ଖେଳ

ସନ୍ନ୍ୟାସ ନିଷ୍ପତ୍ତି ପରିବର୍ତ୍ତନ କରି ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ଷ୍ଟୋକ୍ସ? କୋଚ୍‌ ଦେଲେ ବଡ ବୟାନ

ନୂଆଦିଲ୍ଲୀ,୧୫।୧୧: ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବେନ୍‌ ଷ୍ଟୋକ୍ସ। ଏବେ ସେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳିବା ନେଇ ଆଶା ପ୍ରକଟ କରିଛନ୍ତି କୋଚ୍‌...

ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ଗୁପ୍ତିଲ-ବୋଲ୍ଟ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଓ୍ବେଲିଂଟନ,୧୫।୧୧: ନଭେମ୍ବର ୧୮ରୁ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ ଖେଳିବ । ଏହାକୁ ନେଇ ମଙ୍ଗଳବାର ୧୩ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ। ସିରିଜ ପାଇଁ ଅଭିଜ୍ଞ ମାର୍ଟିନ ଗୁପ୍ତିଲ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ...

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ମଙ୍ଗଳବାର ସମସ୍ତଙ୍କୁ ଜଣାଇଛନ୍ତି। କମିନ୍ସ ଟୁଇଟ୍‌ କରି କହିଛନ୍ତି, ମୁଁ...

ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍‌ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍‌ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ। ହେଲେ ଚଳିତ ବର୍ଷ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଲିଜ କରି...

ସ୍ତ୍ରୀଙ୍କ ପାଇଁ ଭୋଟ ମାଗିଲେ ରବିନ୍ଦ୍ର ଜାଡେଜା

ଗାନ୍ଧୀନଗର,୧୫।୧୧: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଭାରତୀୟ ଜନତା ପାର୍ଟି ଗୁଜରାଟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜାଡେଜା ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜାଡେଜା କହିଛନ୍ତି, ତାଙ୍କ ସ୍ତ୍ରୀ ରିଭାବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୋଏବ

ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଶୋଏବ ସାନିଆଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଫଟୋକୁ ଇନଷ୍ଟାଗ୍ରାମରେ...

ଭାରତ ବିପକ୍ଷ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଅକଲାଣ୍ଡ,୧୫।୧୧: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସିନିୟର ଓପନର୍‌ ମାର୍ଟିନ ଗୁପଟିଲ ଏବଂ ଭେଟେରାନ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ...

ଫିଫା ବିଶ୍ୱକପ୍‌: ଡୋପିଙ୍ଗ୍‌ ପାଇଁ ମୋଓ୍ବାଲାଦ୍‌ ବାଦ୍‌

କାତାର ବିଶ୍ୱକପ୍‌ ପାଇଁ ୨୬ ଜଣିିଆ ସୌଦି ଆରବ ଫୁଟ୍‌ବଲ ଦଳ ଘୋଷଣାର ୪୮ ଘଣ୍ଟା ନ ପୂରୁଣୁ ଡୋପିଙ୍ଗ୍‌ ମାମଲା ଯୋଗୁ ଓ୍ବିଙ୍ଗର ଫହାଦ୍‌ ଅଲ୍‌-ମୋଓ୍ବାଲାଦ୍‌ ବାଦ୍‌ ପଡ଼ିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ମୋଓ୍ବାଲାଦ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌...

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନ୍‌ଙ୍କୁ ୧.୫ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ଏହି...

ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, ୧୫।୧୧ୟ(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସମ୍ପ୍ରତି ଭାରତୀୟ ଦଳର ଉପଅଧିନାୟିକା ଦାୟିତ୍ୱ ତୁଲାଉଥିବା ଦୀପ୍‌ଗ୍ରେସ୍‌ ଓଡ଼ିଶାର ଦ୍ୱାଦଶ ଖେଳାଳି ଭାବେ ଏହି ସମ୍ମାନଜନକ ପୁରସ୍କାର...

ଶରଥ କମଲ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର...

ଉନ୍ମୋଚିତ ହେଲା ପ୍ୟାରିସ୍‌ ଅଲିମ୍ପିକ୍ସ ମାସ୍କଟ

ପ୍ୟାରିସ୍‌,୧୪ା୧୧: ୨୦୨୪ରେ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପାଇଁ ମାସ୍କଟ ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାଇଁ ଫ୍ରିଜିଆନ୍‌ କ୍ୟାପ୍‌କୁ ଅଲିମ୍ପିକ୍ସ ମାସ୍କଟ ଭାବରେ ଘୋଷଣା କରାଯାଇଛି। ପାରମ୍ପରିକ ଭାବେ ପଶୁ ପକ୍ଷୀଙ୍କୁ ମାସ୍କଟ ଘୋଷଣା କରାଯାଉଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri