ଖେଳ

ରାଜ୍ୟ ସବ୍‌ଜୁନିୟର ଚେସ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ରାଜ୍ୟ ୧୩ ବର୍ଷରୁ କମ୍‌ (ବାଳିକା ଓ ଓପନ୍‌) ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଆରମ୍ଭ ହୋଇଛି। ରାଜ୍ୟର ୧୬ ଜିଲାରୁ ମୋଟ ୧୨୩ (୩୫...

ତୃତୀୟ ଦିବସରେ ଓଡ଼ିଶାକୁ ୨ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ ଓଡ଼ିଶା ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ୧୬ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ...

୨୧ କି.ମି. ସନ୍ତରଣ କରି ଜିୟାଙ୍କ ରେକର୍ଡ

ବାଲୁଗଁ।,୧୪।୧୧(ଡି.ଏନ୍‌.ଏ.): ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲିକାରେ ରବିବାର ୧୩ ବର୍ଷୀୟା ଦିବ୍ୟାଙ୍ଗ ସନ୍ତରଣକାରୀ ଜିୟା ରାୟ ୨୧ କିଲୋମିଟର ସନ୍ତରଣ କରି ରେକର୍ଡ ସୃଷ୍ଟି କରିଛନ୍ତି ା ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ର କାଳିଜାଈ ମନ୍ଦିର ନିକଟରୁ...

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା...

ନ୍ମଦିନ ପାର୍ଟିରେ ପଡ଼ି ମ୍ୟାକ୍ସଓ୍ବେଲ ଆହତ

ମେଲ୍‌ବୋର୍ନ,୧୩ା୧୧: ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏକ ଜନ୍ମଦିନ ପାର୍ଟିରେ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରେ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବେଳେ ୨୦୨୩ ଭାରତ ଗସ୍ତରୁ ସେ ବାଦ୍‌ ପଡ଼ିବା ପ୍ରାୟ ସମ୍ଭାବନା...

ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି

ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍‌ ପଡିବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅନେକ ବିବୃତ୍ତି ଦେଇ ଭାରତକୁ ଅପମାନିତ କରିଥିଲେ।...

ଐତିହାସିକ ରେକର୍ଡ ହାସଲ କଲେ କୋହଲି

ମେଲବୋର୍ନ,୧୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର ଥିଲେ। କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଟି-୨୦ ବିଶ୍ୱକପରେ ଦୁଇଥର ସର୍ବାଧିକ ରନ...

୧୬୫ ବଲ୍‌ରେ ମାରିଲେ ୪୦୭ ରନ୍‌; ଦିନିକିଆରେ ବିସ୍ଫୋରକ ବ୍ୟାଟିଂକୁ ନେଇ…

ଶିମୋଗା,୧୩।୧୧: ଅଣ୍ଡର-୧୬ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ଲାଗି ଚର୍ଚ୍ଚାରେ ଣେ ଜଣେ ଯୁବ ଭାରତୀୟ କ୍ରିକେଟର। ସେ ହେଲେ ତନ୍ମୟ ମଞ୍ଜୁନାଥ। ତନ୍ମୟ ୫୦ ଓଭରର ଏକ ମ୍ୟାଚ୍‌ରେ ୧୬୫ ବଲ୍‌ରେ ୪୦୭ରନ୍‌ର ଇନିଂସ ଖେଳିଛନ୍ତି। ସେଥିରେ ୪୮ ଚୌକା...

ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହେଲା ଇଂଲଣ୍ଡ

ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍‌ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ...

ହାତରେ କଳା ପଟି ବାନ୍ଧି ଫାଇନାଲ ଖେଳୁଛନ୍ତି ଇଂଲଣ୍ଡ ଖେଳାଳି

ମେଲବୋର୍ନ,୧୩।୧୧: ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମୁକାବିଲା ଖେଳୁଛି ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଖେଳାଳି ହାତରେ କଳା ପଟି ବାନ୍ଧି ଖେଳୁଥିବା ଦେଖାଯାଇଛି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଇଂଲଣ୍ଡ...

ନୂଆ ଇଂନିସ ଆରମ୍ଭ କରିବେ ସାନିଆ-ଶୋଏବ

ଦୁବାଇ,୧୩।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି...

ଇଂଲଣ୍ଡ ପାଇଁ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମେଲବୋର୍ନ ଗ୍ରାଉଣ୍ଡରେ ହେଉଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍‌ ପାକିସ୍ତାନ ବ୍ୟାଟିଂ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri