ଖେଳ

ଅଡୁଆରେ ସାମୁଏଲ୍‌ ଇଟୋ

ଦୋହା, ୭।୧୨(ଏପି): କାମେରୁନ୍‌ ଫୁଟ୍‌ବଲ ମହାସଂଘ ସଭାପତି ତଥା ପୂର୍ବତନ ଷ୍ଟାର ଖେଳାଳି ସାମୁଏଲ ଇଟୋ ଅଡୁଆରେ ପଡ଼ିଯାଇଛନ୍ତି। ସୋମବାର ରାତିରେ ଦକ୍ଷିଣ କୋରିଆ ବିପକ୍ଷରେ ବ୍ରାଜିଲର ୪-୧ ଗୋଲ ବିଜୟ ମ୍ୟାଚ ପରେ ଷ୍ଟାଡିୟମ ୯୭୪ ବାହାରେ ପ୍ରଶଂସକଙ୍କ...

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା। ଦକ୍ଷିଣ କୋରିଆର ଦୁର୍ବଳ ରଣନୀତି ବ୍ରାଜିଲକୁ ସହଜ ବିଜୟ ଦେଲା। ଏହା ଏକ...

ରାମୋସଙ୍କ ହ୍ୟାଟ୍ରିକ୍‌: କ୍ୱାର୍ଟରରେ ପର୍ତ୍ତୁଗାଲ

ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍‌ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ରାଉଣ୍ଡ ଅଫ୍‌ ୧୬ର ଅନ୍ତିମ ମ୍ୟାଚରେ ରାମୋସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ...

ଇତିହାସ ରଚିଲେ ମୀରାବାଇ ଚାନୁ: ଭାରତ ପାଇଁ ଆଣିଲେ ରୌପ୍ୟ ପଦକ

କଲମ୍ବିଆ,୭।୧୨: ବିଶ୍ୱ ଚାମ୍ପିଅନସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ। କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି। ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର...

ସ୍ପେନ୍‌କୁ ବିଦାକଲା ମରକ୍କୋ

ଅଲ୍‌ ରାୟାନ (କାତାର), ୭।୧୨: ଚଳିତ ଫିଫା ବିଶ୍ୱକପରେ ସବୁଠାରୁ ବଡ଼ ବିସ୍ମୟ ସୃଷ୍ଟି କରିଛି ମରକ୍କୋ। ୨୦୧୦ର ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୩-୦ ଗୋଲରେ ହରାଇ ଇତିହାସ ସୃଷ୍ଟି କରିଛି। ପ୍ରଥମଥରପାଇଁ ଫୁଟବଲ ବିଶ୍ୱକପର କ୍ୱାର୍ଟର...

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍‌ରେ...

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆରେ ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସିରିଜର...

ଧୋନୀ ନା ନେହେରା…. ଟି୨୦ ଟିମ୍‌ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍‌ ଇଣ୍ଡିଆ କୋଚ୍‌?

ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍‌ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ...

କ୍ରିକେଟରେ ଚମକିବାକୁ ପ୍ରସ୍ତୁତ ସେହ୍ବାଗଙ୍କ ପୁଅ, ଏହି ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୬।୧୨: ନିଜ ସମୟରେ ଓପନର୍‌ ଭାବେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ତାଙ୍କୁ ବୋଲିଂ କରିବା ବେଳେ ବିରୋଧୀ ଟିମ୍‌ ବୋଲର୍‌ମାନେ ଚିନ୍ତାରେ ପଡ଼ିଯାଉଥିଲେ। ଏହି ଦିନକୁ ଅନେକ ବର୍ଷ ବିତିଗଲାଣି। ଅପରପକ୍ଷେ...

୧୪୫ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି

ରାଉଲପିଣ୍ଡି,୬।୧୨: ଇଂଲଣ୍ଡ ଦଳ ୧୭ ବର୍ଷ ପରେ ପାକିସ୍ତାନରେ ଏକ ଟେଷ୍ଟ ସିରିଜ ଖେଳୁଛି। ବିଜୟ ସହ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୭୪ ରନରେ ଇଂଲଣ୍ଡ ଜିତିଥିଲା। ବେନ ଷ୍ଟୋକ୍ସଙ୍କ ଦ୍ୱାରା ଅଧିନାୟକତ୍ୱ...

ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ରାଓ୍ବଲପିଣ୍ଡି, ୬ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୭୪ରନରେ ଜିତିନେଇଛି। ସୋମବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ପାକିସ୍ତାନ ହାତରେ ୮ ଉଇକେଟ ଥାଇ ବିଜୟ ପାଇଁ ୨୬୩ ରନ ଆବଶ୍ୟକ କରୁଥିଲା। ଦଳ...

ପେନାଲ୍ଟି ଶୁଟ୍‌ଆଉଟରେ କ୍ରୋଏସିଆ କ୍ୱାର୍ଟରରେ

ଦୋହା,୬ା୧୨: ଅଣ୍ଡରଡଗ୍‌ ଜାପାନ ବିପକ୍ଷ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ଶୁଟ ଆଉଟରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ୨୦୧୮ ସଂସ୍କରଣ ରନର୍ସଅପ୍‌ କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୧-୧ରେ ରହିଥିଲା। ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri