ଖେଳ

ଜର୍ମାନୀର ଅଭିନବ ପ୍ରତିବାଦ

ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍‌ ଲଭ୍‌ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ। ବୁଧବାର ଜାପାନ ବିପକ୍ଷ ମ୍ୟାଚରେ ଦଳର ସମସ୍ତ ଖେଳାଳି ମୁହଁ ବନ୍ଦ କରିବା...

କ୍ରମାଗତ ବିପର୍ଯ୍ୟୟ

ଦୋହା, ୨୪।୧୧: କାତାର ଫିଫା ବିଶ୍ୱକପରେ କ୍ରମାଗତ ବିପର୍ଯ୍ୟୟ ଘଟିବାର ଲାଗିଛି। ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇବାର ଦିନକପରେ ୪ଥର ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିସ୍ମୟ ସୃଷ୍ଟି କରିଛି ଜାପାନ। ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏହି...

ସ୍କୁଲ ସ୍ତରରୁ ଫୁଟ୍‌ବଲର ବିକାଶ ପାଇଁ ଉଦ୍ୟମ

ଭୁବନେଶ୍ୱର, ୨୪।୧୧ (କ୍ରୀଡ଼ା ପ୍ରତିନିଧି): କାତାରରେ ଚାଲିଛି ଫିଫା ବିଶ୍ୱକପ୍‌। ତେଣୁ ସ୍ବାଭାବିକ ଭାବେ କ୍ରୀଡ଼ା ଜଗତରେ ଏବେ ଫୁଟ୍‌ବଲକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ କରାଯାଇଛି ଏକ ଅଭିନବ ପ୍ରୟାସ। ସ୍କୁଲ ପିଲାଙ୍କୁ ଫୁଟବଲ...

୪ଥରର ଚାମ୍ପିୟନ ଜର୍ମାନୀକୁ ହରାଇଲା ଜାପାନ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ରେ ଆଉ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଜାପାନ ଚାରିଥର ବିଶ୍ୱକପ୍‌ ଟାଇଟଲ୍‌ ବିଜେତା ଜର୍ମାନୀକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଜର୍ମାନୀ୧-୦ରେ ଆଗୁଆ...

ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା...

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ...

ବାଲାଂଦେଶ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୩।୧୧: ଟିମ୍‌ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ନିକଟରେ ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ ଶେଷ ହୋଇଥିବା ବେଳେ ଦିନିକିଆ ସିରିଜ ଖେଳିବା ବାକି ରହିଛି। ଏହି ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍‌ ବାଲାଂଦେଶ ଗସ୍ତ...

‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’

ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ବର୍ଷା ହେତୁ ୯...

ବାସନ ମାଜିଲେ କୋହଲି

ମୁମ୍ବାଇ,୨୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ପାଓ୍ବାରଫୁଲ୍‌ ଦମ୍ପତି ଭାବରେ ଜଣାଶୁଣା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରଶଂସକଙ୍କ ସହ ସେମାନଙ୍କ...

ଫିଫା ବିଶ୍ୱକପ: ବୁଧବାର ୪ ମ୍ୟାଚ୍‌ରେ ୮ ଟିମ୍‌ ମୁହାଁମୁହିଁ…

ଦୋହା,୨୩।୧୧ : ବୁଧବାର ଫିଫା ବିଶ୍ୱକପରେ ଚାରୋଟି ମ୍ୟାଚ ଖେଳାଯିବ। ଜର୍ମାନୀ, ସ୍ପେନ, କ୍ରୋଏସିଆ ଏବଂ ବେଲଜିୟମ ଭଳି ବଡ ଦଳ ପ୍ରତିପକ୍ଷ ଟିମ୍‌ଙ୍କ ସହିତ ମ୍ୟାଚ୍‌ ଖେଳିବେ। ଚାରିଥର ବିଶ୍ୱ ଚାମ୍ପିଅନ ଜର୍ମାନୀ ଜାପାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ...

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ...

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ ସମଲିଙ୍ଗୀଙ୍କ ସମର୍ଥନରେ ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିବା ନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri