ଖେଳ

ପରାଜୟ ସତ୍ତ୍ୱେ ନକଆଉଟରେ ବ୍ରାଜିଲ

ଦୋହା,୩।୧୨,(ପି.ଟି.): ଆଉ ଏକ ବିପର୍ଯ୍ୟୟ ସହିତ ଶେଷ ହୋଇଛି ଫିଫା ବିଶ୍ୱକପ ୨୦୨୨ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌। ଏଥିସହିତ ଚୂଡାନ୍ତ ହୋଇଛି ରାଉଣ୍ଡ ଅଫ୍‌ ୧୬ର ଦଳ ତାଲିକା। ତେବେ ଚଳିତ ବିଶ୍ୱକପରେ ଆଉ ଏକ ଟପ୍‌ ଟିମ୍‌ ମାଟି...

ବିପର୍ଯ୍ୟୟ: ପର୍ତ୍ତୁଗାଲକୁ ହରାଇ ନକ୍‌ ଆଉଟରେ ଦକ୍ଷିଣ କୋରିଆ

ଦୋହା, ୩।୧୨: କାତାରରେ ଚାଲିଥିବା ଫିଫା ବିଶ୍ୱକପରେ ଶୁକ୍ରବାର ଘଟିଛି ଆଉ ଏକ ବିପର୍ଯ୍ୟୟ। ବିଶ୍ୱର ୯ ନମ୍ବର ଦଳ ପର୍ତ୍ତୁଗାଲକୁ ୨-୧ ଗୋଲରେ ହରାଇ ଦେଇଛି ୨୮ ନମ୍ବର ଦକ୍ଷିଣ କୋରିଆ। ଏଥିସହ ଜାପାନ ପରେ ଦ୍ୱିତୀୟ ଏସୀୟ...

ହସ୍ପିଟାଲରେ ଭର୍ତ୍ତି ହେଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୨।୧୨: ଅଷ୍ଟ୍ରେଲିଆ କ୍ରିକେଟ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ରିକି ପଣ୍ଟିଂ ଶୁକ୍ରବାର ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ମନ୍ତବ୍ୟ ଦେଉଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ...

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳକୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ...

୪ଥର ବିଶ୍ୱ ଚାମ୍ପିଅନ୍‌ ଜର୍ମାନୀର ସ୍ବପ୍ନ ଧୂଳିସାତ୍‌

କାତାର,୨।୧୨: ଚାରିଥର ଚାମ୍ପିଅନ ଜର୍ମାନୀ ଫିଫା ବିଶ୍ୱକପ୍‌ ୨୦୨୨ର ଗ୍ରୁପ ଇ ମ୍ୟାଚରେ କୋଷ୍ଟାରିକା ବିପକ୍ଷରେ ୪-୨ରେ ବିଜୟ ହାସଲ କରିବା ପରେ ମଧ୍ୟ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ନକଆଉଟ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଜର୍ମାନୀ ବିଜୟ...

ଲାବୁସେନ, ସ୍ମିଥ୍‌ଙ୍କ ଦ୍ୱିଶତକ

ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ ବିନିମୟରେ ୫୯୮ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ପର୍ଥ...

ଇଂଲଣ୍ଡର ବିଶ୍ୱ ରେକର୍ଡ

ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍‌ କ୍ରଲି ୧୨୨...

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ...

ପରୀକ୍ଷାନିରୀକ୍ଷା ସଫଳ ହୋଇଛି

ଓ୍ବେଲ୍‌ ଡନ୍‌ ସ୍କାଲୋନି। ପୋଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନାର ବିଜୟରେ କୋଚ୍‌ଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଆର୍ଜେଣ୍ଟିନା ଜାତୀୟ ଦଳ ପୁଣି ପ୍ରମାଣିତ କଲା ଯେ, ଏକ ଭଲ ଦଳ ଭାବେ ସେମାନେ ବିଶ୍ୱକପ ଯୋଗ୍ୟତା ପାଇଛନ୍ତି ଏବଂ ଟୁର୍ନାମେଣ୍ଟ ଜିତିବା...

ଦେଶ ପାଇଁ ପଦକ ନିଲାମ କରୁଛନ୍ତି ଏହି ଆଥଲେଟ୍‌

କିଭ୍‌,୧ା୧୨: ୟୁକ୍ରେନର ଜଣାଶୁଣା ଅଲିମ୍ପିଆନ୍‌ ୟୁରି ଚେବାନ ଦେଶ ପାଇଁ ପଦକ ନିଲାମ କରୁଛନ୍ତି। ସେ ତାଙ୍କ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକକୁ ନିଲାମ କରୁଥିବା ଜଣାପଡିଛି। ପଦକଗୁଡ଼ିକର ନିଲାମ କରୁଥିବା ସଂସ୍ଥା ଏସ୍‌ସିପି ସ୍ବର୍ଣ୍ଣ ପଦକ...

ଭାରତ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା

ନୂଆଦିଲ୍ଲୀ,୧ା୧୨: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ପିଠିରେ ଯନ୍ତ୍ରଣା ଯୋଗୁ ଡିସେମ୍ବର ୪ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶର ପ୍ରମୁଖ ପେସ୍‌ ବୋଲର ତସ୍କିନ ଅହମ୍ମଦ...

ବିବାହ କରିବେ ରାହୁଲ, ବିସିସିଆଇକୁ ମାଗିଲେ ଛୁଟି

ମୁମ୍ବାଇ,୧।୧୨: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ ଏଲ ରାହୁଲ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ବିବାହର ସ୍ବୀକୃତି ଦେବାକୁ ଦୁହେଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri