ଖେଳ

ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିବା ପରେ ମୁହଁ ଖୋଲିଲେ ବୁମ୍‌ରା

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ...

ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ

ଦୁବାଇ,୪ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୩ ପାଇଁ ସୋମବାର ଅନ୍ତର୍ଜାତୀୟ କ୍ରୀଡ଼ା ପରିଷଦ (ଆଇସିସି) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତଦନୁସାରେ ଭାରତ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଫେବୃୟାରୀ ୧୨ରେ କେପ୍‌ଟାଉନ୍‌ଠାରେ ଖେଳିବ। ଦକ୍ଷିଣ ଆଫ୍ରିକାରେ...

ଓକିନଓ୍ବା କରାଟେ ସ୍କୁଲର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି): ଓକିନୱା କରାଟେ ସ୍କୁଲ ଆନୁକୂଲ୍ୟରେ କରାଟେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବୟସ ବର୍ଗର ଛାତ୍ରୀଛାତ୍ର ଯୋଗଦେଇଥିଲେ। ପ୍ରଶିକ୍ଷଣ ପରେ ବେଲ୍ଟ ଗ୍ରେଡିଂ...

ଫ୍ଲାଇଟ ମିସ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଜାମାଇକା,୪।୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଅନେକ ଖେଳାଳି ଆଘାତରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ବିଶ୍ୱକପ୍‌ର ଅଂଶ ହେବା ପାଇଁ କଠିନ...

ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା କରିବ ଭାରତ

ଇନ୍ଦୋର,୪ା୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ଏହି ଟି୨୦ ସିରିଜ୍‌କୁ ଭାରତ ଆଗୁଆ ଜିତିନେଇଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଇନ୍ଦୋରରେ ଖେଳାଯିବ। ତୃତୀୟ ଟି -୨୦ରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ...

ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତକୁ ବଡ଼ ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଲେ ବୁମରା

ନୂଆଦିଲ୍ଲୀ,୩।୧୦: ୨ସପ୍ତାହ ପରେ ହେବାକୁ ଥିବା ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟିମ୍‌ରୁ ଅନୁଭବୀ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଓ୍ବାଲ୍ଡ କପ୍‌ରୁ ବାହାର କରାଯାଇଛି। ଲଗାତର ପିଠିରେ ଯନ୍ତ୍ରଣା ଅନୁଭବ...

ଭାରତ ମହିଳାର କ୍ରମାଗତ ବିଜୟ

ସିଲହଟ୍‌,୩।୧୦: ଓପ୍‌ନର ସାଭିନେନି ମେଘନାଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ ବଳରେ ଭାରତ ମହିଳା ଦଳ ଏସିଆ କପ୍‌ରେ କ୍ରମାଗତ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ଭାରତ ସୋମବାର ମାଲେସିଆକୁ ୩୦ ରନ୍‌ରେ ହରାଇଛି। ବର୍ଷା...

ସିରିଜ୍‌ ଜିତିବା ସତ୍ତ୍ୱେ ବଢିଲା ରୋହିତଙ୍କ ଟେନସନ୍‌

ଗୁଆହାଟି,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଭାରତ କବଜା କରିଛି। ତେବେ ଏହି ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଦଳର ଡେଥ୍‌ ଓଭର ବୋଲିଂକୁ ନେଇ ଟେନସନରେ ଅଛନ୍ତି। ଗୁଆହାଟୀରେ...

ନାକରୁ ବାହାରୁଥିଲା ଧାର ଧାର ରକ୍ତ, ପଡିଆ ଛାଡିଲେନି ହିଟ୍‌ମ୍ୟାନ୍‌

ଗୁଆହାଟୀ,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ୨୩୭ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା କେବଳ ୨୨୧ ରନ ସ୍କୋର...

ଲାଇଭ୍‌ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆକୁ ଆସିଲା ବିଷଧର ସାପ, ଦେଖନ୍ତୁ ଭିଡିଓ

ଗୁଆହାଟୀ,୩।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୧୬ ରନ୍‌ରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ସିରିଜ୍‌କୁ ମଧ୍ୟ କବ୍‌ଜା କରିଛି।...

କୋହଲିଙ୍କ ‘ବିରାଟ’ ରେକର୍ଡ: ପ୍ରଥମ ଭାରତୀୟ ଭାବେ…

ଗୁଆହାଟୀ,୩।୧୦: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଏକ ରେକର୍ଡ କରିଛନ୍ତି। ଏସିଆ କପ ୨୦୨୨ରୁ ଫର୍ମକୁ ଫେରିଥିବା ବିରାଟ କୋହଲି କ୍ରମାଗତ ଭାବରେ ଚମତ୍କାର ଇନିଂସ ଖେଳିଆସୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri