ଖେଳ

ମୁମ୍ବାଇ ଇଣ୍ଡିଆନ୍ସରୁ ପୋଲାର୍ଡ ରିଲିଜ, ଶାର୍ଦ୍ଦୁଳଙ୍କୁ ନେଲା କୋଲ୍‌କାତା

ନୂଆଦିଲ୍ଲୀ,୧୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଡିସେମ୍ବର ୨୩ରେ ଏହାକୁ ନେଇ ମିନି ଅକ୍ସନ କୋଚିରେ ହେବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ସମସ୍ତ ୧୦ ଟିମ୍‌କୁ ନିଜର ରିଟେନ୍‌ଶନ ତାଲିକା ଦେବାକୁ...

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଚାଲିଛି ଫ୍ଲର୍ଟିଂ !

ଓ୍ବେଲିଂଟନ,୧୪।୧୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା। ଏହାର ପରିଣାମସ୍ବରୂପ ଦଳ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଜିତିବା ସ୍ବପ୍ନ ପୂରଣ କରିପାରି ନ ଥିଲା। ସେଠାରୁ ଫେରିବା ପରେ...

କ୍ରିକେଟର ଏହି ଫର୍ମାଟରୁ ସନ୍ୟାସ ନେବାର ସଙ୍କେତ ଦେଲେ ଓ୍ବାର୍ନର

ନୂଆଦିଲ୍ଲୀ,୧୪।୧୧: ଆସନ୍ତାବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି ଆକ୍ରମଣାତ୍ମକ ଅଷ୍ଟ୍ରେଲିୟ ଓପନର ଡେଭିଡ୍‌ ଓ୍ବାର୍ନର। ହେଲେ ସେ ସୀମିତ ଓଭର ଫର୍ମାଟରେ ଖେଳିବା ଜାରି ରଖିବାର ସମ୍ଭାବନା ରହିଛି। ଓ୍ବାର୍ନର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ବୋଧହୁଏ...

‘କୌଣସି ବିଦେଶୀ ଲିଗ୍‌ରେ ନ ଖେଳିବା ଭାରତ ବିଫଳତାର ପ୍ରମୁଖ କାରଣ’

ନୂଆଦିଲ୍ଲୀ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୨ରେ ସେମିଫାଇନାଲରୁ ବିଦା ହୋଇ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ବିଦେଶୀ ଟି୨୦ ଲିଗ୍‌ରେ ନ ଖେଳିବାର ପରିଣାମ ଭାରତ ଭୋଗିଛି ବୋଲି କୁହାଯାଉଛି। ଅନ୍ୟ ଦେଶର ଖେଳାଳିମାନେ ବିଗ୍‌ ବ୍ୟାସ୍‌ ଲିଗ୍‌ ପରି...

ଅଖତରଙ୍କ ଭବିଷ୍ୟବାଣୀ: ଭାରତରେ ଉଠାଇବୁ କପ୍‌

ଇସଲାମାବାଦ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ଟାଇଟଲ ଜିତିବା ଆଶା ଧୂଳିସାତ୍‌ ହୋଇଛି। ଫାଇନାଲରେ ଇଂଲଣ୍ଡଠାରୁ ୫ ଉଇକେଟ୍‌ରେ ପରାସ୍ତ ହୋଇଛି ପାକିସ୍ତାନ। ଇଂଲଣ୍ଡ ପ୍ରଥମ କ୍ରିକେଟ ଦଳ ହୋଇ ଏକକାଳୀନ ଉଭୟ ଦିନିକିଆ ଏବଂ ଟି-୨୦ ବିଶ୍ୱକପ...

କୋଚ ଭାବେ ଇତିହାସ ରଚିଲେ ମାଥ୍ୟୁ ମୋଟ

ମେଲବୋର୍ନ,୧୪।୧୧: ଅଷ୍ଟ୍ରେଲିଆର ମାଥ୍ୟୁ ମୋଟ ରବିବାର ଇତିହାସ ରଚିଛନ୍ତି। ସେ ଗୋଟିଏ ବର୍ଷରେ ଦୁଇଟି ବିଶ୍ୱକପ ଜିତିବାରେ ପ୍ରଥମ କୋଚ ହୋଇଛନ୍ତି। ତାଙ୍କ କୋଚିଂ ଅଧୀନରେ ଇଂଲଣ୍ଡ ଦଳ ମେଲବୋର୍ନରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ମୋଟ ଚଳିତ...

ଟି-୨୦ ବିଶ୍ୱକପ୍‌ରେ କେଉଁ ଦଳକୁ ମିଳିଲା କେତେ ଟଙ୍କା, ଜାଣନ୍ତୁ

ମେଲବୋର୍ନ,୧୪।୧୧: ଟି-୨୦ ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିବା ପରେ ଟାଇଟଲ ଜିତିଥିବା ଇଂଲଣ୍ଡ ଦଳ ୧.୬ ମିଲିୟନ ଡଲାର୍‌ (ପ୍ରାୟ ୧୩.୦୫ କୋଟି ଟଙ୍କା) ପାଇଛି। ଏଥି ସହିତ...

ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ

ସମ୍ବଲପୁର,୧୪ା୧୧(ବ୍ୟୁରୋ): ଖଟେଶ୍ୱର ପାଣ୍ଡେ ସ୍ମାରକୀ ଦଶମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରସ୍ଥିତ ଡା. ଝସକେତନ ସାହୁ ସନ୍ତରଣାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସମେତ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଓ ବୌଦ୍ଧ ଜିଲାରୁ ୧୫୦ ଜଣ ପ୍ରତିଯୋଗୀ...

ରାଜ୍ୟ ସବ୍‌ଜୁନିୟର ଚେସ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ରାଜ୍ୟ ୧୩ ବର୍ଷରୁ କମ୍‌ (ବାଳିକା ଓ ଓପନ୍‌) ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଆରମ୍ଭ ହୋଇଛି। ରାଜ୍ୟର ୧୬ ଜିଲାରୁ ମୋଟ ୧୨୩ (୩୫...

ତୃତୀୟ ଦିବସରେ ଓଡ଼ିଶାକୁ ୨ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ ଓଡ଼ିଶା ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ୧୬ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ...

୨୧ କି.ମି. ସନ୍ତରଣ କରି ଜିୟାଙ୍କ ରେକର୍ଡ

ବାଲୁଗଁ।,୧୪।୧୧(ଡି.ଏନ୍‌.ଏ.): ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲିକାରେ ରବିବାର ୧୩ ବର୍ଷୀୟା ଦିବ୍ୟାଙ୍ଗ ସନ୍ତରଣକାରୀ ଜିୟା ରାୟ ୨୧ କିଲୋମିଟର ସନ୍ତରଣ କରି ରେକର୍ଡ ସୃଷ୍ଟି କରିଛନ୍ତି ା ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ର କାଳିଜାଈ ମନ୍ଦିର ନିକଟରୁ...

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri