ଖେଳ

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଲିଟୋନ ଦାସ ଟସ୍‌ ଜିତି...

ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ

ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍‌ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍‌ ୩୫ ଦିନିକିଆ ମୁକାବିଲା ଖେଳିଛନ୍ତି। ଏଥିରୁ ୩୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ସେହିଭଳି ବାଲାଂଦେଶ...

ଡାକ୍ତରଖାନାରେ ଚାଲିଛି ଚିକିତ୍ସା, ଫଟୋ ଶେୟାର କରି ଭାବବିହ୍ବଳ ହେଲେ କ୍ରିକେଟର

ନୂଆଦିଲ୍ଲୀ,୪।୧୨: ବାଲାଂଦେଶ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଆହତ ସମସ୍ୟା ଯୋଗୁ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ଉମରାନ...

ଲକ୍ଷ୍ୟ, କୋଚ୍‌ ବିମଲଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ, ୪ା୧୨ (ପି.ଟି.): ବୟସ ଜାଲିଆତି ଓ ଠକେଇ ପାଇଁ ଭାରତର ନମ୍ବର ଓ୍ବାନ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଓ ତାଙ୍କ ପରିବାର ଏବଂ ପୂର୍ବତନ ଜାତୀୟ କୋଚ୍‌ ବିମଲ କୁମାରଙ୍କ ବିରୋଧରେ ବେଙ୍ଗାଲୁରୁରେ ଏକ ମାମଲା ଦରଜ...

ଅଲ ଇଣ୍ଡିଆ ଜୋନାଲ କରାଟେ: ଓଡ଼ିଶାକୁ ୨୩ ପଦକ

ଭୁବନେଶ୍ୱର,୪ା୧୨(ସ୍ପୋଟର୍‌ସ ବ୍ୟୁରୋ): ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ ଇଣ୍ଡିଆ ଜୋନାଲ କରାଟେ ପ୍ରତିଯୋଗିତାରେ ଓଡିଶା ୨୩ଟି ପଦକ ହାସଲ କରିଛି। ଓଡ଼ିଶାର କରାଟେକାମାନେ ୧୦ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୮ କାଂସ୍ୟ ପଦକ ହାସଲ କରିଛନ୍ତି।...

ଆଜିଠୁ ବାଂଲାଦେଶ ଦିନିକିଆ ସିରିଜ୍‌

ମୀରପୁର,୪ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ରବିବାରଠାରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ଭାରତୀୟ ଦଳ ନିଜର ବ୍ୟାଟିଂ ଲାଇନ୍‌ଅପ୍‌ ସୁଧାରିବା ଲକ୍ଷ୍ୟରେ ରହିବ। ଘରୋଇ ପରିବେଶରେ ବାଂଲାଦେଶ ବିଶ୍ୱର ଅନ୍ୟତମ ବିପଜ୍ଜନକ ଦଳ। ରବିବାର ମୀରପୁରରେ...

ରବିବାରଠାରୁ ଭାରତ-ବାଲାଂଦେଶ ମୁକାବିଲା ଆରମ୍ଭ: ଜାଣନ୍ତୁ କେବେ-କେଉଁଠି ଦେଖିବେ ସିରିଜ…

ନୂଆଦିଲ୍ଲୀ,୩।୧୨: ନ୍ୟୁଜିଲାଣ୍ଡ ପରେ ଏବେ ବାଲାଂଦେଶ ଗସ୍ତରେ ଟିମ୍‌ ଇଣ୍ଡିଆ। ଦଳ ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ...

ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର; ମିଳିଲାନି ଖାଦ୍ୟ, ଜିନିଷପତ୍ର ବି ହରାଇଲେ…

ଢାକା,୩।୧୨: ଭାରତୀୟ ଟିମ୍‌ ଏବେ ବାଲାଂଦେଶ ଗସ୍ତରେ ଅଛି। ଏଠାରେ ଉଭୟ ଟିମ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏସବୁ ମଧ୍ୟରେ ଜଣେ ଭାରତୀୟ କ୍ରିକେଟରଙ୍କ ସହ ବିମାନରେ ଖରାପ ଆଚରଣ...

ପଡ଼ିବ କି ହାତଗଣ୍ଠି ! କେ.ଏଲ୍‌.ଙ୍କ ଛୁଟି ମଞ୍ଜୁର କଲେ ବିସିସିଆଇ

ନୂଆଦିଲ୍ଲୀ,୩।୧୨: ଜାନୁୟାରୀରେ ପଡ଼ିପାରେ ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲଙ୍କ ହାତଗଣ୍ଠି। ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିବେ ସେ। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଦୁହେଁ ସମ୍ପର୍କକୁ ଆଉ ପାଦେ ଆଗକୁ...

ପୁଣି ଭାରତକୁ ପାକିସ୍ତାନର ଧମକ, ‘ଏସିଆ କପ୍‌ ସ୍ଥାନାନ୍ତରିତ ହେଲେ…’

ନୂଆଦିଲ୍ଲୀ,୩।୧୨: ଏସିଆ କପ୍‌ ୨୦୨୩କୁ ନେଇ ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି)। ଭାରତୀୟ ଟିମ୍‌ ଯଦି ପାକିସ୍ତାନ ଆସିବ ନାହିଁ, ତାହା ହେଲେ ନ ଆସୁ। ମାତ୍ର ଯଦି ଏସିଆ...

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ ୧୦୮ ରନ୍‌ର ଇନିଂସ ଖେଳିଛନ୍ତି। ଟୁର୍ନାମେଣ୍ଟରେ ଏହା ଋତୁରାଜଙ୍କ କ୍ରମାଗତ ତୃତୀୟ ଶତକ।...

ବାଲାଂଦେଶ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୩।୧୨: ବାଲାଂଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଥିବା କାରଣରୁ ଏହି ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବାମ କାନ୍ଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri