ଖେଳ

ଗୋଆ, ତେଲଙ୍ଗାନା, ରାଜସ୍ଥାନ ସେମିରେ

ଅନୁଗୋଳ ଅଫିସ, ୫ା୧୧: ଅନୁଗୋଳ ସହର କଦମ ପଡ଼ିଆଠାରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆ, ଶ୍ରୀନିଧି ଡେକାନ୍‌ ଏଫ୍‌ସି ତେଲଙ୍ଗାନା...

ସୁନୀତାଙ୍କୁ ଦିଲୀପ ତିର୍କୀ ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୫ା୧୧(ସ୍ପୋଟର୍‌ସ ବ୍ୟୁରୋ): ଦିଲୀପ ତିର୍କୀ ସ୍ପୋଟର୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେଶନ୍‌ (ଡିଟିଏସ୍‌ଆରଡି) ଓ ହେଲ୍‌ଥ ଅନ୍‌ ଟପ୍‌ ପକ୍ଷରୁ ହକି ଖେଳାଳି ସୁନୀତା ଲୁଗୁନଙ୍କୁ ସହାୟତା କରାଯାଇଛି। ଶୈଶବରୁ ହକି ଖେଳୁଥିବା ସୁନୀତା ଜାତୀୟ ଦଳ ପାଇଁ ଖେଳିବାର...

ଭାରତ ୭-୪ରେ ନ୍ୟୁଜିଲାଣ୍ଡକୁ ହରାଇଲା

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଗୋଲ ଏବଂ ପେନାଲ୍ଟି କର୍ନର ବର୍ଷା ମଧ୍ୟରେ ଘରୋଇ ଦଳ ବିଜୟୀ ହୋଇଛି। ଅଧିନାୟକ ହରମନପ୍ରୀତ ସିଂ ଓ ସେଲଭାମ୍‌ କାର୍ଥିଙ୍କ ଡବଲ ଗୋଲ ବଳରେ...

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ୮ଟି...

ଭାରତ ପୁରୁଷ ଦଳ ପ୍ରଥମ ଥର ଜିତିଲା ସ୍ବର୍ଣ୍ଣ

ଚେଅଙ୍ଗଜୁ (ଦକ୍ଷିଣ କୋରିଆ), ୫ା୧୧(ପି.ଟି.): ଏସିଆନ ସ୍କ୍ବାଶ ଟିମ୍‌ ଚାମ୍ପିୟନଶିପ୍‌ରେ ସୌରଭ ଘୋସାଲଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୦ରେ କୁଏଟକୁ ପରାସ୍ତ କରିଛି। ରମିତ...

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୋନି

ଚେନ୍ନାଇ,୫ା୧୧(ପି.ଟି.): ଆଇପିଏସ୍‌ ଅଫିସର ଜି. ସମ୍ପତ କୁମାରଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ମ୍ୟାଚ ଫିକ୍ସିଂ ମାମଲାରେ ବିବାଦୀୟ ବୟାନ ଏବଂ କୋର୍ଟଙ୍କ ଅବମାନନାକୁ ନେଇ ଧୋନି କୋର୍ଟଙ୍କ ଦ୍ୱାରସ୍ଥ...

ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ବିଜୟ

ଆଡିଲେଡ୍‌,୫ା୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଘରୋଇ ଦଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ସହିତ ଏହାର ଅଭିଯାନ ଶେଷ କରିଛି। ରଶିଦ୍‌ ଖାନଙ୍କ ବିସ୍ଫୋରକ ବ୍ୟାଟିଂ ଝଡକୁ ସାମ୍ନା କରିଥିବା ଅଷ୍ଟ୍ରେଲିଆ ଶେଷ ଓଭରରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲେ...

ବିରାଟ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ଖେଳାଳି, କହିଲେ କାଲି ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ

ଇସଲାମାବାଦ/ନୂଆଦିଲ୍ଲୀ,୫ ।୧୧: ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ନଭେମ୍ବର ୫ରେ ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଶନିବାର ସେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରିବେ । ହେଲେ ଏହା ପୂର୍ବରୁ ତାଙ୍କ...

ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ପଦ ଛାଡ଼ିଲେ ନବୀ

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆଫଗାନିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାକୁ ନେଇ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୁକ୍ରବାର ଅନ୍ତିମ ମ୍ୟାଚ୍‌ରେ ଆଫଗାନ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଛି। ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ...

ଜୋସୁଆଙ୍କ ହ୍ୟାଟ୍ରିକ୍‌

ଆଡିଲେଡ୍‌,୪ା୧୧: ଷଷ୍ଠ ବୋଲର ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଛନ୍ତି ଆୟର୍ଲାଣ୍ଡର ଜୋସୁଆ ଲିଟିଲ୍‌। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୧୨ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ଲିଟିଲ। ଏହା ସହିତ ଚଳିତ ବିଶ୍ୱକପ ସଂସ୍କରଣର ଦ୍ୱିତୀୟ ହ୍ୟାଟ୍ରିକ ଅର୍ଜନ...

ଭାରତ ବିପକ୍ଷରେ କରିଥିଲେ ବିସ୍ଫୋରକ ବ୍ୟାଟିଂ; ଲିଟନ ଦାସଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି…

ଆଡିଲେଡ୍‌,୪।୧୧: ଭାରତ ବିପକ୍ଷ ବିଶ୍ୱକପ୍‌ ସୁପର-୧୨ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବାଲାଂଦେଶ କ୍ରିକେଟର ଲିଟନ ଦାସ। ଏହାକୁ ନେଇ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ସେ...

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ ଋଷଭ ପନ୍ତ ଅପେକ୍ଷାରେ ଅଛନ୍ତି। ଏହି ନିଷ୍ପତ୍ତିକୁ ଅନେକେ ନାପସନ୍ଦ କରୁଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri