ନୂଆଦିଲ୍ଲୀ,୯।୧୧: ଟୁଇଟର ପରେ ଫେସବୁକ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ(ମେଟା) ବୁଧବାର ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଞ୍ଜୁରି ଦେଇଛି। ଏନେଇ...
ସିଡନୀ,୯।୧୧: ପାକିସ୍ତାନ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସେମିଫାଇନାଲ ମୁକାବିଲାରେ ୭ ଉଇକେଟରେ ବିଜୟ ଲାଭ କରିଛି। ତେବେ ଏହି ମୁକାବିଲା ପୂର୍ବରୁ ଏକ ଭିନ୍ନ ଦୃଶ୍ୟ...
ଆଡିଲେଡ,୯।୧୧: ଟି-୨୦ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି। ନଭେମ୍ବର ୨ ଆଡିଲେଡରେ ଅଭ୍ୟାସ ଅଧିବେଶନରେ ତାଙ୍କ ଡାହାଣ...
Archives
Model This Week
ପିଲାଙ୍କ ଧରିତ୍ରୀ