ଖେଳ

ଇଞ୍ଜୁରି ସମସ୍ୟାର ସମାଧାନ ଜରୁରୀ: ବିନ୍ନି

ବେଙ୍ଗାଲୁରୁ, ୨୧ା୧୦ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ସଭାପତି ରୋଜର ବିନ୍ନି ଇଞ୍ଜୁରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ୩ ଦିନ ପୂର୍ବରୁ ଇଞ୍ଜୁରି ଯୋଗୁ...

ଏକତା ବିଷ୍ଟଙ୍କୁ ୭ ଉଇକେଟ

ମୁମ୍ବାଇ,୨୧ା୧୦: ଭାରତୀୟ ଦଳର ସ୍ପିନର ତଥା ଉତ୍ତରାଖଣ୍ଡ ଦଳର ଅଧିନାୟିକା ଏକତା ବିଷ୍ଟ ସିନିୟର ମହିଳା ଟି ୨୦ରେ କ୍ୟାରିୟର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଝାଡଖଣ୍ଡ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ସହିତ ମାତ୍ର ୮ ରନ୍‌ ବ୍ୟୟ...

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଅନ୍ତିମ...

ଗୀତ ଗାଇ ଗାଇ ଜବରଦସ୍ତ ଛକା ମାରୁଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୦।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଆଜି ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେ। ନିଜ ସମୟରେ ଆକ୍ରାମକ ବ୍ୟାଟିଂକୁ ନେଇ ସେ ଜଣାଶୁଣା ଥିଲେ।...

ପାକିସ୍ତାନ ଗସ୍ତ ବିଷୟରେ ନିଷ୍ପତ୍ତି ନେବ ଗୃହ ମନ୍ତ୍ରଣାଳୟ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଥିବା ଭାରତୀୟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ କହିଛନ୍ତି, ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ...

ପାକିସ୍ତାନ ସହ ମୁକାବିଲା ଲାଗି କେତେ ଦୂର ପ୍ରସ୍ତୁତ ଟିମ୍‌ ଇଣ୍ଡିଆ, ଅକ୍ଟୋବର ୨୩ରେ ହାଇ ଭୋଲଟେଜ୍‌ ମ୍ୟାଚ୍‌…

ମେଲବୋର୍ନ,୨୦।୧୦ : ଟି -୨୦ ବିଶ୍ୱକପରେ ଭାରତୀୟ ଦଳର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ରବିବାର ହେବାକୁ ଯାଉଛି। ଗତ ବର୍ଷ ମଧ୍ୟ ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏବଂ ଟିମ ଇଣ୍ଡିଆକୁ ୧୦...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା

ସିଡନୀ,୨୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି। ତେବେ ତାଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସିଡ୍‌ନୀରେ...

ପୁଣି ହୃଦୟ ଜିତିଲେ ଧୋନୀ

ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି। ଧୋନୀଙ୍କ ଫଟୋ-ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ନିକଟରେ ଏହିପରି ଗୋଟିଏ ଭିଡିଓ ରାଞ୍ଚିରୁ...

ହକି ପ୍ରୋ-ଲିଗ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ପାଖାପାଖି ୨ ବର୍ଷ ବ୍ୟବଧାନରେ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସ ଦ୍ୱାର ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ଭୁବନେଶ୍ୱର ଭେନ୍ୟୁ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଇତିମଧ୍ୟରେ ଆରମ୍ଭ ହୋଇଛି।...

ବିସିସିଆଇ ଅଧ୍ୟକ୍ଷ ହେବା ପରେ ଶ୍ୱଶୁର ରୋଜର ବିନ୍ନିଙ୍କୁ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲେ ବୋହୂ

ନୂଆଦିଲ୍ଲୀ,୧୯।୧୦: ଭାରତର ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ମଙ୍ଗଳବାର ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବାକୁ ନେଇ ବିନ୍ନିଙ୍କ ନିକଟକୁ ଶୁଭେଚ୍ଛାର ସୁଅ...

ଏବେଠୁ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜି ହେଲେଣି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର; ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର। ଉଭୟ ଟିମ୍‌ ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଏହି ଟିମ୍‌ ମଧ୍ୟରେ ମ୍ୟାଚ୍‌ର କ୍ରେଜ୍‌ କେବଳ...

ତେନ୍ଦୁଲକରଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ ସେମିଫାଇନାଲ ଖେଳିବେ ଏହି ୪ ଟିମ୍‌…

ନୂଆଦିଲ୍ଲୀ,୧୯।୧୦: ଟି୨୦ ବିଶ୍ୱକପ୍‌କୁ ନେଇ ଆରମ୍ଭ ହେଲାଣି ଗଣନା। ସମସ୍ତ କ୍ରିକେଟର ନିଜର ପସନ୍ଦର ଟିମ୍‌କୁ ଫାଇନାଲରେ ଦେଖିବାକୁ ଚାହାନ୍ତି। ଏହି କ୍ରମରେ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଭାରତୀୟ ଟିମ୍‌ ବିଶ୍ୱକପ୍‌ ବିଜେତା ହେଉ ବୋଲି ଚାହୁଁଥିବା କହିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri