ଖେଳ

ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍‌ସି

କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଓଡ଼ିଶା ଏଫ୍‌ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍‌ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ...

ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଆରମ୍ଭ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଟାଉନ୍‌ କ୍ଲବ ପଡ଼ିଆରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୁରୁଷ ଦୃଷ୍ଟିବାଧିତ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ଭୁବନେଶ୍ୱରର...

କଳିଙ୍ଗରେ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଶନିବାରଠାରୁ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨ ଆରମ୍ଭ ହେବ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୫ଟି ରାଜ୍ୟର...

ଷ୍ଟାଡିୟମରେ ବିୟର ବିକ୍ରିକୁ ନା

ଦୋହା,୧୮ା୧୧: କାତାର ବିଶ୍ୱକପ୍‌ ରବିବାର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ବଡ଼ ଘୋଷଣା କରାଯାଇଛି। ଷ୍ଟାଡିୟମରେ ବିୟର ବିକ୍ରି ହେବ ନାହିଁ ବୋଲି ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛି।...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଲମ୍ବା ଡିଆଁ ମାରିଲେ ଅର୍ଶଦୀପ

ନୂଆଦିଲ୍ଲୀ,୧୮।୧୧: ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଲମ୍ବା ଡିଆଁ ମାରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ୨୦୨୨ ବିଶ୍ୱକପ୍‌ରେ ସେ ନିଜ ବୋଲିଂରେ ବେଶ ପ୍ରଭାବିତ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୧୦ ଉଇକେଟ ନେଇଥିଲେ। ଏବେ ତାଙ୍କୁ...

ମେରି କମ୍‌ଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୧: ୬ ଥର ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନ ତଥା ଅଲିମ୍ପିକ ବିଜେତା ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥେଲେଟ୍ସ କମିଶନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଟେବୁଲ ଟେନିସ ତାରକା ଶରତ କମଲ ଉପାଧ୍ୟକ୍ଷ...

‘ରୋହିତ ଟେଷ୍ଟ-ଦିନିକିଆ ସମ୍ଭାଳନ୍ତୁ, ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍‌ର ଅଧିନାୟକ’

ନୂଆଦିଲ୍ଲୀ,୧୮।୧୧: ଟି୨୦ ବିଶ୍ୱକପ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଟି୨୦ ଫର୍ମାଟରେ ଦଳରେ ନୂଆ ଅଧିନାୟକ ନିଯୁକ୍ତିକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏସବୁ ମଧ୍ୟରେ ପୂର୍ବତନ ମୁଖ୍ୟ...

କ୍ରୀଡ଼ାରେ ପୁରାତନ ଏବଂ ନୂତନ ବିଚାରଧାରାର ଲଢ଼େଇ

ଦେଖିବାକୁ ମିଳୁଛି କ୍ରୀଡ଼ା ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳ ପରି ଲଢ଼େଇ ଚାଲିଛି। ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳର ନେତାମାନେ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଲୋଧା କମିଶନ କିଛି ନିୟମାବଳୀ କରିବାରୁ ବର୍ତ୍ତମାନ କେତେକ ଆସୋସିଏଶନରେ ପୁରାତନ ଖେଳାଳି ପଦାଧିକାରୀ ହେଲେଣି ା...

ଜନସାଧାରଣଙ୍କ ଆବେଗ ଓ ଫୁଟ୍‌ବଲ

ଫୁଟବଲ ଖେଳର ଆବେଗ ମାନବଜାତିକୁ କୈଶୋର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଆବଦ୍ଧ କରି ରଖିବାରେ ସକ୍ଷମ ହୋଇଛି। ଊନବିଂଶ ଶତାବ୍ଦୀର ଷଷ୍ଠ ଦଶକରୁ ଆଜି ପର୍ଯ୍ୟନ୍ତ ଫୁଟବଲ ବିଶ୍ୱର ସର୍ବାଦୃତ ଆକର୍ଷଣୀୟ ଏବଂ ଲୋକପ୍ରିୟ ଖେଳ ଭାବେ ପ୍ରସିଦ୍ଧିଲାଭ କରିଛି।...

ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ,୧୮।୧୧: ୱେଲିଂଟନରେ ପ୍ରବଳ ବର୍ଷା ହେତୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ବାତିଲ କରାଯାଇଛି। ବର୍ଷା ଯୋଗୁ ଟସ ମଧ୍ୟ ପଡିପାରି ନ ଥିଲା। ତେଣୁ ଅମ୍ପାୟାର ମ୍ୟାଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ...

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଓ୍ବେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଓ୍ବେଲିଂଟନରେ ଉଭୟ ଦଳ ମୁହାଁମୁହିଁ ହେବେ। ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ଉଭୟ ଦଳ ବାଦ ପଡିଥିଲେ। ଟିମ ଇଣ୍ଡିଆ ଏବଂ କିୱି...

ଜୋକୋଭିଚଙ୍କୁ ମିଳିଲା ଅଷ୍ଟ୍ରେଲିଆ ଭିଜା

କାନବେରା,୧୮ା୧୧(ପି.ଟି): ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ ସ୍ପଷ୍ଟ ହୋଇଛି। ୨୦୨୨ ଜାନୁୟାରୀରେ କୋଭିଡ୍‌-୧୯ ଟିକାକରଣ ବିବାଦ କାରଣରୁ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri