ଖେଳ

ନୂତନ ଆରମ୍ଭ ଲକ୍ଷ୍ୟରେ ଭାରତ

ଓ୍ବେଲିଂଟନ୍‌,୧୮ା୧୧(ପି.ଟି): ବିଶ୍ୱକପ୍‌ ବିଫଳତା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜରେ ନୂତନ ନେତୃତ୍ୱ ସହିତ ଏକ ନୂତନ ଆରମ୍ଭ ଲକ୍ଷ୍ୟରେ ରହିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଟି୨୦...

ଗୁଣତିଲକାଙ୍କୁ ସର୍ତ୍ତମୂଳକ ଜାମିନ

ସିଡ୍‌ନୀ, ୧୮ା୧୧ (ପି.ଟି.): ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକାଙ୍କୁ ଗୁରୁବାର ଜାମିନ ମଞ୍ଜୁର ହୋଇଛି। କିନ୍ତୁ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର ପାଇଁ ବାରଣ କରାଯାଇଛି। ଶ୍ରୀଲଙ୍କା କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ ଖେଳିବାକୁ ଆସିଥିବା ବେଳେ...

ସ୍ବର୍ଣ୍ଣପଦକ ଜିତିଲେ ସମରେନ୍ଦ୍ର

ବେତନଟୀ,୧୮ା୧୧(ସ୍ବ.ପ୍ର.):ମହାରାଷ୍ଟ୍ରର ପୁନେରେ ଚାଲିଥିବା ୭୧ତମ ସର୍ବଭାରତୀୟ ପୋଲିସ କ୍ରୀଡ଼ା ଶକ୍ତିଉତ୍ତୋଳନ (ପାୱାରଲିଫ୍ଟ) ପ୍ରତିଯୋଗିତାରେ ଗୁରୁବାର ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ମୟୂରଭଞ୍ଜ ପୋଲିସ ପକ୍ଷରୁ ପ୍ରତିନିଧିତ୍ତ୍ୱ କରୁଥିବା କନଷ୍ଟେବଳ ସମରେନ୍ଦ୍ର ମହାନ୍ତ। ସମରେନ୍ଦ୍ରଙ୍କ ଘର ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ।...

ପ୍ରଶାନ୍ତ କୁମାର ‘ମିଷ୍ଟର ଇଷ୍ଟର୍ନ ଇଣ୍ଡିଆ’

ଭୁବନେଶ୍ୱର, ୧୮ା୧୧ (ସ୍ପୋଟର୍‌ସ ବ୍ୟୁରୋ): କୋଲକାତାସ୍ଥିତି ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଏକାଦଶ ପୂର୍ବାଞ୍ଚଳ (ପୂର୍ବ ଭାରତ) ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଦଳଗତ ଚାମ୍ପିୟନ ହୋଇଛି। ବାବୁଲି ଚରଣ ସ୍ବାଇଁଙ୍କ ନେତୃତରେ ୩୦ ଜଣିଆ ଓଡ଼ିଶା...

ଭିଜା ମିଳିବା ପରେ ଖୁସି ଜାହିର କଲେ ଜୋକୋଭିଚ

କାନବେରା,୧୭ା୧୧: ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା ଆପାତତଃ ସ୍ପଷ୍ଟ ହୋଇଛି। ୨୦୨୨ ଜାନୁୟାରୀରେ କୋଭିଡ୍‌-୧୯ ଟିକାକରଣ ବିବାଦ କାରଣରୁ ତାଙ୍କୁ...

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଥିବା ସୂଚନା ମିଳିଛି। ଲିସବନ୍‌ରେ ନାଇଜେରିଆ ବିପକ୍ଷରେ ପର୍ତ୍ତୁଗାଲ ଏହାର ଅଭ୍ୟାସ ମ୍ୟାଚ୍‌...

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି ସିରିଜ ଲାଗି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଅଧିନାୟକ ରୋହିତ ଶର୍ମା...

ହାର୍ଦ୍ଦିକଙ୍କ ବଡ ପ୍ରଶଂସକ ପାଲଟିଲେ ଭିଭିଏସ୍‌ ଲକ୍ଷ୍ମଣ

ଓ୍ବେଲିଂଟନ, ୧୭।୧୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଏହି ସିରିଜ ଲାଗି ରୋହିତ ଶର୍ମାଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ...

‘ଧୋନୀଙ୍କୁ ଭାରତୀୟ ଟିମ୍‌ର ପରବର୍ତ୍ତୀ କୋଚ୍‌ କରାଯାଉ’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଟିମ୍‌ ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରୁ ବିଦା ହୋଇଥିଲା। ଏହାପରଠାରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଟି୨୦ ଟିମ୍‌ରେ...

ଭାରତକୁ ଟ୍ରୋଲ କରୁଥିଲେ, ପାଣ୍ଡ୍ୟା ଦେଲେ ମୁହଁତୋଡ ଜବାବ

ଓ୍ବେଲିଂଟନ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ଉଇକେଟ ପରାଜୟ ପରେ ଟିମ ଇଣ୍ଡିଆ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟିମ ଇଣ୍ଡିଆର ଏହି ବିଫଳତାକୁ ପରିହାସ...

ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ଲକ୍ଷ୍ମଣ

ୱେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ୱେଲିଂଟନ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର କାର୍ଯ୍ୟନିର୍ବାହୀ କୋଚ ଭିଭିଏସ ଲକ୍ଷ୍ମଣ ଟି-୨୦ କ୍ରିକେଟରେ ସଫଳତାର ମନ୍ତ୍ର କହିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ...

ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୧ (କ୍ରୀଡ଼ା ପ୍ରତିନିଧି) ପଟିଆସ୍ଥିତ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ ରାଜ୍ୟ ମହିଳା ଚେସ୍‌ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ସ୍ମାରକୀ ମହାନ୍ତି ଚାମ୍ପିୟନ ଏବଂ ୟାସିତା ରାଉତ ରନରଅପ୍‌ ହୋଇଛନ୍ତି। ଜୟଲକ୍ଷ୍ମୀ ସାହୁ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri