ଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୭।୧୦: ଟି-୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭ ହୋଇଛି। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଏକ ବଡ଼ ଅସନ୍ତୋଷ ଦେଖାଦେଇଥିଲା। ନାମିବ୍ୟା ଦଳ ଶ୍ରୀଲଙ୍କାକୁ ୫୫ ରନ ବ୍ୟବଧାନରେ ପରାସ୍ତ କରିଛି। ଯଦିଓ ଭାରତର ପ୍ରଥମ...

ଅଭ୍ୟାସ ମ୍ୟାଚ୍‌ରେ ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଏହି ଧାରାରେ ସୋମବାର ଭାରତ ଅଷ୍ଟ୍ରେଲିଆ ସହିତ ବ୍ରିସବେନର ଦ...

ଚଣ୍ଡିଗଡ଼କୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରବିବାର ଚଣ୍ଡିଗଡ଼କୁ ରୋମାଞ୍ଚକଭାବେ ୧ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୨୦ ଓଭରରେ ୬ ଉଇକେଟ ହରାଇ ୧୭୯...

ରେଗାସା, ଚେପ୍‌ଟାଇ ଜିତିଲେ ଦିଲ୍ଲୀ ହାଫ୍‌ ମାରାଥନ

ନୂଆଦିଲ୍ଲୀ, ୧୭ା୧୦(ପି.ଟି.): ଇଥିଓପିଆର ଚାଲା ରେଗାସା ଏବଂ କେନିଆର ଇରିନେ ଚେପ୍‌ଟାଇ ଯଥାକ୍ରମେ ବେଦାନ୍ତ ଦିଲ୍ଲୀ ହାଫ୍‌ ମାରାଥନ ପୁରୁଷ ଓ ମହିଳା ଟାଇଟଲ ହାସଲ କରିଛନ୍ତି। ରେଗାସା ୧ ଘଣ୍ଟା ୩୦ ସେକେଣ୍ଡ ଟାଇମିଂରେ ରେସ୍‌ ଜିତିଥିବାବେଳ ଚେପ୍‌ଟାଇ...

ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଚାଲିଥିବା ୧୬ତମ ଜାତୀୟ ଓପନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ରେସ୍‌ରେ ସେ ୧୧.୫୫ ସେକେଣ୍ଡ ସମୟ...

ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ଉପରେ ଡେନର୍ବିଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତୀୟ ଦଳ ସୋମବାର ଏହାର ଶେଷ ମ୍ୟାଚ୍‌ ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ଖେଳିବ। ଗ୍ରୁପ୍‌ ଏ’ରେ କ୍ରମାଗତ ୨ଟି ମ୍ୟାଚ୍‌...

ସାଇ ସ୍ବସ୍ତିକ ଚାମ୍ପିୟନ

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): କଟକର ସାଇ ସ୍ବସ୍ତିକ ମହାନ୍ତି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ)ର ୧୪ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ-୭) ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସାଇ ସ୍ବସ୍ତିକ ଭୁବନେଶ୍ୱରର ଅଙ୍କିତ...

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଦିନ ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ...

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ଓଭରରେ ୮...

ଇତିହାସ ରଚିଲେ ୟୁଏଇ ଖେଳାଳି

ସିଡନୀ,୧୬।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ଟୁର୍ନାମେଣ୍ଟର ଏକ ପ୍ରମୁଖ ରେକର୍ଡ ଭାଙ୍ଗିଗଲା। ୟୁଏଇର ଆୟାନ ଅଫଜାଲ ଖାନ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ଇତିହାସ ସୃଷ୍ଟି କରିଛନ୍ତି। ଅଫଜାଲ ଖାନ...

ଆଇପିଏଲ ୨୦୨୩ ନିଲାମ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରବର୍ତ୍ତୀ ସିଜନର ନିଲାମ ପାଇଁ ତାରିଖ ଘୋଷଣା କରାଯାଇଛି। ଆଇପିଏଲ ୨୦୨୩ ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ଏବେ ଭାରତରେ ଅନୁଷ୍ଠିତ ହେବ। ଏହି ବର୍ଷ ସମସ୍ତ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ମିଳିଗଲା ଦ୍ୱିତୀୟ ଧୋନୀ

ନୂଆଦିଲ୍ଳୀ,୧୬।୧୦: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି। ଅକ୍ଟୋବର ଏଥି ସହିତ ଟିମ ଇଣ୍ଡିଆ ୨୩ ଅକ୍ଟୋବର ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ ଇଣ୍ଡିଆର ଉଦଘାଟନୀ ମ୍ୟାଚ ପୂର୍ବରୁ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଭାରତକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri