ଖେଳ

ହକି ଲୋକପ୍ରିୟତା ପଛରେ ଓଡ଼ିଶା

ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ପାଇଁ ହକି ଖେଳର ଲୋକପ୍ରିୟତା ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାର ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ରହିଛନ୍ତି। କ୍ରିକେଟର ଲୋକପ୍ରିୟତା ସତ୍ତ୍ୱେ ଓଡ଼ିଶା ଦର୍ଶକ ହକିକୁ ଭରପୂର...

ଅଟକିଗଲା ଚକଦା ଏକ୍ସପ୍ରେସ୍‌

ଭାରତୀୟ ମହିଳା କ୍ରିକେଟରେ ଚକଦା ଏକ୍ସପ୍ରେସଭାବେ ପରିଚିତ ଥିଲେ ଝୁଲଣ ଗୋସ୍ବାମୀ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ ପରେ ଏହି ଏକ୍ସପ୍ରେସ ଗତିରେ ବିରାମ ଲାଗିଛି। ୨୦୨୨ ସେପ୍ଟେମ୍ବର ୨୪ ତାରିଖ ଦିନ ଇଂଲଣ୍ଡ ବିପକ୍ଷ...

ବୁମ୍‌ରାଙ୍କ ସ୍ଥାନ ନେଲେ ଏହି ବୋଲର୍‌

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତୀୟ ଦଳର ସାମିଲ ହୋଇଛନ୍ତି। ସେ ଭେଟେରାନ ପେସର ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନ ନେବେ।...

ଭିଡିଓ କଲ୍‌ରେ ଅନୁଷ୍କା ସହ କଥା ହେଉଥିଲେ ବିରାଟ କୋହଲି, ପ୍ରଶଂସକ ଡାକ ଶୁଣି…

ଥିରୁଭାନନ୍ତପୁରମ,୩୦।୯: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ଆଠ ଉଇକେଟରେ ଜିତିଥିଲା। ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୨ରେ ଗୁଆହାଟୀର ବାରସୋପରା କ୍ରିକେଟ ଷ୍ଟାଡିୟମରେ...

ଭାରତକୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୯ (କ୍ରୀଡ଼ା ପ୍ରତିନିଧି):ଜର୍ଜିଆର ବାଟୁମିଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ୮ ବର୍ଷରୁ କମ୍‌ (ବାଳିକା ଓ ବାଳକ), ୧୦ ବର୍ଷରୁ କମ୍‌ (ବାଳିକା...

ନସିମ ଶାହା କୋଭିଡ୍‌ ପଜିଟିଭ: ଖେଳିପାରିବେନି ଟି୨୦ ମ୍ୟାଚ

ଲାହୋର,୨୯ା୯: ପାକିସ୍ତାନ ଫାଷ୍ଟ ବୋଲର ନସିମ ଶାହା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ଦୁଇ ଟି-୨୦ ମ୍ୟାଚ ଖେଳିପାରିବେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର...

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବରୋଦାଠାରେ ଆୟୋଜିତ ଏକ କାର୍ଯ୍ୟରେ ନୀରଜ ଗରବା ନୃତ୍ୟ କରିଥିଲେ।...

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଅତିଥି ଟିମ୍‌ ୧୦୬ରେ ସମସ୍ତ ଉଇକେଟ ହରାଇଥିଲା। ପରେ ଭାରତ ୨ ଉଇକେଟ...

ମାତ୍ର ୧୫ ବଲ୍‌ରେ ୩ ବଡ଼ ରେକର୍ଡ

ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ କରିଥିଲେ। ମ୍ୟାଚ ଆରମ୍ଭର ୧୫ ବଲ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଅଧା ଦଳକୁ...

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୯।୯: ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ଦୁଇଟି ଉଇକେଟ ହରାଇ...

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ରଗବୀ ୭ଏସରେ ଏକପାଖିଆ ବିଜୟ ହାସଲ କରିଛି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri