ଖେଳ

ଡାଟା ସାଇନ୍ସ ଅନୁସାରେ ବ୍ରାଜିଲ୍‌ ଫେଭରାଇଟ୍‌

ଦୋହା,୨୭।୧୧(ପି.ଟି.): କାତାରରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟରେ ଟାଇଟଲ ଫେଭରାଇଟ୍‌କୁ ନେଇ ଏକ ଭିନ୍ନ ଧରଣର ଖବର ସାମ୍ନାକୁ ଆସିଛି। କିଛି ଡାଟା ସାଇଣ୍ଟିଷ୍ଟଙ୍କ ଦ୍ୱାରା କରାଯାଇଥିବା ଡାଟା ଲାବ ପ୍ରୋଜେକ୍ଟରୁ ଆସିଥିବା ତଥ୍ୟ ଅନୁସାରେ ଫିଫା ୨୦୨୨ ପାଇଁ ବ୍ରାଜିଲ...

୧୨ ବର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଅଲ ଓ୍ବାକରା(କାତାର),୨୭।୧୧,(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଟ୍ୟୁନିସିଆକୁ ୧-୦ରେ ହରାଇବା ସହିତ ଶନିବାର ପ୍ରଥମ ବିଜୟ ହାସଲ କରିଛି ଦଳ। ଏହା ସହିତ ଗ୍ରୁପ୍‌ ଡି’ର ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ...

ଚେତାବନୀ ଦେଲା ପାକିସ୍ତାନ: ଭାରତ ଏସିଆ କପ୍‌ ଖେଳିବାକୁ ନ ଆସିଲେ ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବନି ଭାରତ

ଇସଲାମାବାଦ,୨୭।୧୧: ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ନେଇ ପୁଣି ଥରେ ସାମ୍ନାସାମ୍ନି ହୋଇଛି। ବିସିସିଆଇ ସଚିବ ଜୟ...

ଦ୍ୱିତୀୟ ଦିନିକିଆରେ ବର୍ଷା ବାଧକ: ପ୍ରଥମେ ବ୍ୟାଟିଂ କରୁଛି ଭାରତ

ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ...

ଆକାଶଦୀପଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଭାରତ ପରାସ୍ତ

ଆଡିଲେଡ୍‌, ୨୭।୧୧(ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆକାଶଦୀପ ସିଂଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଦୁଇଟି ଗୋଲ ବରଣ କରିବାରୁ ଭାରତ...

ବିଶ୍ୱନାଥ, ଦେବୀକା, ବଂଶରାଜଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୨୭।୧୧(ପି.ଟି.): ସ୍ପେନର ଲା ନୁସିଆଠାରେ ଚାଲିଥିବା ଆଇବିଏ ୟୁଥ୍‌ ପୁରୁଷ ଓ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସର ବିଶ୍ୱନାଥ ସୁରେଶ, ବଂଶରାଜ ଓ ଦେବୀକା ଘୋରପଡେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ରେ ଚେନ୍ନାଇରେ...

ଓଡ଼ିଶା ଓମେନ୍ସ ଲିଗ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର,୨୭।୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌-୨୦୨୨ ପାଇଁ ଶନିବାର ଜର୍ସି ଉନ୍ମୋଚିତ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଫାଓ (ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା)...

ଭାରତର ବ୍ୟାଟିଂ ଆଭିମୁଖ୍ୟ ଉପରେ ନଜର

ହାମିଲଟନ୍‌,୨୭।୧୧(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ରବିବାର ହାମିଲଟନରେ ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚରେ ଭାରତର ବ୍ୟାଟିଂ ଲାଇନଅପ୍‌ ଓ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର...

ଭାରତୀୟ ଅଲିମ୍ପିକ ଆସୋସିଏଶନ୍‌ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮...

ଭାରତ ପାଇଁ ‘କର ବା ମର’ ମୁକାବିଲା

ନୂଆଦିଲ୍ଲୀ,୨୬।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଖେଳାଯିବ। ହାମିଲଟନ୍‌ର ସିଡନ୍‌ ପାର୍କରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଭାରତ ପାଇଁ ଏହି ମ୍ୟାଚ୍‌ ‘କର...

ଫିଫା ବିଶ୍ୱକପ ପ୍ରଶଂସକ ଗ୍ରାମରେ ଅଗ୍ନିକାଣ୍ଡ…

ଦୋହା,୨୬।୧୧ : କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ର ପ୍ରଶଂସକ ଗ୍ରାମରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। କତାରର ବିଶ୍ୱକପ ସିଟି ଲୁସେଲରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଭିଡ଼ିଓ ଫୁଟେଜରେ ଅକାଶରେ ବହଳ କଳା ଧୂଆଁ ବ୍ୟାପିଥିବାର ଦେଖାଯାଉଛି।...

କିଟ୍‌ ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୬।୧୧ (କ୍ରୀଡ଼ା ପ୍ରତିନିଧି): ବାରିପଦାରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କବାଡ଼ି ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କିଟ୍‌ ଦଳ ମଧ୍ୟପ୍ରଦେଶର ମହାତ୍ମା ଗାନ୍ଧୀ ଚିତ୍ରକୁଟ ଗ୍ରାମୋଦ୍ୱୟ ବିଶ୍ୱବିଦ୍ୟାଳୟକୁ ୪୮-୧୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri