ଖେଳ

ଦେଶ ନୁହେଁ ଗୁରୁତ୍ୱପୂର୍ଣ୍ଣ ଟି-୨୦ : ପୃଥିବୀର ଅଧା କ୍ରିକେଟର ଲିଗ୍‌ ପାଇଁ ଜାତୀୟ ଚୁକ୍ତିନାମା ଛାଡ଼ିବାକୁ ରାଜି…

ଓ୍ବାଶିଂଟନ,୧।୧୨ : ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ପ୍ରଭାବ ଖେଳାଳିଙ୍କ ଉପରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ କ୍ରିକେଟରଙ୍କ ସଂସ୍ଥା ଫିକା(ଏଫଆଇସିଏ) ଏହାର ସଦ୍ୟତମ ସର୍ଭେରେ କହିଛି ଯେ ଟି-୨୦ ଲିଗ...

ଫ୍ରାପାର୍ଟ ପ୍ରଥମ ମହିଳା ରେଫରି

ଦୋହା, ୧।୧୨ (ଏପି): ଫିଫା ବିଶ୍ୱକପ୍‌ (ପୁରୁଷ) ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରେଫରି ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ସେ ହେଲେ ଫ୍ରାନ୍ସର ଷ୍ଟିଫେନି ଫ୍ରାପାର୍ଟ। ଗୁରୁବାର ଅଲ୍‌ବାୟଟ ଷ୍ଟାଡିୟମରେ ସେ ଜର୍ମାନୀ ଓ କୋଷ୍ଟାରିକା ମ୍ୟାଚ...

ଓଡ଼ିଶା ରୋଲବଲ୍‌ ବାଳିକା ଦଳ ମିଳିତ ଚାମ୍ପିୟନ

ଭୁବନେଶ୍ୱର, ୧।୧୨(କ୍ରୀଡ଼ା ପ୍ରତିନିଧି): ପୁଣେରେ ଅନୁଷ୍ଠିତ ଏକ୍‌ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି। ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି। ଫାଇନାଲରେ...

ଓଡ଼ିଶା ଉଷୁ ଦଳକୁ ୧୬ ପଦକ

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡେସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍‌ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍‌ (ସାଉଥ୍‌ ଜୋନ୍‌)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ପାଇଛି। ଏହା ମଧ୍ୟରେ...

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ...

ଶରଥ କମଲ ଖେଳରନତ୍, ଦୀପଗ୍ରେସ୍‌ଙ୍କୁ ଅର୍ଜୁନ

ନୂଆଦିଲ୍ଳୀ, ୧ା୧୨ (ପି.ଟି.) ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶରଥଙ୍କୁ ସମ୍ମାନିତ କରିଛନ୍ତି। ଏକମାତ୍ର...

ପାକିସ୍ତାନରେ ଇଂଲଣ୍ଡ ଖେଳାଳି ଅଜଣା ଭୂତାଣୁ ଦ୍ୱାରା ଆକ୍ରାନ୍ତ…

ଇସଲାମାବାଦ,୩୦।୧୧ : ଇଂଲଣ୍ଡ ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ ଗୁରୁବାର ଠାରୁ ରାୱଲପିଣ୍ଡିରେ ଆରମ୍ଭ ହେଉଛି। ଏହାପୂର୍ବରୁ ଇଂଲଣ୍ଡ ଖେଳାଳିଙ୍କ ଉପରେ ଭାଇରାଲ ଆକ୍ରମଣ ହୋଇଛି। ଅଧିନାୟକ ବେନ ଷ୍ଟୋକ୍ସଙ୍କ ସମେତ...

ଭାରତ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା…

ନୂଆଦିଲ୍ଲୀ,୩୦।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ହକି ଟେଷ୍ଟ ମ୍ୟାଚ ଖେଳାଯାଉଛି। ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ହକି ଦଳ ରୋମାଞ୍ଚକର ଢଙ୍ଗରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚକୁ ଭାରତ ୪-୩ ଗୋଲରେ ଜିତିଛି। ଏହାପୂର୍ବରୁ...

ତୃତୀୟ ଦିନିକିଆ ବାତିଲ,୧-୦ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଓଡିଆଇ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଏହା ସହ ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଛି। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା...

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୨୦…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ ବିଶିଷ୍ଟ ଓଡ଼ିଆଇ ସିରିଜ ଖେଳାଯାଉଛି। ଟି-୨୦ ସିରିଜ ଶେଷ ହୋଇଛି। ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ...

ସପ୍ତରଙ୍ଗୀ ପତାକା ସହ ପଡ଼ିଆରେ ବିକ୍ଷୋଭକାରୀ

ଲୁସେଲ୍‌,୩୦।୧୧(ଏପି): ଚଳିତ ଫୁଟ୍‌ବଲ ବିଶ୍ୱକପ୍‌ରେ ସୋମବାର ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିବା ବେଳେ ଜଣେ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ପଶିଆସିଥିଲେ। ସେ ନୀଳରଙ୍ଗର ଏକ ସୁପରମ୍ୟାନ ଟି-ଶାର୍ଟ ପରିଧାନ କରିଥିଲେ। ଟି-ଶାର୍ଟ ସମ୍ମୁଖ ଭାଗରେ ‘ୟୁକ୍ରେନ୍‌କୁ...

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ ନକ୍‌ଆଉଟକୁ ଯିବ କିମ୍ବା କେଉଁ ଦଳ ବିଦାୟ ନେବ ତାହା ଏହି ରାଉଣ୍ଡରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri