ଖେଳ

ସ୍କାଲୋନିଙ୍କ ଦୃଢ଼ ନିଷ୍ପତ୍ତି

ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଏକ ବଡ଼ ବିଜୟ ସହ କାତାର ଫୁଟ୍‌ବଲ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ଲୋଇସ୍‌ ଭାନ୍‌ ଗାଲ୍‌ (ନେଦରଲାଣ୍ଡ୍ସ କୋଚ୍‌)ଙ୍କ ଦଳ ସହିତ ମୁକାବିଲା କରିବେ। ଏହି ମ୍ୟାଚ ଲୁସେଲ ଷ୍ଟାଡିୟମରେ ଖେଳାଯିବ,...

ଭାରତକୁ ଲାଗିଲା ବଡ଼ ଝଟ୍‌କା

ଢାକା,୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୧ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା। ବାଂଲାଦେଶ ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ...

ବୃହତ ବିଜୟ ସହିତ କ୍ୱାର୍ଟରରେ ବ୍ରାଜିଲ

ଦୋହା,୬ା୧୨: ଫିଫା ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ସୋମବାର ବୃହତ ବିଜୟ ହାସଲ କରିଛି ବ୍ରାଜିଲ। ଦଳ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ବ୍ରାଜିଲ ପକ୍ଷରୁ ଭିନିସିଅସ୍‌ ଜୁନିୟର(୭),...

କୋରିଆ- ବ୍ରାଜିଲ ମୁକାବିଲା: ନେମାର ଖେଳିବା ନେଇ ସ୍ପଷ୍ଟ

ଦୋହା,୫।୧୨: ଫିଫା ବିଶ୍ୱକପର ସୋମବାର ୧୬ ତମ ମ୍ୟାଚ ଦକ୍ଷିଣ କୋରିଆ- ବ୍ରାଜିଲ ମଧ୍ୟରେ ମୁକାବିଲା ହେବ। ମ୍ୟାଚରେ ନେମାର ଖେଳିବେ ବୋଲି ବ୍ରାଜିଲର ପ୍ରଶିକ୍ଷକ ଟାଇଟ ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ, ସର୍ବିଆ ବିପକ୍ଷ...

ରାଗିଗଲେ ରୋହିତ ଶର୍ମା: କହିଲେ, ଆଉ କୌଣସି ବାହାନା ଚଳିବନି

ଢାକା,୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାଜୟ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ଢାକା ମୀରପୁର ଠାରେ ଏକ କମ ସ୍କୋରର ମ୍ୟାଚରେ ଟିମ ଇଣ୍ଡିଆ ଗୋଟିଏ ଉଇକେଟରେ ଘରୋଇ ଦଳଠାରୁ ହାରିଥିଲା। ଦଳର...

ଓଡ଼ିଶାକୁ ୧୨ ପଦକ

ଭୁବନେଶ୍ୱର,୫ା୧୨(ସ୍ପୋଟର୍‌ସ ବ୍ୟୁରୋ): ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶା ୧୨ ପଦକ ହାସଲ କରିଛି। ଓଡ଼ିଶା ପ୍ରତିଯୋଗୀ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।...

ଜାତୀୟ ସାମ୍ବୋରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୫।୧୨ (କ୍ରୀଡ଼ା ପ୍ରତିନିଧି): ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ସାମ୍ବୋ (ମାର୍ଶାଲ ଆର୍ଟର ଏକ ଷ୍ଟାଇଲ) ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ମୋଟ ୫ଟି ପଦକ ହାସଲ କରିଛି।...

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ଢାକା,୪।୧୨: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ଭାରତକୁ ୧ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ଖରାପ ଥିଲା। ପୁରା ଦଳ ୧୮୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେଏଲ ରାହୁଲ...

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଗୋଟିଏ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍‌ର...

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍‌…

ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଲିଟୋନ ଦାସ ଟସ୍‌ ଜିତି...

ଅଶ୍ୱିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ଏହି ସ୍ପିନର

ନୂଆଦିଲ୍ଲୀ,୪।୧୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବଡ ରେକର୍ଡ ନିଜ ନାମରେ କରିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲିୟନ। ଏପରି କରି ସେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଏବଂ ଭାରତର ଭେଟେରାନ ସ୍ପିନର...

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଲେ ପନ୍ତ, ଅକ୍ଷରଙ୍କୁ ବି ମିଳିଲାନି ସୁଯୋଗ

ଢାକା,୪।୧୨: ଭାରତ-ବାଲାଂଦେଶ ମଧ୍ୟରେ ରବିବାର ଖେଳାଯାଉଥିବା ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। କ୍ରମାଗତ ଭାବେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ସମାଲୋଚନା କରାଯାଉଥିଲା। ଏବେ ସେ ଆହତ ସମସ୍ୟାକୁ ନେଇ ମ୍ୟାଚ୍‌ରୁ ବାହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri