ଖେଳ

ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ଆଡିଲେଡ୍‌,୧୧।୧୨: ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୪୧୯ ରନ୍‌ରେ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ କରିଛି। ୪୯୭ ରନ୍‌ର ବିଜୟ ଲକ୍ଷ୍ୟ ପଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜ...

ପ୍ରଥମ ଟେଷ୍ଟରୁ ବାଦ୍‌ ପଡିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୧।୧୨: ବାଂଲାଦେଶ ବିପକ୍ଷ ଆଗାମୀ ଟେଷ୍ଟ ସିରିଜକୁ ନେଇ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି।...

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ ଦିନିକିଆ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲେ। ସେ ବିରାଟ କୋହଲିଙ୍କ ସହ...

ବାପା ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ପ୍ରଥମଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମୟଙ୍କଙ୍କ ସ୍ତ୍ରୀ ଆଶିତା ସୁଦ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମାୟାନକ ସ୍ତ୍ରୀ ଏବଂ ପୁଅଙ୍କ ସହ ଫଟୋ ଶେୟାର କରି ଏହି...

ରୋମାଣ୍ଟିକ୍‌ ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଜି ୫ମ ବିବାହବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି।...

ଏଥର ମେସିଙ୍କ ବିଶ୍ୱକପ୍‌

୧୯୮୬ରେ ମାରାଡୋନାଙ୍କ ବିଶ୍ୱକପ୍‌ ଥିଲା। ଏଥର କିନ୍ତୁ ଲିଓନେଲ ମେସିଙ୍କର। ତାଙ୍କ ନାମରେ ରହିଥିବା ରେକର୍ଡ ଓ ତାଙ୍କ ଫୁଟ୍‌ବଲ ନେତୃତ୍ୱକୁ ନେଇ ଆଉ ଆଲୋଚନା କରିବା ଦରକାର ନାହିଁ। ତାଙ୍କ ମ୍ୟାଜିକ ବଲରେ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିସାରିଛି।...

ମଇଦାନରେ ଇଶାନଙ୍କ ସହ କୋହଲିଙ୍କ ‘ଭାଙ୍ଗଡ଼ା’, ଭାଇରାଲ ହେଉଛି ଭିଡିଓ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ନାଚିଲେ ବିରାଟ କୋହଲି । ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନ ଦ୍ୱିଶତକ ମାରିବା ଖୁସିରେ ସେ ମଇଦାନରେ ଭାଙ୍ଗଡ଼ା କରିଥିବା ଦେଖାଯାଇଛି। ପରେ ଇଶାନ ମଧ୍ୟ ତାଙ୍କ ସହ ମିଶି ଖୁସି ମନାଇଛନ୍ତି।...

ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେଲେ ପି.ଟି. ଉଷା

ନୂଆଦିଲ୍ଲୀ,୧୦।୧୨: ଭେଟେରାନ ଧାବିକା ପି.ଟି. ଉଷା ଶନିବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୮ ବର୍ଷୀୟ ଉଷା ନିର୍ନ୍ଦ୍ୱନ୍ଦ୍ୱରେ ଶୀର୍ଷ ପଦବୀକୁ ମନୋନୀତ ହୋଇଛନ୍ତି। ‘ପାୟୋଲି ଏକ୍ସପ୍ରେସ୍‌’ ଏବଂ ‘ଉଡନ ପରୀ’ ନାମରେ...

ଦିନିକିଆ ଫର୍ମାଟରେ ଭାରତର ତୃତୀୟ ବୃହତ ବିଜୟ, ବାଲାଂଦେଶକୁ ୨୨୭ରନ୍‌ରେ ହରାଇଲା…

ନୂଆଦିଲ୍ଲୀ,୧୦।୧୨: ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ବାଲାଂଦେଶକୁ ଶୋଚନୀୟ ଭାବେ ପରାଜିତ କରିଛି। ୨୨୭ରନ୍‌ ବ୍ୟବଧାନରେ ଦଳ ବିଜେତା ହୋଇଛି। ଦିନିକିଆ ଫର୍ମାଟରେ ଏହା ଭାରତର ତୃତୀୟ ବଡ଼ ବିଜୟ ବୋଲି କୁହାଯାଉଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି...

୧୪ରେ ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲ

ଦୋହା,୧୦।୧୨: ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ୨ଟିଯାକ କ୍ୱାର୍ଟର ଫାଇନାଲ ପେନାଲ୍ଟି ଶୁଟ୍‌ ଆଉଟରେ ମୀମାଂସା ହୋଇଥିଲା। ବ୍ରାଜିଲକୁ କ୍ରୋଏସିଆ ୪-୨ ଗୋଲରେ ହରାଇଥିବା ବେଳେ ଆର୍ଜେଣ୍ଟିନା ୪-୩ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ...

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୪୦୯ କରିବାରେ ସଫଳ...

୩ ବର୍ଷ ପରେ ଦିନିକିଆରେ ଶତକ ମାରିଲେ କୋହଲି

ଚାଟୋଗ୍ରାମ୍‌,୧୦।୧୨: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ବାଲାଂଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଶତକ ମାରି ବଡ ଉପଲବ୍ଧି ହାସଲ କରିଛନ୍ତି। ଅଗଷ୍ଟ ୨୦୧୯ ପରେ ଦିନିକିଆରେ ବିରାଟଙ୍କ ଏହା ପ୍ରଥମ ଶତକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri