ଖେଳ

୨୫ ବର୍ଷ ପରେ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଚଟ୍ଟଗ୍ରାମ,୧୬।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ତାଙ୍କ ଯୁଗର ଶ୍ରେଷ୍ଠ ବୋଲର ଥିଲେ। ଏବେ ସେ ବାଂଲାଦେଶ ଦଳର କୋଚ ଅଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସମୟରେ ସେ ଭାରତୀୟ...

ସୌଦିି ନୂଆ ଟେଷ୍ଟ ଅଧିନାୟକ

ଅକ୍‌ଲାଣ୍ଡ,୧୬ା୧୨(ପି.ଟି.):କେନ୍‌ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇପାରିଥିଲା। ତାଙ୍କ ସ୍ଥାନରେ ଟିମ୍‌ ସୌଦିଙ୍କୁ...

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ ଆର୍ଜେଣ୍ଟିନାର ନୁହନ୍ତି ବିଶ୍ୱ ଫୁଟ୍‌ବଲକୁ ପ୍ରତିନିଧିତ୍ୱ କରୁଛନ୍ତି। ପିଚ୍‌ରେ ଏବଂ ପିଚ୍‌ ବାହାରେ...

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ବୁଏନ୍ସ ଏୟାର୍ସ, ୧୬/୧୨ (ଏପି):ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ...

ବାଂଲାଦେଶ ୧୫୦ରେ ଅଲଆଉଟ୍‌: ଭାରତ ୨୫୧ ରନ୍‌ରେ ଅଗ୍ରଣୀ

ଚଟ୍ଟଗ୍ରାମ,୧୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍‌ରେ ଅଗ୍ରଣୀ ହାସଲ କରିଛି। ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ...

ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪ ରନ୍‌ର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ଆଠ ଉଇକେଟ ହରାଇ ୧୩୩ ରନ...

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଓ୍ବିଲିୟମସନ୍‌, ଏବେ ଏହି କ୍ରିକେଟର ନେବେ ନେତୃତ୍ୱ

ଓ୍ବେଲିଂଟନ୍‌,୧୫।୧୨: ନ୍ୟୁଜିଲାଣ୍ଡର ସଫଳ ଅଧିନାୟକ କେନ୍‌ ଓ୍ବିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ୪୦ ଟେଷ୍ଟରୁ ୨୨ରେ ବିଜେତା ହୋଇ ରେକର୍ଡ କରିଥିଲା। ଏପରିକି ନ୍ୟୁଜିଲାଣ୍ଡ ଗତବର୍ଷ ପ୍ରଥମ...

ସଚିନଙ୍କ ପୁଅ ସଫଳତା ପାଇବାରେ ଏହି କ୍ରିକେଟର୍‌ଙ୍କ ବାପାଙ୍କ ହାତ

ନୂଆଦିଲ୍ଲୀ,୧୫।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଏହି ସଫଳତାରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କର ସର୍ବାଧିକ ଅବଦାନ ରହିଛି। ରଣଜୀ...

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୪୦୪ରେ ଅଲଆଉଟ୍‌

ଚଟ୍ଟଗ୍ରାମ,୧୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୦୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆ ୨୭୮/୬ ରନ୍‌ରୁ ଖେଳିବା ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ବାଂଲାଦେଶ ବୋଲରମାନେ ଏକ ଭଲ...

ଅଶ୍ୱିନଙ୍କ ଅର୍ଦ୍ଧଶତକ: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭/୩୪୮

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚଟ୍ଟଗ୍ରାମରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଲଞ୍ଚ୍‌ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୭ ଉଇକେଟ ହରାଇ ୩୪୮ ରନ ସଂଗ୍ରହ କରିଛି। ରବିଚନ୍ଦ୍ରନ ଅଶ୍ୱିନ...

ଫିଫା ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପରାଜୟ ପରେ ମରକ୍କୋ ପ୍ରଶଂସକଙ୍କ ହଙ୍ଗାମା

କତାର,୧୫।୧୨: ଫିଫା ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋ ଦଳ ଫ୍ରାନ୍ସ ଠାରୁ ୨-୦ରେ ପରାଜିତ ହୋଇଛି। ଦଳର ପ୍ରଥମ ପରାଜୟକୁ ମରକ୍କୋ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏବଂ ବେଲଜିୟମର ରାଜଧାନୀ...

ଓଡ଼ିଶା ଭଲିବଲ ଦଳ ଘୋଷିତ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍‌ ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳ ଚୟନ ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri