ଖେଳ

ସତର୍କ ରହିବା ଜରୁରୀ

ଡିଏଗୋ ମାରାଡୋନା ଯାହା କରି ଦେଖାଇଥିଲେ ତାହା ଲିଓନେଲ ମେସି ଯଦି କରି ଦେଖାଇଦିଅନ୍ତି ତେବେ ଆର୍ଜେଣ୍ଟିନା ତୃତୀୟଥର ବିଶ୍ୱକପ୍‌ ହାସଲ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗକୁ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ। ପ୍ରଥମେ ଟୁର୍ନାମେଣ୍ଟରେ...

ସେମିଫାଇନାଲ ପାଇଁ ‘ଅଲ ହିଲ୍ମ’

ଦୋହା,୧୩ା୧୨ : ଫିଫା ବିଶ୍ୱକପ ୨୦୨୨ ସେମି ଫାଇନାଲ ପାଇଁ ନୂତନ ବଲ ଉନ୍ମୋଚନ କରିଛି ଆଦିଦାସ। ଏହି ବଲର ନାମ ଅଲ ହିଲ୍ମ ରଖାଯାଇଛି॥ ପୂର୍ବରୁ କ୍ୱାର୍ଟର ଫାଇନାଲ ଯାଏ ବଲ ଅଲ ରିହଲା ବ୍ୟବହାର କରାଯାଉଥିବା ବେଳେ...

ମେସିଙ୍କ ସ୍ବପ୍ନ ଭାଙ୍ଗିବା ଲକ୍ଷ୍ୟରେ କ୍ରୋଏସିଆ

ଅଲ ଖୋର,୧୩ା୧୨: କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସୁପର ଷ୍ଟାର ନେମାରଙ୍କ ବିଶ୍ୱକପ୍‌ ସ୍ବପ୍ନକୁ ଶେଷ କରିବା ପରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି କ୍ରୋଏସିଆ। ଚଳିତ ବିଶ୍ୱକପ୍‌ରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମେ...

ବଟଲର, ଅମିନ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୧୨: ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଜୋସ୍‌ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ପାକିସ୍ତାନର ସିଦ୍ରା ଅମିନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ,୧୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିଥିଲା। ମ୍ୟାଚର...

ରୋନାଲ୍ଡୋଙ୍କୁ ଆଶ୍ୱାସନା ଦେଲେ କୋହଲି

ନୂଆଦିଲ୍ଲୀ,୧୨।୧୨: ରୋନାଲ୍ଡୋଙ୍କ ଦଳ ପର୍ତ୍ତୁଗାଲ ଫିଫା ବିଶ୍ୱକପ ୨୦୨୨ ବାଦ୍‌ ପଡିଛି। ଏହା ସହିତ ରୋନାଲ୍ଡୋଙ୍କର ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୁଣି ଥରେ ଭାଙ୍ଗି ଯାଇଛି। ପର୍ତ୍ତୁଗାଲ ପାଇଁ ପାଞ୍ଚଟି ବିଶ୍ୱକପ ଜିତିଥିବା ରୋନାଲ୍ଡୋ ଏପର୍ଯ୍ୟନ୍ତ ଦେଶ ପାଇଁ...

ଭାରତୀୟ ମହିଳା ଦଳକୁ ରୌପ୍ୟ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁଠାରେ ୧୮ ବର୍ଷରୁ କମ୍‌ ଏସୀୟ ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ରବିବାର ଶେଷ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। କିସ୍‌ର ମାମା ନାୟକ ଏହି ପ୍ରତିଯୋଗିତାରେ...

ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ

ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍‌ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଡିସେମ୍ବର ୧୩ରେ ଖେଳାଯିବ। ୧୨ ତାରିଖରେ ଉଭୟ ଦଳ...

ଭାଲେଣ୍ଟିନା, ମଧୁପ୍ରିୟା ପ୍ରସ୍ତୁତ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ରଉଜ୍‌ବେକିସ୍ତାନର ଡାସ୍କଟାଠାରେ ଚଳିତ ମାସ ୧୩ରୁ ୨୦ ପର୍ଯ୍ୟନ୍ତ ଏସୀୟ କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଶାରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା ଓ ପ୍ରତିଭାସମ୍ପନ୍ନ ମଧୁପ୍ରିୟା ବାଇ ଅଂଶଗ୍ରହଣ...

ସୁଇମିଂ ପୁଲ୍‌ରେ ଓଡ଼ିଶା ସୁଇମରଙ୍କ ଚମକ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଏସଏଫ୍‌ଆଇ (ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୫ଟି...

ସ୍କୁଲ୍ସ ଓପନ ଚେସ୍‌: ଶୁକ ମୁର୍ମୁ ଚାମ୍ପିୟନ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ରେ କଟକ ସାଇ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍‌ ସ୍କୁଲ୍‌ର ଶୁକ ମୁର୍ମୁ ଚାମ୍ପିୟନ ହୋଇଛନ୍ତି। ସେ ୬...

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ବାଲେଶ୍ବର ଚାମ୍ପିୟନ

ଭୁବନେଶ୍ୱର,୧୨ା୧୨(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଦୁଇଦିନିଆ ରାଜ୍ୟ ଦୃଷ୍ଟିବାଧିତ ମହିଳା କ୍ରିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri