ଖେଳ

ଜିମ୍ବାଓ୍ବେ ବିଶ୍ୱକପରୁ ବାହାର, ୫ ଓ୍ବିକେଟରେ ଜିତିଲା ନେଦରଲାଣ୍ଡ…

ନୂଆଦିଲ୍ଲୀ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚରେ ନେଦରଲାଣ୍ଡ ୫ ଓ୍ବିକେଟରେ ଜିତିଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭...

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି। ଭାରତ...

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୮ ରନ…

ମେଲବୋର୍ନ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚ ଖେଳାଯାଉଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାୱେ ଦଳ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌...

ପୂର୍ବାଞ୍ଚଳ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଜାତୀୟ ରୋଲବଲ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌)ର ଦ୍ୱିତୀୟ ସଂସ୍କରଣ ଆସାମର ଗୁଆହାଟୀଠାରେ ଚଳିତ ମାସ ୪ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ମନୋନୀତ ହୋଇଛି।...

‘ୟୁରୋପରେ ତାଲିମ ପାଇଁ ଆର୍ଥିକ ପ୍ରୋତ୍ସାହନ ସହାୟକ ହେବ’

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ଅଦମ୍ୟ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶାର ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା। ତାଙ୍କୁ ଏବେ ସହାୟତାର ହାତ ବଢ଼ାଇଛି ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମ। ସ୍ନୋ, ସ୍କି...

ଅଫ୍‌ଲାଇନ୍‌ରେ ଉପଲବ୍ଧ ହେଲା ଓଏଫ୍‌ସି ଜର୍ସି

ଭୁବନେଶ୍ୱର,୨ା୧୧(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୨୦୨୨-୨୩ ସିଜନ୍‌ ପାଇଁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଫ୍ରାଞ୍ଚାଇଜ ପକ୍ଷରୁ ଏହାର ଜର୍ସି ଅଫ୍‌ଲାଇନରେ ଲଞ୍ଚ କରାଯାଇଛି। କ୍ଲବ୍‌ ପକ୍ଷରୁ ୩ଟି କିଟ୍‌ ଲଞ୍ଚ କରାଯାଇଥିବା ବେଳେ ଅଫ୍‌ଲାଇନରେ ବିକ୍ରି ପାଇଁ ମଧ୍ୟ...

ଆଜି ବାଂଲାଦେଶକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଆଡିଲେଡ,୨।୧୧: ଟି-୨୦ ବିଶ୍ୱକପ ସୁପର ୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ବାଂଲାଦେଶକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଆଡିଲେଡରେ ଖେଳାଯିବ। ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ...

ଟିମ୍‌ ଇଣ୍ଡିଆରେ ଚୟନର ଉତ୍ସବ ପାଳିଲେ ଶୁଭମନ; ୫୭ ବଲ୍‌ରେ ମାରିଲେ ୧୨୬ ରନ୍‌…

ନୂଆଦିଲ୍ଲୀ,୧।୧୧: ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କ ଚୟନ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ବିପକ୍ଷ ସିରିଜ ଲାଗି କରାଯାଇଛି। ସୋମବାର ଏନେଇ ଘୋଷଣା ହେବା ପରେ ମଙ୍ଗଳବାର ସେ ବଡ ସ୍କୋର କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିର...

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି ଆଶା କରାଯାଉଛି। ଏମିତିରେ ବାଲାଂଦେଶ ବିପକ୍ଷରେ ନଭେମ୍ବର ୨ରେ ଦଳ ଚତୁର୍ଥ ମ୍ୟାଚ୍‌...

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର ପିଛା କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍‌...

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୮୦…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ବ୍ରିସବେନରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଇଂଲଣ୍ଡ ୬ ଓ୍ବିକେଟ ହରାଇ ୧୭୯ ରନ୍‌...

ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…

ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଆଠ ୱିକେଟ ହରାଇ ଆଫଗାନିସ୍ତାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri