ଖେଳ

ଟି-୨୦ ବିଶ୍ୱକପ୍‌: ଟସ୍‌ ଜିତିଲା ଭାରତ

ମେଲବୋର୍ନ,୬।୧୧: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ର ଶେଷ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାୱେ...

ସେମିଫାଇନାଲରେ ପାକିସ୍ତାନ…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଓ୍ବିକେଟରେ ପରାଜିତ କରିଛି। ଏହା ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ସ୍ବଦେଶ ଫେରିବା ବଦଳରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର

ସିଡନୀ,୬।୧୧: ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍‌ କ୍ରିକେଟର ଦାନୁଷ୍କା ଗୁନାଥିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। କହିରଖୁଛୁ, ଶ୍ରୀଲଙ୍କା ଟିମ୍‌ ଟି୨୦...

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮ ରନ୍‌…

ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ନେତୃତ୍ୱରେ...

ସେମିଫାଇନାଲରେ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୬।୧୧ : ରବିବାର ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ-୨ ରୁ ଶେଷ -୪ରେ ପହଞ୍ଚିବାରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ହୋଇଛି। ଚାରିଟି ମ୍ୟାଚରେ...

ଦକ୍ଷିଣ ଆଫ୍ରିକା ବିଶ୍ୱକପରୁ ବାହାର, ନେଦରଲାଣ୍ଡ ଜିତିଲା…

ମୋଲବୋର୍ନ,୬।୧୧ : ରବିବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଆଡିଲେଡରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଦଳ ପରାଜିତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଆଫ୍ରିକୀୟ ଦଳକୁ ଏହି...

ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…

ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨ ଟି-୨୦ ବିଶ୍ୱକପ୍‌ ଫର୍ମାଟ ଅନୁସାରେ ଭାରତ ସେମିଫାଇନାଲ ଖେଳିବା ଆଶା ରହିଥିବାବେଳେ...

ଜିମ୍ବାଓ୍ବେ ପ୍ରସ୍ତୁତ: ଅଧିନାୟକ କହିଲେ‘ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ କ’ଣ କେବେ ମିଳେ’

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାର ସୁପର-୧୨ ଚରଣରେ ନିଜର ଅନ୍ତିମ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଦଳ ଜିମ୍ବାଓ୍ବେକୁ ଭେଟିବ। ଭାରତୀୟ ଟିମ୍‌ ଅଙ୍କ ତାଲିକା ଶୀର୍ଷରେ ଥିବାରୁ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା...

ପାକିସ୍ତାନକୁ ଫସାଇବା ଭଳି ଯଦି ଜିମ୍ବାଓ୍ବେ ବାଜି ମାରି ନିଏ, ମଉଳିଯାଇପାରେ ଭାରତର ସେମିଫାଇନାଲ ଆଶା…

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ସୁପର-୧୨ ଚରଣର ଅନ୍ତିମ ମୁକାବିଲା ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ଏବେ ଦଳ ଗ୍ରୁପ୍‌ର ଶୀର୍ଷରେ ରହିଥିବା ଯୋଗୁ ଯଦି ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍‌ ଜିତିଯାଏ ତେବେ ସିଧା ସେମିଫାଇନାଲକୁ ଯିବ। ରବିବାର ଅନୁଷ୍ଠିତ...

ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସେମିଫାଇନାଲରେ ପହଞ୍ଚିିଲା…

ସିଡନୀ,୫।୧୧ : ଶନିବାର ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୧୯.୪ ଓଭରରେ ୬ ଓ୍ବିକେଟ ହରାଇ ଧାର୍ଯ୍ୟ ୧୪୪...

ବିସିସିଆଇ-ଆର୍‌ସିବିର ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟଜଗତରେ ଯେଉଁ କେତେଜଣ କ୍ରିକେଟର ଲୋକପ୍ରିୟତା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଜଣେ। ତାଙ୍କୁ କିଏ କୁହେ ‘ରନ୍‌ ମେଶିନ’ ତ କିଏ କୁହେ ‘ଚେଜ୍‌ ମାଷ୍ଟର’। ଶନିବାର ସେ ନିଜର ୩୪ତମ ଜନ୍ମଦିନ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୨ ରନ୍‌…

ସିଡନୀ,୫।୧୧ : ଶନିବାର ଦିନ ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁପର -୧୨ରେ ଗ୍ରୁପ -୧ ର ଏହା ହେଉଛି ଶେଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri