ଖେଳ

ବିପର୍ଯ୍ୟୟ ସୃଷ୍ଟିକଲା ମରକ୍କୋ

ଦୋହା, ୨୮।୧୧: ଚଳିତ ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ ଘଟାଇଛି ମରକ୍କୋ। ରବିବାର ଅଲ ଥୁମାମା ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍‌ ‘ଏଫ୍‌’ ମ୍ୟାଚରେ ଏହି ଦଳ ବିଶ୍ୱର ୨ ନମ୍ବର ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି। ମରକ୍କୋ...

ଜୟନ୍ତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୧ (କ୍ରୀଡ଼ା ପ୍ରତିନିଧି): ପର୍ତ୍ତୁଗାଲରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍‌ (ଇଣ୍ଟରନ୍ୟାଶନାଲ ହୁଇଲଚେୟାର ଆଣ୍ଡ ଆମ୍ପ୍ୟୁଟି ସ୍ପୋଟର୍‌ସ) ଓ୍ବାଲର୍‌ଡ ଗେମ୍ସର ଟି୪୬/୪୭ ମହିଳା ୨୦୦ ମିଟର ରେସ୍‌ରେ ଓଡ଼ିଶାର ଜୟନ୍ତି ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୨୭.୫୯ ସେକେଣ୍ଡ...

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି(କିଟ୍‌)କୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ଚଳିତ ବର୍ଷର ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ...

ଜାତୀୟ ସାମ୍ବୋରେ ଓଡ଼ିଶା ଦଳ ଭାଗନେବ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି): ମାର୍ଶାଲ ଆର୍ଟର ଅନ୍ୟତମ ଷ୍ଟାଇଲ ସାମ୍ବୋର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗନେବ। ଏହି ପ୍ରତିଯୋଗିତା ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ...

ବିଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର,୨୮ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ଓମେନ୍ସ ଲିଗ୍‌ ରବିବାର ଆରମ୍ଭ ହୋଇଛି। ପ୍ରଥମକରି ଭାଗ ନେଇଥିବା ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଇଷ୍ଟକୋଷ୍ଟ ରେଲଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା।...

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ...

ପାକିସ୍ତାନରେ ପହଞ୍ଚିଲା ଇଂଲଣ୍ଡ ଦଳ

ଇସ୍‌ଲାମାବାଦ,୨୭ା୧୧: ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ରବିବାର ଇସ୍‌ଲାମାବାଦରେ ପହଞ୍ଚିଛି। ୨୦୦୫ ପରେ ଦଳ ପାକିସ୍ତାନରେ ଏହାର ପ୍ରଥମ ଟେଷ୍ଟ ସିରିଜ ଖେଳିବ। ରାଓ୍ବଲପିଣ୍ଡିରେ ପ୍ରଥମ ଟେଷ୍ଟ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୯ରୁ...

ତ୍ରିରଙ୍ଗା ଧରି ଫିଫା ବିଶ୍ୱକପ୍‌ ଦେଖିଲେ ଆର୍ଜେଣ୍ଟିନା ମହିଳା, କାରଣ ଜାଣିଲେ ଖୁସିରେ ନାଚିଉଠିବ ହୃଦୟ

ଆଜିକାଲି କାତାରରେ ଫିଫା ବିଶ୍ୱକପ୍‌ ଜୋରସୋରରେ ଚାଲିଛି। ସମଗ୍ର ବିଶ୍ୱରୁ ହଜାର ହଜାର ଫୁଟବଲ ପ୍ରଶଂସକ ମଧ୍ୟ ପୂର୍ବ ପୂର୍ବାଞ୍ଚଳ ଦେଶରେ ଏହି ମ୍ୟାଚ ଦେଖିବା ପାଇଁ ଏକାଠି ହୋଇଛନ୍ତି। ନିଜ ଦେଶର ଦଳକୁ ଉତ୍ସାହିତ କରିବା ପାଇଁ ପୃଥିବୀର...

ଡେବ୍ୟୁ ମ୍ୟାଚ୍‌ରେ କରିଥିଲେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ

ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ବର୍ଷା ଯୋଗୁ ବଦଳିଲା ନିୟମ

ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବର୍ଷା ଯୋଗୁ ଏହି...

କର ବା ମର ମ୍ୟାଚ୍‌ରେ ଜିତିଲା ଆର୍ଜେଣ୍ଟିନା

କାତାର,୨୭।୧୧: ଫିଫା ବିଶ୍ୱକପ ୨୦୨୨ରେ ଆର୍ଜେଣ୍ଟିନା ଶେଷରେ କର ବା ମର ମ୍ୟାଚ୍‌ ଜିତିଯାଇଛି। ଏକ ମ୍ୟାଚ୍‌ରେ ମେକ୍ସିକୋକୁ ୨-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାର ଆଶା ରଖିଥିଲେ। ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚରେ ଲିଓନେଲ ମେସି ଏବଂ...

ନକ୍‌ଆଉଟ୍‌ରେ ଫ୍ରାନ୍ସ

ଦୋହା (କାତାର), ୨୭।୧୧(ଏପି): ଡେନ୍‌ମାର୍କ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଫ୍ରାନ୍ସ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଦଳପକ୍ଷରୁ ଦୁଇଟି ଯାକ ଗୋଲ୍‌ କିଲିଆନ୍‌ ଏମ୍‌ବାପେ ସ୍କୋର କରିଥିଲେ। ମ୍ୟାଚର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri