ଖେଳ

ଜଗା ୟୁନାଇଟେଡ୍‌ କ୍ଲବ ସେମିରେ

ଢେଙ୍କାନାଳ ଅଫିସ,୧୭ା୧୧: ଢେଙ୍କାନାଳ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସ୍ବର୍ଗତ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ୪ର୍ଥ ସର୍ବଭାରତୀୟ ଆମନ୍ତ୍ରଣ ଫୁଟ୍‌ବଲ ପ୍ରତିଯୋଗିତା ବୁଧବାର ଢେଙ୍କାନାଳରେ...

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ। ଘରୋଇ କ୍ରିକେଟରେ ଚାଲେଞ୍ଜର ଟ୍ରଫି ଏବଂ ଫ୍ରାଞ୍ଚାଇଜ୍‌ଭିତ୍ତିକ ମହିଳା ଆଇପିଏଲ୍‌ ଦେଶର...

ଟେଲିଭିଜନରେ ପ୍ରସାରିତ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳିବ। ତେବେ ଏହି ସିରିଜର ପ୍ରସାରଣ ଟେଲିଭିଜନରେ...

ପୁଅର ଅସ୍ଥିକୁ ମୋ’ ସହ ଘରେ ରଖିଛି, ବିସର୍ଜନ କରିବି ନାହିଁ: ରୋନାଲ୍ଡୋ

ନୂଆଦିଲ୍ଲୀ,୧୬।୧୧: ଭାବବିହ୍ବଳ ହୋଇଛନ୍ତି ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏକ ସାକ୍ଷାତକାରରେ ପୁଅଙ୍କୁ ହରାଇବାର ଦୁଃଖକୁ ସେ ବଖାଣିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ ଖରାପ ମୁହୂର୍ତ୍ତ, ଯାହାକୁ କେବେ ବି ଭୁଲି ହେବ ନାହିଁ। ପୁଅଙ୍କ ସ୍ମୃତି ରଖିବାକୁ...

ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର: ଉପରକୁ ଉଠିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୧୬।୧୧:ଭାରତର ନୂତନ ତାରକା ସୂର୍ଯ୍ୟକୁମାର ଯାଦବ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ତାଙ୍କର ୮୫୯ ରେଟିଂ ପଏଣ୍ଟ ରହିଛି ଏବଂ ଦ୍ୱିତୀୟ ସ୍ଥାନରେ ଥିବା ମହମ୍ମଦ ରିଜୱାନଙ୍କ ଠାରୁ ସେ ୨୩ ପଏଣ୍ଟ ଆଗରେ ଅଛନ୍ତି। ରିଜୱାନରେ ୮୩୬...

ଦୃଷ୍ଟି ଆକର୍ଷଣ କଲା ବିରାଟ କୋହଲିଙ୍କ ଟି-ଶର୍ଟ

ମୁମ୍ବାଇ,୧୬।୧୧: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା। ପ୍ରଶଂସକମାନେ ବିରୁଷ୍କାଙ୍କୁ ଏକାଠି ଦେଖିବାକୁ ସର୍ବଦା ଆଗ୍ରହୀ ଥାନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ କିନ୍ତୁ ଝିଅ...

ଭାବପ୍ରବଣ ହେଲେ କେନ ୱିଲିୟମସନ

ଅକଲାଣ୍ଡ,୧୬।୧୧:ଆଇପିଏଲ ୨୦୨୩ ପାଇଁ ମିନି ନିଲାମ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଦଳ କିଛି ନିଷ୍ପତ୍ତି ନେଇଛି। ହାଇଦ୍ରାବାଦ ଦଳ କେବଳ ଅଧିନାୟକ କେନ ୱିଲିୟମସନଙ୍କୁ ମୁକ୍ତ କରିଛି। ତାଙ୍କ ସହ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ମଧ୍ୟ ଦଳରୁ ଓହରି...

ପରାଜୟକୁ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବାକୁ ପଡିବ: ପାଣ୍ଡ୍ୟା

ଅକଲାଣ୍ଡ,୧୬।୧୧: ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ନିରାଶ ଭାରତୀୟ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ବିଶ୍ୱକପ୍‌ ଭଳି ପ୍ରତିଯୋଗିତାରେ ସେମିଫାଇନାଲରୁ ବାଦ୍‌ ପଡିବା ନିହାତି ଦୁଃଖଦାୟକ। ଟିମ ଇଣ୍ଡିଆକୁ...

ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା

ଭୁବନେଶ୍ୱର, ୧୬ା୧୧(କ୍ରୀଡ଼ା ପ୍ରତିନିଧି): ୨୦୨୨ ଚ୍ୟାଲେଞ୍ଜର ଟ୍ରଫି ମହିଳା କ୍ରିକେଟ ପାଇଁ ମଙ୍ଗଳବାର ୪ଟି ଦଳ ଘୋଷଣା କରାଯାଇଛି। ଭାରତ ‘ଡି’ ଦଳରେ ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଥାନ ପାଇଛନ୍ତି। ଗଞ୍ଜାମ ହିଞ୍ଜିଳିକାଟୁର ପ୍ରିୟଙ୍କା ସମ୍ପ୍ରତି ଇନ୍ଦିରା ମଇଦାନସ୍ଥିତ ଜାଗୃତି...

ଅନ୍ତିମ ଦିବସରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬ା୧୧(ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ର ଅନ୍ତିମ ଦିବସରେ ଓଡ଼ିଶା ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ମଙ୍ଗଳବାର ୧୮ବର୍ଷ ବୟସ ବର୍ଗ ୮୦୦ ମିଟର ଦୌଡ଼ ରେସ୍‌ରେ ଓଡ଼ିଶାର...

ବିବାଦୀୟ କାଷ୍ଟିଲୋ

ଇକ୍ୱେଡର ଏହାର ଚତୁର୍ଥ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ସୋମବାର ସନ୍ଧ୍ୟା ଦଳ ଘୋଷଣା କରିବାର ଶେଷ ସମୟ ରହିଥିଲା। ବିବାଦକୁ ଏଡାଇବାକୁ ଯାଇ କୋଚ୍‌ ଗୁସ୍ତାଭୋ ଅଲ୍‌ଫାରୋ ଡିଫେଣ୍ଡର ବାଇରନ କାଷ୍ଟଲୋଙ୍କୁ ତାଙ୍କ ଦଳରୁ ବାଦ୍‌ ଦେଇଛନ୍ତି।...

ଅମିତ ରୋହିଦାସ ଉପଅଧିନାୟକ

ନୂଆଦିଲ୍ଲୀ,୧୬ା୧୧(ପି.ଟି): ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ପୁରୁଷ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଡ୍ରାଗ ଫ୍ଲିକର ହରମନ୍‌ପ୍ରୀତ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦଳ ଘୋଷଣା ହୋଇଥିବା ବେଳେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଡିଫେଣ୍ଡର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri