ଖେଳ

ଶିଖର ଧାୱନଙ୍କୁ ମିଳିଲା ପୁଣି ନୂଆ ଦାୟୀତ୍ୱ

ଚଣ୍ଡିଗଡ଼,୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଟାଇ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନୂତନ ଅଧିନାୟକ ଭାବେ ଚୟନ କରିଛି। ବୁଧବାର ଫ୍ରାଞ୍ଚାଇଜ୍‌ ବୋର୍ଡ ବୈଠକରେ ଧାୱନଙ୍କ ନାମକୁ ଅନୁମୋଦନ...

ସେମିଫାଇନାଲରେ ନ୍ୟୁଜିଲାଣ୍ଡ

ପର୍ଥ,୪।୧୧: ଅଧିନାୟକ କେନ ୱିଲିୟମସନଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଟି -୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଗ୍ରୁପ ୧ ମ୍ୟାଚରେ ଆୟର୍ଲାଣ୍ଡକୁ ୩୫ ରନ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ଟିକେଟ୍‌...

ଫିଫା ଟୁର୍ନାମେଣ୍ଟର ସ୍ମରଣୀୟ ସ୍ମୃତି

ଭାରତରେ ପ୍ରଥମଥର ପାଇଁ ଆୟୋଜିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଛି। ଚାମ୍ପିୟନ ସ୍ପେନ୍‌ଠାରୁ ଆରମ୍ଭ କରି ଫାଇନାଲିଷ୍ଟ କଲମ୍ବିଆ, ବ୍ରୋଞ୍ଜ ମେଡାଲିଷ୍ଟ ନାଇଜେରିଆ ଏବଂ ପଦାର୍ପଣକାରୀ ମରକ୍କୋ ଓ ତାଞ୍ଜାନିଆ ପର୍ଯ୍ୟନ୍ତ...

ପଣ୍ଟିଂଙ୍କ ଭବିଷ୍ୟବାଣୀ: ଏହି ଦୁଇ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ

ପର୍ଥ,୪।୧୧: ଟି-୨୦ ବିଶ୍ୱକପ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। କେତେକ ଦଳ ଏହି ସମ୍ମାନଜନକ ଟୁର୍ନାମେଣ୍ଟରୁ ପ୍ରାୟ ବାଦ୍‌ ପଡିଥିବାବେଳେ ଅନେକ ଦଳ ଯୋଗ୍ୟତା ଅର୍ଜନ ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। କେଉଁ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା...

ଯୋଡ଼ିହେବେ ୨.୫ କୋଟି ପିଲା

ଢେଙ୍କାନାଳ ଅଫିସ,୪।୧୧: ଏବେକାର ପିଲା ଇଣ୍ଟରନେଟ୍‌ ଓ ଟେଲିଭିଜନ ମଧ୍ୟରେ ଅଟକିଯାଉଛନ୍ତି। ସେମାନଙ୍କୁ ପଡ଼ିଆକୁ ଆଣିବା ଏବଂ ବିଭିନ୍ନ ଖେଳରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଫୁଟ୍‌ବଲ ଖେଳକୁ ପ୍ରୋତ୍ସାହିତ କରିବା ଲାଗି ସାରା ଦେଶରେ ୧୦ ଲକ୍ଷ...

ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍‌ ଓ ମହିଳା କାଟେଗୋରିରେ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରଜ୍ଞାନନ୍ଦ ୯ମ ତଥା ଫାଇନାଲ ରାଉଣ୍ଡରେ ନିଜ...

ପେନାଲ୍ଟିକୁ ହରମନ୍‌ପ୍ରୀତଙ୍କ ଗୁରୁତ୍ୱ

ଭୁବନେଶ୍ୱର,୪ା୧୧ (ସ୍ପୋଟର୍‌ସ ବ୍ୟୁରୋ):ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରୋ ହକି ଲିଗ୍‌ରେ ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ଗୁରୁବାର ଖବରଦାତା ସମ୍ମିଳନୀରେ ପେନାଲ୍ଟି କର୍ନର ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌ ଓ ହରମନ୍‌ପ୍ରୀତ ସିଂ।...

ରାହିଲଙ୍କ ପାଇଁ ୮ ବର୍ଷ ପ୍ରତୀକ୍ଷାର ଅବସାନ

ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍‌ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର...

‘ଭାରତକୁ ହରାଇଲେ ଜିମ୍ବାଓ୍ବେ ଖେଳାଳିଙ୍କୁ ବାହାହେବି’

ନୂଆଦିଲ୍ଲୀ: ଏବେ ଟି-୨୦ ବିଶ୍ୱ କପ୍‌ ଚାଲୁଥିବାବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟୁଇଟ୍‌ ସାମ୍‌ନାକୁ ଆସିଛି। ଅଭିନେତ୍ରୀ ଶେହର ସିନୱାରୀ ତାଙ୍କ ଟୁଇଟ୍‌ରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବାବଦରେ ଟିପ୍ପଣୀ ଦେଇଛନ୍ତି। ସେ...

ପାକିସ୍ତାନର ସେମି ଆଶା ଉଜ୍ଜୀବିତ

ସିଡ୍‌ନି,୩।୧୧: ସିଡ୍‌ନିଠାରେ ଗୁରୁବାର ଟି-୨୦ ବିଶ୍ବକପର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୫...

ଟସ୍‌ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ…

ମେଲବୋର୍ନ,୩।୧୧ : ଟି-୨୦ ବିଶ୍ୱକପର ୩୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗୁରୁବାର ମୁହାଁମୁହିଁ ହୋଇଛନ୍ତି। ସିଡନୀରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ବାବର ଆଜମ୍‌ଙ୍କ...

କମିଲା ରୋନାଲଡୋ, କୋହଲିଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୩।୧୦: ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବିରାଟ କୋହଲିଙ୍କ ଫଲୋଅର୍ସ ସଂଖ୍ୟା କମିଯାଇଛି। ବୈଷୟିକ ତ୍ରୁଟି ଯୋଗୁ ଉଭୟଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ଏହି ବୈଷୟିକ ତ୍ରୁଟି ହେତୁ ଲୋକମାନେ ସେମାନଙ୍କର ପୋଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri