ଖେଳ

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି...

ଇଂଲଣ୍ଡର ସହଜ ବିଜୟ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୩ ରନ୍‌ର ପିଛା କରି ଇଂଲଣ୍ଡ ୧୮.୧ ଓଭରରେ ୫ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ...

ଅବିଶ୍ୱସନୀୟ କ୍ୟାଚ୍‌! ଅଷ୍ଟ୍ରେଲିଆ ବିପକ୍ଷରେ ଫିଲିପ୍ସ ହେଲେ ‘ସୁପରମ୍ୟାନ୍‌’…

ସିଡନୀ,୨୨।୧୦: ଅଷ୍ଟ୍ରେଲିଆରେ ଚାଲୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ସୁପର-୧୨ ମୁକାବିଲା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୮୯ରନ୍‌ରେ ବୃହତ ବିଜୟ ଲାଭ କରିଛି।...

ଇଂଲଣ୍ଡ ପାଇଁ ୧୧୩ ରନ୍‌ର ଟାର୍ଗେଟ…

ମେଲବୋର୍ନ,୨୨।୧୦ :ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡ ଦଳକୁ ୧୧୩ ରନ୍‌ର ଟାର୍ଗେଟ ଦେଇଛି। ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ...

ରଣନୀତିକୁ ନେଇ ଚମକାଇଲେ ରୋହିତ, ବିଶ୍ୱକପ୍‌ର ପ୍ରତିଟି ମ୍ୟାଚ୍‌ରେ ଭାରତ ଏକାଦଶରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମହାମୁକାବିଲା ଅନୁଷ୍ଠିତ ହେବ। ସୁପର-୧୨ ଗ୍ରୁପ୍‌ରେ ଉଭୟ ଟିମ୍‌ର ଏହା ପ୍ରଥମ ମ୍ୟାଚ୍‌। ଏହାକୁ ନେଇ ଉଭୟ ଟିମ୍‌ ଭିନ୍ନ ରଣନୀତି ଆପଣାଉଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ...

୮୯ ରନ୍‌ରେ ଅଷ୍ଟ୍ରେଲିଆ ପରାଜିତ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୮୯ ରନ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ...

ଅଷ୍ଟ୍ରେଲିଆ ଆଗରେ ୨୦୧ ରନ୍‌ର ବିଜୟ ଟାର୍ଗେଟ

ସିଡ୍‌ନୀ,୨୨।୧୦: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡର ଶନିବାର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦...

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ସିଡନୀ,୨୨।୧୦: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ଅରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର, ୨୨ା୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଘଟାଇଛି ନାଇଜେରିଆ। ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାକୁ ପେନାଲ୍ଟି ଶୁଟ୍‌ଆଉଟ ୪-୩ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଏହି...

ଜାତୀୟ ସେଲିଂରେ ନାରାୟଣଙ୍କୁ ବ୍ରୋଞ୍ଜ

ପାରାଦୀପ, ୨୨ା୧୦(ସ୍ବ.ପ୍ର.): ମୁମ୍ବାଇର ମାରଭେଠାରେ ଗତ ୧୬ ରୁ ଚାଲିଥିବା ଜାତୀୟ ସେଲିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ନାରାୟଣ ମୁଣ୍ଡା ଶୁକ୍ରବାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖେଳରେ ସେ ତୃତୀୟ ସ୍ଥାନ ପାଇଛନ୍ତି ବୋଲି ଓଡିଶା ୟାଚିଂ କ୍ଲବର...

ଭାରତୀୟ ଦଳରେ ଓଡ଼ିଶାର ନକୁଳ ବଡ଼ନାୟକ

ବେଙ୍ଗାଲୁରୁ, ୨୨ା୧୦(ପି.ଟି.): ଦୃଷ୍ଟିବାଧିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ତୃତୀୟ ସଂସ୍କରଣରେ ଖେଳିବା ଲାଗି ଶୁକ୍ରବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ନକୁଳ ବଡ଼ନାୟକ ସ୍ଥାନ ପାଇଛନ୍ତି। ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତ ଭାରତରେ ହେବାକୁଥିବା...

ପ୍ରୋ-ଲିଗ୍‌ ବିଜେତାଙ୍କୁ ଏଣିକି ବିଶ୍ୱକପ୍‌, ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୨୨ା୧୦(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ସିଜନରେ ଉଭୟ ପୁରୁଷ ଓ ମହିଳା କାଟେଗୋରି ବିଜେତା ୨୦୨୬ ବିଶ୍ୱକପ୍‌ ଓ ୨୦୨୮ ଅଲିମ୍ପିକ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିଇଓ ଥିଏରୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri