ଖେଳ

ନଂ-୪ରେ ଖେଳିବାକୁ ଆସିଲେ କାର୍ତ୍ତିକ: ନିଜ ସ୍ଥାନ ବିପଦରେ ଥିବା କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ବ୍ୟାଟିଂରେ ଅନେକ ପରିବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ ଓପନିଂ କରିବାକୁ ଓହ୍ଲାଇଥିଲେ। ସେହିଭଳି ଶ୍ରେୟାସ ଆୟର ତୃତୀୟ ଏବଂ ଦିନେଶ କାର୍ତ୍ତିକ...

ପୁଣି ବାପା ହେଲେ ରାହାଣେ

ମୁମ୍ବାଇ,୫।୧୦: ଭାରତୀୟ କ୍ରିକେଟ ଦଳର ଖେଳାଳି ଅଜିଙ୍କେ ରାହାଣେଙ୍କ ସ୍ତ୍ରୀ ରାଧିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରାହାଣେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ରାହାନେ କହିଛନ୍ତି, ରାଧିକା ଏବଂ ତାଙ୍କ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ

ନୂଆଦିଲ୍ଲୀ,୫।୧୦: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବବା ଭାରତ ପାଇଁ ଏକ ଖୁସି ଖବର ଆସିଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ କରାଯାଇଛି। ଏହି କ୍ରୀଡା ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏକ...

ଇରଫାନ-ଗମ୍ଭୀରଙ୍କ ମଧ୍ୟରେ ଫାଇନାଲ ଲଢେଇ

ଇନ୍ଦୋର,୫।୧୦: ଲିଜେଣ୍ଡ୍‌ସ କ୍ରିକେଟ ଲିଗ ର ଦ୍ୱିତୀୟ ସିଜିନର ଅନ୍ତିମ ମ୍ୟାଚ ଆଜି ଖେଳାଯିବ। ଏଥିରେ ଭିଲୱାରା କିଙ୍ଗ୍ସ ଏବଂ ଇଣ୍ଡିଆ କ୍ୟାପିଟାଲର ଦଳ ମୁହାଁମୁହିଁ ହେବେ। କ୍ୱାଲିଫାୟର ମ୍ୟାଚରେ ଭିଲୱାରା କିଙ୍ଗ୍ସକୁ ପରାସ୍ତ କରିବା ପରେ ହିଁ ଇଣ୍ଡିଆ...

ଧୋନୀଙ୍କ ପଦାଙ୍କ ଅନୁସରଣ କଲେ ରୋହିତ, ସମସ୍ତେ କଲେ ପ୍ରଶଂସା

ଇନ୍ଦୋର,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତି ଟ୍ରଫି ଜିତିଛି। ଏଥି ସହିତ ଇନ୍ଦୋରର ହୋଲକର ଷ୍ଟାଡିୟମରେ...

୨-୧ରେ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ...

ଟିମ୍‌ ଇଣ୍ଡିଆ ଚିନ୍ତା ବଢ଼ିଲା; ଯନ୍ତ୍ରଣା ଯୋଗୁ ବାଦ୍‌ ପଡ଼ିଲେ ଅର୍ଶଦୀପ

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇଛି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଦଳ ଲାଗି ଶେଷ ଟି୨୦...

ଅନ୍ତିମ ଟି୨୦: ଭାରତକୁ ୨୨୮ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଅର୍ଶଦୀପ...

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତେବେ କ୍ରିକେଟରଙ୍କ ବାମଗୋଡର ୩ ସ୍ଥାନରେ ହାଡ ଭାଙ୍ଗିଛି। ତାଙ୍କର...

ବୁମ୍‌ରାଙ୍କ ସ୍ଥାନ ନେବେ ଶାମି

ନୂଆଦିଲ୍ଲୀ,୪।୧୦: ଟି୨୦ ବିଶ୍ୱକପ୍‌ ପର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି। କାରଣ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଜସପ୍ରିତ ବୁମ୍‌ରା ପିଠିରେ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଠିକ୍‌ ହେବାକୁ ପ୍ରାୟ ୬ ସପ୍ତାହ...

ପନ୍ତଙ୍କୁ ଫ୍ଲାଇଂ କିସ୍‌ ଦେଲେ ଉର୍ବଶୀ! କିଛି ଏଭଳି ଢ଼ଙ୍ଗରେ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୪।୧୦: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। କ୍ରିକେଟର ଋଷଭ ପନ୍ତଙ୍କୁ ସେ ବେଶ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତଙ୍କ ୨୫ତମ ଜନ୍ମଦିନରେ ଉର୍ବଶୀ ନିଜର ସୋସିଆଲ ମିଡିଆରେ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି।...

ରିଷଭ ପନ୍ତଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ

ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜି ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପନ୍ତଙ୍କୁ ତାଙ୍କ ପ୍ରେମିକା ଇଶା ନେଗି ଏକ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇଶା ତାଙ୍କ ଅଫିସିଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri