଲ ଦେଲେ ଅପ୍‌ଡେଟ୍‌

ଚଟ୍ଟଗ୍ରାମ,୧୮।୧୨: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରିଛି। ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ବର୍ତ୍ତମାନ ଏହି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏଥି ସହିତ ମ୍ୟାଚ...

ବିଶ୍ୱକପ ବିଜେତାଙ୍କୁ ୩୪୭ କୋଟି ଟଙ୍କା, ରନର୍ସ ଅପ ଦଳଙ୍କୁ ମିଳିବ ୨୪୮ କୋଟି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଭାରତୀୟ ସମୟ ଅନୁଯାୟୀ ରାତି ୮ଟା ୩୦ରୁ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନାକୁ ଭେଟିବ। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଥର ପାଇଁ ଟାଇଟଲ...

ବିଜେତା ନେଇ ପାରିବେନି ଅସଲି ଟ୍ରଫି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଆର୍ଜେଣ୍ଟିନାକୁ ଭେଟିବ। ଏହି ଫାଇନାଲ ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି ୮ଟା ୩୦ରୁ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ତୃତୀୟ...

ଚଟ୍ଟୋଗ୍ରାମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବୃହତ ବିଜୟ

ଚଟ୍ଟୋଗ୍ରାମ,୧୮।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ବୃହତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ର ଅନ୍ତିମ ଦିବସରେ ବିରୋଧୀ ଟିମ୍‌କୁ ଦଳ ୧୮୮ ରନ୍‌ରେ ପରାଜିତ କରିଛି। ଏହି ବିଜୟ ପରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ...

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ ଟକ୍କର

ଦୋହା, ୧୮।୧୨: ଚଳିତ ଫିଫା ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଲଢ଼େଇରେ ପରସ୍ପରର ସମ୍ମୁଖୀନ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଗତଥରର ଚାମ୍ପିୟନ ଫ୍ରାନ୍ସ। ଫ୍ରାନ୍ସ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ...

ରୋମାଞ୍ଚକର ସ୍ଥିତିରେ ମ୍ୟାଚ୍‌: ବିଜୟଠାରୁ ୪ ଉଇକେଟ ଦୂରରେ ଟିମ୍‌ ଇଣ୍ଡିଆ

ଚଟ୍ଟୋଗ୍ରାମ,୧୭।୧୨: ଭାରତ-ବାଲାଂଦେଶ ମଧ୍ୟରେ ଶନିବାର ଚଟ୍ଟୋଗ୍ରାମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ହୋଇଛି। ମ୍ୟାଚ୍‌ରେ ୫୧୩ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଂଦେଶ ଟିମ୍‌ ଖେଳକୁ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଛି। ଏବେ ଦଳକୁ ଅନ୍ତିମ ଦିବସରେ ଜିତିବା ଲାଗି...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ବାଲାଂଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ। ବାଙ୍ଗାଲୋରର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୨୦ ରନ୍‌ରେ ବିଜେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri